ସୁନା-ରୁପା ମୂଲ୍ୟରେ ହ୍ରାସ: କିଣିବା ପୂର୍ବରୁ ଦେଖନ୍ତୁ ଆଜିର ଦାମ

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, 18 ସେପ୍ଟେମ୍ବର 2025 – ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି। ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – … Read more

ସୃଜନଶୀଳତା ବିନା ଆତ୍ମିକ ସୁଖ ସମ୍ଭବ ନୁହେଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ :

By – SUBHASMITA ସେପ୍ଟେମ୍ବର 13 2025 ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – “ଭୌତିକ ସୁଖରେ ସତ୍ୟ ସୁଖ ନାହିଁ, ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଅତ୍ୟାବଶ୍ୟକ।” ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି, ଇତିହାସ ପାଠାଦାନର ଆବଶ୍ୟକତା ଉପରେ ଜୋର ଦେଲେ । “ଆମେ ଇତିହାସକୁ ପଢ଼ିବାକୁ ହେବ, ନହେଲେ ଆଗକୁ ଝୁଣ୍ଟି ପଡ଼ିବାକୁ ପଡ଼ିବ,” ବୋଲି ମନ୍ତ୍ରୀ କହିଲେ ଏହି ସମାରୋହରେ … Read more

ହେଲିକପ୍ଟର ଦଉଡ଼ିରେ ଝୁଲି ପଳାଇଲେ ନେତା, ନେପାଳରେ ରାଜନୈତିକ ସଙ୍କଟ ଗଭୀର :

By -SUBHASMITA ସେପ୍ଟେମ୍ବର 11 2025 ନେପାଳରେ ସରକାର ବିରୋଧୀ ବିଶାଳ ପ୍ରଦର୍ଶନ ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି । ସେଥିରେ କିଛି ନେତାଙ୍କୁ ହେଲିକପ୍ଟର ଦଉଡ଼ିକୁ ଧରି ଝୁଲିଥିବା ଅବସ୍ଥାରେ ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦୃଶ୍ୟ ଦେଖାଯାଇଛି । ପ୍ରଦର୍ଶନକାରୀମାନଙ୍କ କ୍ରୋଧ ଦେଶର ୩ ପୂର୍ବ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ସୁପ୍ରିମକୋର୍ଟରୁ ସଂସଦ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଅସନ୍ତୋଷରେ ପୂର୍ବ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଓ ତାଙ୍କ … Read more

ଦିଲ୍ଲୀ ଏମ୍‌ସରେ ପ୍ରଥମ ଭ୍ରୂଣ ଦାନ: ଜୈନ ଦମ୍ପତିଙ୍କ ଉଦାହରଣୀୟ ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀର ପୀତମପୁରାର ଆଶିଷ ଓ ବନ୍ଦନା ଜୈନ ଦମ୍ପତି ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ସ୍ୱୟଂଙ୍କ ୫ ମାସର ଗର୍ଭସ୍ଥ ଭ୍ରୂଣକୁ ଦିଲ୍ଲୀ ଏମ୍‌ସକୁ ଦାନ କରିଛନ୍ତି। ରୁଟିନ୍ ଚେକଅପ୍‌ ସମୟରେ ବନ୍ଦନାଙ୍କ ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଥିବା ଜଣା ପଡ଼ିଲା। ଏହି ଦୁଃଖଦ ଖବର ପରେ ଦମ୍ପତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ, କିନ୍ତୁ ସମାଜ ଓ ଗବେଷଣା ପାଇଁ ସାହସୀ ନିଷ୍ପତ୍ତି ନେଇ ଭ୍ରୂଣକୁ ଦାନ କରିଥିଲେ। ଦିଲ୍ଲୀ … Read more

ଟ୍ରମ୍ପଙ୍କ ବୟାନ :

ଟାରିଫ ସତ୍ତ୍ବେ ମୋଦିଙ୍କ ସହ ଭଲ ସମ୍ପର୍କ ଜାରି ରହିବ! By -SUBHASMITA ସେପ୍ଟେମ୍ବର 6 2025 ଭାରତ ଓ ଆମେରିକା ମଧ୍ୟରେ ଟାରିଫ ନେଇ ଯଦିଓ ଉତ୍ତେଜନା ଚାଲିଛି, ତଥାପି ମୋଦିଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ । ଓଭାଲ ଅଫିସରେ ସେ କହିଛନ୍ତି, “ମୋଦି ଭଲ ବନ୍ଧୁ, ତାଙ୍କ ସହ ସମ୍ପର୍କ ସଦା ସ୍ୱତନ୍ତ୍ର ଓ ମଜବୁତ ରହିବ” । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ମୋଦିଙ୍କୁ ସେ ବହୁତ … Read more

ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର :

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କଲେ ମନୋନୀତ ଶିକ୍ଷକମାନେ | By -SUBHASMITA ସେପ୍ଟେମ୍ବର 5 2025 ନୂଆଦିଲ୍ଲୀ: ଗୁରୁ ଦିବସରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ । ଏହିଥର ଓଡ଼ିଶାରୁ ଦୁଇଜଣ ଶିକ୍ଷକ — ମାଲକାନଗିରିର ବସନ୍ତ କୁମାର ରାଣା ଓ କୋରାପୁଟର ପିଏମ୍‌ ଶ୍ରୀ କେନ୍ଦ୍ରୀୟ … Read more

ଦିଲ୍ଲୀ ଗସ୍ତରେ ସକ୍ରିୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟି ‘ଓଡ଼ିଶା ଭିଜନ 2036’ ପ୍ରଦାନ, କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରକଳ୍ପମୂଳକ ଆଲୋଚନା :

By -SUBHASMITA ସେପ୍ଟେମ୍ବର 5 2025 ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ‘ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-2036’ ପୁସ୍ତିକା ପ୍ରଦାନ କରିଛନ୍ତି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ସୃଷ୍ଟି ଓ ଆଇଟି କ୍ଷେତ୍ରର … Read more

କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଦେଖନ୍ତୁ ଆଜିର ନୂଆ ରେଟ୍ :

By-SUBHASMITA ସେପ୍ଟେମ୍ବର 4 2025 ଭୁବନେଶ୍ୱର, ସେପ୍ଟେମ୍ବର ୪: ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କିଛି ପରିବର୍ତ୍ତନ ଦେଖାଦେଇଛି। କେତେକ ସହରରେ ଦର କମିଥିବାବେଳେ, କେତେକ ସହରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ପ୍ରତି ଲିଟର ୧୦୦.୯୮ ଟଙ୍କା ଓ ଡିଜେଲ୍ ୯୨.୫୬ ଟଙ୍କା ରେ ବିକ୍ରି ହେଉଛି। ଦିଲ୍ଲୀ: ପେଟ୍ରୋଲ୍ ୯୪.୭୭, ଡିଜେଲ୍ ୮.୬୭ ଟଙ୍କା। ମୁମ୍ବାଇ: ପେଟ୍ରୋଲ୍ ୧୦୩.୫୦, ଡିଜେଲ୍ ୯୦.୦୩ ଟଙ୍କା। କୋଲକାତା: … Read more

କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍,

ଦେଖନ୍ତୁ ଆଜିର ନୂଆ ରେଟ୍ By-SUBHASMITA ସେପ୍ଟେମ୍ବର 4 2025 ଭୁବନେଶ୍ୱର, ସେପ୍ଟେମ୍ବର ୪: ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କିଛି ପରିବର୍ତ୍ତନ ଦେଖାଦେଇଛି। କେତେକ ସହରରେ ଦର କମିଥିବାବେଳେ, କେତେକ ସହରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ପ୍ରତି ଲିଟର ୧୦୦.୯୮ ଟଙ୍କା ଓ ଡିଜେଲ୍ ୯୨.୫୬ ଟଙ୍କା ରେ ବିକ୍ରି ହେଉଛି। ଦିଲ୍ଲୀ: ପେଟ୍ରୋଲ୍ ୯୪.୭୭, ଡିଜେଲ୍ ୮.୬୭ ଟଙ୍କା। ମୁମ୍ବାଇ: ପେଟ୍ରୋଲ୍ ୧୦୩.୫୦, … Read more

ସାନ୍ତାଳୀ ଶାଢ଼ିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବୁଣା ବସ୍ତ୍ର ପିନ୍ଧିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ :

By -SUBHASMITA ସେପ୍ଟେମ୍ବର 3 2025 ଭୁବନେଶ୍ୱର : ଦେଶର ପାରମ୍ପରିକ ବୟନ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ । ରବିବାର ୧୨୪ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ସଫଳତାର କାହାଣୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରି, ନିଜେମାନଙ୍କ ପାଇଁ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । … Read more