ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବିଦା କରିବାକୁ ବ୍ୟାପକ ପୁଲିସ୍ ଅଭିଯାନ, ୩ ପ୍ଲାଟୁନ୍ ଫୋର୍ସ ମୁତୟନ
By -SUBHASMITA ସେପ୍ଟେମ୍ବର 8 2025 ଭୁବନେଶ୍ୱର: ବାଣୀବିହାରରେ ଅଣଛାତ୍ର ଉପସ୍ଥିତିକୁ ସମୂଳେ ଶେଷ କରିବା ପାଇଁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବିଶାଳ ପୁଲିସ୍ ଅଭିଯାନ ଆରମ୍ଭ ହୋଇଛି। ପୁଲିସ୍ ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଂଯୁକ୍ତ ଭାବରେ ଛାତ୍ରାବାସରେ ତଲାଶି ଚାଲିଛି। ସକାଳ ୧୦.୩୦ରୁ ୧, ୨, ୩ ଓ ୫ ନଂ ହଷ୍ଟେଲରେ ପୁଲିସ୍ ଚଢ଼ଉ କରି, ବିଭିନ୍ନ କୋଠାର ତାଲା ଭାଙ୍ଗି ତଲାଶି ନେଉଛନ୍ତି। ଏହି ସମଗ୍ର କାର୍ଯ୍ୟରେ ୩ ପ୍ଲାଟୁନ୍ ପୁଲିସ୍ … Read more