PAC ଉପରେ ରେଡ୍! ଦିଦି କାହିଁକି Fire Mode ରେ::

by-SUBHASMITA Dt-13.2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ଆସୁଛି, ସେତେ ସେତେ ବଙ୍ଗାଳ ରାଜନୀତି ଆଗୁନ ହେଉଛି। ଭୋଟ୍ ପୂର୍ବରୁ ED ଆକ୍ଟିଭ୍, I-PAC ଉପରେ ଚଢ଼ାଉ ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଡ଼ ଶୋ ସବୁକିଛି କହୁଛି କେବଳ ଗୋଟିଏ କଥା ବଙ୍ଗାଳର ଲଢ଼ାଇ ଏବେ ମଞ୍ଚରେ ନୁହେଁ, War Room ଭିତରେ! ତେବେ ଏଠି ବଡ ପ୍ରଶ୍ନ ଉଠୁଛି I-PACକୁ ନେଇ କାହିଁକି ଚିନ୍ତାରେ ମମତା ଦିଦି? କଣ ଏହି I-PAC? ପ୍ରତୀକ … Read more

ଭାରତର ଐତିହାସିକ ରେକର୍ଡ::

by_SUBHASMITA Dt- 12.1.2026 ଦିନିକିଆ କ୍ରିକେଟରେ ୨୦ଥର ୩୦୦ ପ୍ଲସ୍ ଟାର୍ଗେଟ ଚେଜ୍ କରି ବିଜୟ ବିଶ୍ୱ କ୍ରିକେଟ ଇତିହାସରେ ଭାରତ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସଫଳତାର ସହ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ହାସଲ କରିଛି। ଏହି ବିଜୟ ସହ ଭାରତ ବିଶ୍ୱର ପ୍ରଥମ ଓ ଏକମାତ୍ର ଦଳ ଭାବେ ପରିଣତ ହୋଇଛି, ଯିଏ ଦିନିକିଆ କ୍ରିକେଟରେ ୨୦ଥର ୩୦୦ରୁ ଅଧିକ … Read more

ସ୍ୱାମୀ ବିବେକାନନ୍ଦ ଇତିହାସ ନୁହେଁ, ଆଜିର ଆବଶ୍ୟକତା :

by- SUBHASMITA Dt- 12.1.2026 ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହେଁ ସେ ଗୋଟିଏ ବିଚାର ଗୋଟିଏ ଚେତନା ଗୋଟିଏ ଯୁଗ କହିଲେ ମଧ୍ୟ ଭୁଲ ହେବନି |ଯେତେବେଳେ ଭାରତକୁ ଦୁର୍ବଳ କୁହାଯାଉଥିଲା ଏବ ଯେତେବେଳେ ଦେଶ ଭୟ, ଦାସ୍ୟତା ଓ ନିରାଶାରେ ଡୁବିଥିଲା,ସେଇ ସମୟରେ ଗେରୁଆ ବସ୍ତ୍ର ପିନ୍ଧି ଗୋଟିଏ ସନ୍ୟାସୀ ସାରା ବିଶ୍ୱ ସାମ୍ନାରେ ଦଣ୍ଡାୟମାନ ହୋଇ କହିଥିଲେ|ଭାରତ ଦୁର୍ବଳ ନୁହେଁ ଭାରତ କେବଳ ତାର ଶକ୍ତିକୁ ଭୁଲିଯାଇଛି।ଉଠ, ଜାଗ ଏହା କେବଳ … Read more

ନଭେମ୍ବର 2025 ରେ ବଜାର ଘାଣ୍ଟୁଛି OnePlus, Realme, iQOO ଭଳି ବଡ଼ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ ଆସୁଛି :

By -SUBHASMITA 31 oct 2025 ଭୁବନେଶ୍ୱର : ନଭେମ୍ବର ମାସ ଟେକ୍‌ ଲଭରମାନଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି। OnePlus, Realme, iQOO, OPPO, Motorola ଓ Lava ଭଳି ଶୀର୍ଷ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ଏହି ମାସରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛନ୍ତି। କିଛି flagship ଫୋନ ଥିଲେ, କିଛି budget segment ମଧ୍ୟରେ ଭଲ features ସହିତ ଆସୁଛି। ନଭେମ୍ବରରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ ତାଲିକା ନିମ୍ନପରି — … Read more

ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇଲେ ଟ୍ରମ୍ପ, ୯୯୯ ଲୋକ ପାଇଁ ନୂଆ ଗ୍ରାଣ୍ଡ ହଲ ନିର୍ମାଣ :

By -SUBHASMITA oct 23 2025 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ହ୍ୱାଇଟ୍ ହାଉସରେ ବୁଲଡୋଜର ଚଲାଇ ନୂଆ ଗ୍ରାଣ୍ଡ ବଲ୍ ରୁମ୍ ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଛି। ଏହି ଭବ୍ୟ ହଲ୍‌ରେ ଏକାସାଥିରେ ୯୯୯ ଲୋକ ବସିପାରିବେ। ଟ୍ରମ୍ପଙ୍କ ଏହି ପ୍ରକଳ୍ପ ପାଇଁ ଅନୁମାନିତ ଖର୍ଚ୍ଚ ହେଉଛି ୨୫୦ ମିଲିୟନ ଡଲାର। ଏହି ନୂଆ ହଲ୍ ୯୦ ହଜାର ବର୍ଗଫୁଟ୍ ଅଞ୍ଚଳ ଉପରେ ନିର୍ମାଣ ହେବ ଓ ଏହା ଭବନର … Read more

ସାରା ଦେଶରେ ଏବେ ୫ଜି ଯୁଗ

ଭାରତର ପ୍ରତିଟି ଜିଲ୍ଲାକୁ ମୋବାଇଲ୍ ବିପ୍ଲବ ପହଞ୍ଚିଲା — ମୋଦୀ By – SUBHASMITA ଅକ୍ଟବର 10 2025 ନୂଆଦିଲ୍ଲୀ : ଭାରତ ଏବେ ଡିଜିଟାଲ୍ ଦୁନିଆରେ ନୂଆ ମାଇଲସ୍‌ଟୋନ୍ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଏବେ ୫ଜି ସେବା ପହଞ୍ଚିଛି। କେବଳ କିଛି ବର୍ଷ ପୂର୍ବରେ ଯେଉଁ ଭାରତ ୨ଜି ସେବା ପାଇଁ ସଂଘର୍ଷ କରୁଥିଲା, ସେହି ଭାରତ ଏବେ ଉଚ୍ଚ ଗତିର ଡାଟା ଯୁଗରେ ପ୍ରବେଶ … Read more

ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଦୁଇ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ଉତ୍ତେଜନାରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ବୁଧବାର (୮ ଅକ୍ଟୋବର) ସକାଳେ ମୁମ୍ବାଇରେ ପହଞ୍ଚିଥିଲେ । ଆମେରିକା ଶୁଳ୍କ ନେଇ ଉତ୍ତେଜନା ବୃଦ୍ଧି କରିଥିବା ବେଳେ, ବ୍ରିଟେନ କିଛି ବଡ଼ ଖବର ଆଣିଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ଅନେକ ବାଣିଜ୍ୟ ଚୁକ୍ତି ଉପରେ … Read more

ପାକିସ୍ତାନକୁ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍ ବିଜୟୀ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କରୁ ଅଭିନନ୍ଦନ

By- SUBHASMITA ସେପ୍ଟେମ୍ବର 29 2025 ଦୁବାଇ: ଏସିଆ କପ୍ ୨୦୨୫ ଫାଇନାଲରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟ୍‌ରେ ପରାଜିତ କରି ୯ମ ଥର ପାଇଁ ଭାରତ ଏସିଆ କପ୍‌ ଜିତିଛି। ୧୪୭ ରନର ଲକ୍ଷ୍ୟକୁ ୨ଟି ବଲ ବାକି ଥିବାବେଳେ ଟିମ୍‌ ଇଣ୍ଡିଆ ହାସଲ କରିଥିଲା। ତିଳକ ବର୍ମା ୫୩ ବଲ୍‌ରୁ ୬୯* ରନ୍‌ର ଅବିଜିତ ଇନିଂସ ଖେଳି ଦଳକୁ ବିଜୟରେ ପହଞ୍ଚାଇଥିଲେ। ସଂକଟ ସମୟରେ ସଂଜୁ ସାମସନ ଓ ଶିବମ ଦୁବେଙ୍କ ସହିତ … Read more

ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :

By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍‌ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more

ପଥର ତଳୁ ଜୀବନର ହକ୍ ୧୨ ଦିନର ପିଲାକୁ ମାରିବା ପ୍ରୟାସ, ତଥାପି ବଞ୍ଚିଲା :

By -SUBHASMITA ସେପ୍ଟେମ୍ବର 24 2025 ମଣିଷ ସମାଜର ନିଷ୍ଠୁରତାକୁ ପ୍ରକାଶ କରୁଥିବା ଏକ ହୃଦୟକମ୍ପାଇବା ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ। ମାତ୍ର ୧୨ ଦିନର ନବଜାତ ଶିଶୁକୁ ଅମଣିଷମାନେ ନିର୍ମମ ଭାବରେ ପାଟିରେ ଫେବିକ୍ବିକ୍ ମାରି, ପଥର ତଳେ ପୋତିଦେଇଥିଲେ। କିନ୍ତୁ ଅଶ୍ଚର୍ଯ୍ୟକରଭାବରେ ସେ ପିଲା ଜୀବନରେ ଫେରିଲା। ଘଟଣାଟି ବିଜୌଲିୟା ଉପଖଣ୍ଡର ସୀତାକୁଣ୍ଡ ଜଙ୍ଗଲରେ ଘଟିଥିଲା। କିଛି ଲୋକ ପିଲାର ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଥିଲେ ଏବଂ ପଥର ତଳେ … Read more