୬୨୯ ବର୍ଷରେ ପ୍ରଥମ ଥର ପାଇଁ, ପଶ୍ଚିମବଙ୍ଗରେ ରଥଯାତ୍ରା ବ୍ୟାନ କଲେ ମମତା ବାନାଜୀ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ମହା ଧାର୍ମିକ ଉତ୍ସାହ ସହିତ ପାଳିତ 629 ବର୍ଷ ପୁରୁଣା ବାର୍ଷିକ ମହୋତ୍ସବ ମହିଷାଦଳର ଐତିହାସିକ ରଥ ମେଳା 2025 ରେ ବାତିଲ କରାଯାଇଛି, ଯାହା ଇତିହାସରେ ପ୍ରଥମ ଥର ପାଇଁ ରଥଯାତ୍ରା ହେବ ନାହିଁ ବୋଲି ଦର୍ଶାଉଛି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର କାଳିଆଚକ I ସିଡି ବ୍ଲକର ଜଲାଲପୁର ସହରରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏକ ବଡ଼ ଝଟକା, ପୋଲିସ ଗତ 629 ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ରଥ ମେଳା’ … Read more

୨୫ ଜୁନ ଏମର୍ଜେନ୍ସିର ପଛର କାହାଣୀ

ଆଜି ହେଉଛି ଜୁନ ୨୫ , ୨୦୨୫ ଏହି ଜୁନ ୨୫ ତାରିଖରେ ଯାହା ଦେଶର ରାଜନୀତିକୁ ବଦଲାଇଦେଇଛି ଆଜି ଠାରୁ ଠିକ ୫୦ ବର୍ଷ ର ତଳର କଥା ଏଇ ଜୁନ ୨୫ ରେ ଭାରତରେ ଲାଗିଥିଲା ଜରୁରୀ କାଳୀନ । ଏହି ଜୁରୁରୀ ପରିସ୍ଥିତିକୁ 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି … Read more

ମହାକାଶ ମିଶନ ରେ ଗଲେ ଶୁଭାଂଶୁ ଶୁକ୍ଳା,

ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ … Read more

ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା ।

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ମହାକାଶକୁ ଯାଉଛି ପୁଅ । ଖୁସିରେ ମାଆ ବାପାଙ୍କ ଆଖିରୁ ଶୁଖୁନି ଲୁହ । ପୁଅର ଏହି ସଫଳତାକୁ ଦେଖି କାନ୍ଦିପକାଇଲେ ଶୁଭାଂଶୁଙ୍କ ମାଆ । ପୁଅର ମହାକାଶ ଯାତ୍ରା ଦେଖି ଗର୍ବରେ ସିନା ଛାତି କୁଣ୍ଢେମୋଟ ହୋଇଛି , କିନ୍ତୁ ସତେ ଯେମିତି ଏତେ ଦୂରକୁ ପୁଅକୁ ପଠାଇ ମା’ ଆଖିର ଲୁହ ଶୁଖୁନି । ହଁ … Read more

ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ ; ଯୁଦ୍ଧ ଭୂମିରୁ ପୁଣି ଫେରିଛି ୧୬1 ଭାରତୀୟ ଙ୍କ ଜୀବନ

ଯୁଦ୍ଧ ଭୂମିରୁ ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଭାରତୀତ । ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ ସତେକି ଯେମିତି ତାଙ୍କୁ ନୂଆ ଜୀବନଟେ ମିଳିଯାଇଛି । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । … Read more

ଯୁଦ୍ଧ ଭିତରେ ବଡ଼ ଅପଡେଟ ଦେଲେ ଡୋନାଲଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅସ୍ତ୍ର ବିରତି ଘୋଷଣା । ୧୨ ଦିନର ସଂଘର୍ଷର ଏବେ ଦ ଏଣ୍ଡ । ଇରାନର ପ୍ରତିଶୋଧ ଆଗରେ ନଇଁଗଲା କି ଆମେରିକା | ସେଥିପାଇଁ ସଂପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ସେଥିପାଇଁ ଇସ୍ରାଏଲ-ଇରାନ ଯୁଦ୍ଧ ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ ସୋମବାର ତାଙ୍କ … Read more

ଓଡ଼ିଶା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ ମୋଦି

ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କପାଇଁ ଅଧିକ ଜରୁରୀ … Read more

ଏୟାର ଇଣ୍ଡିଆ ଉପରେ DGCA ର କଡ଼ା କାର୍ଯ୍ୟାନୁଷ୍ଠାନ

ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଆକ୍ସନ ମୁଡ୍‌ରେ DGCA । ଏୟାର ଇଣ୍ଡିଆ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । କଠୋର ଆଭିମୁଖ୍ୟ ସ୍ୱରୁପ କ୍ରୁ ସିଡଲ୍ୟୁିଂ ବିଭାଗର ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି ।  ବିମାନ ସୁରକ୍ଷା ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମାନେ ହେଲେ ମଧ୍ୟରେ ଚୁରା ସିଂହ (ଡିଭିଜନାଲ ଭାଇସ୍ ପ୍ରେସିଡେଣ୍ଟ), … Read more

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୋବେଲ ମୋହ

ଆମେରିକା ରାଷ୍ଟ୍ରପତି ବିଭିନ୍ନ ଦେଶରେ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରୁଥିବା ଦାବି । ଏଥିପାଇଁ ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି । ଏଥର ସେ କହିଛନ୍ତି ଯେ ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଦେଇଛି, କିନ୍ତୁ ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ । ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ସେ ଯେତେ ଅନ୍ତର୍ଜାତୀୟ ବିବାଦର … Read more

ଜନ୍ମଦିନରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର 66ତମ ଜନ୍ମ ଦିବସ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ମୁର୍ମୁ ଉତ୍ତରାଖଣ୍ଡର ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଜନ୍ମ ଦିନର ଶୁଭେଚ୍ଛା ଗୀତ ଶୁଣି ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଆସିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି  ଅନୁଷ୍ଠାନ ପକ୍ଷରୁ ଆୟୋଜିତ … Read more