ସହିଦ ବୀର ଯବାନଙ୍କୁ ମନେପକାଉଛି ଦେଶଆଜି ହେଉଛି କାରଗିଲ ବିଜୟ ଦିବସ |କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା୫ ହଜାର ସୈନ୍ୟଙ୍କୁ କାରଗିଲକୁ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ପ୍ରାୟ ୨ ମାସ ଧରି ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରିଥିଲେ ବୀର ଯବାନ |ଜୁଲାଇ ୨୬ରେ ଶତ୍ରୁ ରାଷ୍ଟ୍ରକୁ ହରାଇ ବିଜୟ ହାସଲ କରିଥିଲା!ଭାରତ ସେନା ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍ରେ ପାକିସ୍ତାନକୁ … Read more
ଦେଶ ବିଦେଶ
ନିଜ ବିଫଳତାକୁ ସ୍ୱୀକାର କଲେ ରାହୁଲ୍ ||
ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍: ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍ଆଦିବାସୀ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ବିଷୟରେ ହେଉ, ମୋତେ ଭଲ ନମ୍ବର ମିଳିବା ଉଚିତ । ମହିଳା ପ୍ରସଙ୍ଗରେ ମୋତେ ଭଲ ନମ୍ବର ମିଳିବା ଉଚିତ , କିନ୍ତୁ ଯେତେବେଳେ ମୁଁ ପଛକୁ ଫେରି ଦେଖେ, ଗୋଟିଏ କଥା ସ୍ପଷ୍ଟ ଯେ ଗୋଟିଏ ଜିନିଷର ଅଭାବ ଥିଲା!ନିଜ ବିଫଳତାକୁ ସ୍ବୀକାର କଲେ ରାହୁଲ୍ ବଡ଼ପଣ ଦେଖାଇ କହିଲେ, ଏଇଟା ମୋର ଭୁଲ୍ ,ନୂଆଦିଲ୍ଲୀକଂଗ୍ରେସ … Read more
ବଢ଼ିଲା ସାମ୍ବାଦିକଙ୍କ ପେନ୍ସନ୍ ||
ବଢ଼ିଲା ସାମ୍ବାଦିକଙ୍କ ପେନ୍ସନ; ୬ରୁ ୧୫ ହଜାରକୁ ବୃଦ୍ଧି :ବିହାର ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏବେ ବିହାରର ମାନ୍ୟତାପ୍ରାପ୍ତ ସାମ୍ବାଦିକମାନଙ୍କ ପେନ୍ସନ୍ ରାଶି ବୃଦ୍ଧି କରାଯାଇଛି।ପାଟ୍ନା: ବିହାର ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏବେ ବିହାରର ମାନ୍ୟତାପ୍ରାପ୍ତ ସାମ୍ବାଦିକମାନଙ୍କ ପେନ୍ସନ୍ ରାଶି ବୃଦ୍ଧି କରାଯାଇଛି। ସାମ୍ବାଦିକମାନେ ମାସିକ ୬ ହଜାର ବଦଳରେ ୧୫ … Read more
ହୃଦଘାତ ର କାରଣ କଣ କୋଭିଡ ଟିକା ?
କୋଭିଡ ଟିକା ପାଇଁ ବଢୁଛି କି ହୃଦଘାତ, ଜାଣନ୍ତୁ କଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀକରୋନା ସମୟଠାରୁ ହୃଦଘାତର ଘଟଣା ବୃଦ୍ଧି ପାଇଛି। ଏହି ସମୟରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଶୁକ୍ରବାର କହିଛନ୍ତି ଯେ କୋଭିଡ୍ ଟୀକାକରଣ ହୃଦଘାତର ବିପଦ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ନୂଆଦିଲ୍ଲୀ: କରୋନା ସମୟଠାରୁ ହୃଦଘାତର ଘଟଣା ବୃଦ୍ଧି ପାଇଛି। ଏହି ସମୟରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଶୁକ୍ରବାର କହିଛନ୍ତି ଯେ କୋଭିଡ୍ ଟୀକାକରଣ ହୃଦଘାତର ବିପଦ … Read more
ଭାରତ-ବ୍ରିଟେନ ସମ୍ପର୍କ ପାଇଁ ଐତିହାସିକ ଦିନ ||
ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନାଟେଡ୍ କିଙ୍ଗଡମର ସାଣ୍ଡ୍ରିହୋମ ହାଉସରେ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ । ଏହି ବୌଠକ ଭାରତ ଏବଂ ବ୍ରିଟେନ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କକୁ ମଜୁବୁତ କରିବାକୁ ପ୍ରୟାସ କରିଥିଲେ । ଏହି ଭେଟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଥିବା ମୁକ୍ତ ବାଣିଜ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରିଟିଶ ରାଜ ପରିବାର ଏକ୍ସରେ ଏହି ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଆଜି ଦ୍ବିପ୍ରହର ସମୟରେ ରାଜା ଚାର୍ଲ୍ସ ଭାରତର … Read more
ପୂରା ବିଶ୍ଵ ରେ ରଖିଲେ ନା,ଓଡ଼ିଆ ମାଟିକୁ କଲେ ଗର୍ବିତ ||
ଆଜକୁ ଠିକ ତିନି ବର୍ଷ ତଳେ ମହାମହିମ ଗାଦିରେ ବସିଥିଲେ ଓଡ଼ିଆ ଝିଅ । ଦେଶର ସର୍ବୋଚ୍ଚ ପଦବୀରେ ରହି ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଆଜି ତାଙ୍କ କାର୍ଯ୍ୟକାଳର ତିନିବର୍ଷ ପୂର୍ତ୍ତି । ଆମେ କହୁଛୁ ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିବା ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା । ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ କିଛି ଅଲଗା। ସାକ୍ଷୀ ଥିଲା ଗଣତନ୍ତ୍ରର ମନ୍ଦିର । ସାଢ଼େ … Read more
ଅନଲାଇନ ସପିଂ କରୁଛନ୍ତି କି ??
ଭୁବେନେଶ୍ୱର : ଆଜିକାଲି ଲୋକ ମାନେ ଧୀରେ ଧୀରେ ଅଳସୁଆ ହେଇଗଲେଣି! ସାଧାରଣତଃ ସହଜ ଉପାୟକୁ ଆପଣାଇଛନ୍ତି ତେବେ ଏହି ସହଜ ଉପାୟ ଯେ ଗୋଟେ ବ୍ୟକ୍ତିର ଜୀବନକୁ ଆଳସ୍ୟ କରିଦେଉଛି ତାହା କେହି ବୁଝିବାକୁ ଚେଷ୍ଟା କରୁନାହାନ୍ତି ! ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । ଏହି ସପିଂ ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି … Read more
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |
ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍ଲାଇନ୍ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ। ବ୍ୟାପାର ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବା କିମ୍ବା ମୋଟା ଟାରିର ସାମ୍ନା କରିବା ପାଇଁ ଦେଶଗୁଡ଼ିକୁ ଆମେରିକା ପକ୍ଷରୁ ପୂର୍ବରୁ ଧମକ ଦିଆଯାଇଥିବାବେଳେ ଏ ସ୍ଥିତି ଗୁରୁତ୍ବ ବହନ କରୁଛି। ଭାରତ, ୟୁରୋପୀୟ ସଂଘ(ଇୟୁ) … Read more
ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। … Read more
ଲ୍ୟାଣ୍ଡିଂବେଳେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ||
ନୂଆଦିଲ୍ଲୀ :ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ମଙ୍ଗଳବାର ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା। ବିମାନର ପଛଭାଗରେ ଥୁବା ଅକ୍ତିଲାରୀ ପାଓ୍ବାର ୟୁନିଟ୍ (ଏପିୟୁ) ହଠାତ୍ ଜଳିବାରେ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ପାଇଲଟ, କୁ ମେମ୍ବରଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଏଆଇ ୩୧୫ ବିମାନଟି ଦିନ ୧୨ଟା ୧୨ରେ ହଂଙ୍କରୁ ଦିଲ୍ଲୀ ଆସିଥିଲା। ଏହା ଅବତରଣ କରିବା ଏବଂ ଗେଟରେ ପାକିଂ କରିବା ପରେ … Read more