୭୯ତମ ସ୍ବାଧୀନତା ଦିବସ ପାଇଁ ଭୁବନେଶ୍ବରରେ ବିଶାଳ ପରେଡ୍‌ ରିହର୍ସଲ :

ପୁଲିସ ବ୍ୟାଣ୍ଡ ଓ ସ୍କୁଲ ବ୍ୟାଣ୍ଡଙ୍କ ଦର୍ଶନୀୟ ଭାଗୀଦାରିBy Subhasmita Aug 13 2025ଭୁବନେଶ୍ବର: ଆସନ୍ତା ୧୫ ଅଗଷ୍ଟରେ ଆୟୋଜିତ ହେବାକୁ ଯାଉଥିବା ୭୯ତମ ସ୍ବାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ବରର ଗାନ୍ଧୀମାର୍ଗରେ ବିଶାଳ ପରେଡ୍‌ର ରିହର୍ସଲ ଆଜି ସଫଳତାର ସହ ଆୟୋଜିତ ହୋଇଛି ।ପରେଡ୍‌ରେ ପୁଲିସ ବ୍ୟାଣ୍ଡ ସହ ବିଭିନ୍ନ ସ୍କୁଲ ବ୍ୟାଣ୍ଡ ମଧ୍ୟ ତାଙ୍କର କୌଶଳ ଓ ସମନ୍ୱୟ ଦର୍ଶାଇବାକୁ ପ୍ରସ୍ତୁତ ହୋଇଛି । ପରେଡ୍‌ର ନେତୃତ୍ୱ କଣ୍ଟିଜେଣ୍ଟ କମାଣ୍ଡର ଅନନ୍ୟାଙ୍କ ପାଖରେ ରହିଛି, … Read more

ଜାଣନ୍ତୁ କେମିତି କଟିବ ଆଜିର ଦିନ ||

ମେଷ: ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ। ମିଥୁନ: ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ। କର୍କଟ: ମାନସିକ ଶାନ୍ତି … Read more

ଦକ୍ଷିଣ ଓଡ଼ିଶାରେ ବର୍ଷିବ ||

୧୩ରେ ଲଘୁଚାପ, ତିନି ଦିନ ପ୍ରବଳ ବର୍ଷିବ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ଭ . ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା . ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ . ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ . ଆଜି ପାଇଁ ୨୭ ଜିଲ୍ଲାକୁ … Read more

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ ଉପରେ ଆମେରିକାର ମୋଟ୍‌ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଆମେରିକାର ୫୦% ଶୁଳ୍କ ବୋମା ମାଡ଼ ହେବା ପରେ ଚପିନି ଭାରତ। ଆମେ କାହା ଆଗରେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ସ୍ପଷ୍ଟ … Read more

ଅଭିନେତା ପାର୍ଥସାରଥୀ ରାୟ ଗିରଫ….

କଣ ପାଇଁ ଗିରଫ କରା ଗଲା ପାର୍ଥ ସାରଥୀ ଙ୍କୁ…ଓଡ଼ିଆ ସିନେ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ ! ଜମିନ ବିହୀନ ପରଓ୍ୱାନା ବଳରେ ତାଙ୍କୁ ଗିରଫ କରିଛନ୍ତି ବଡ଼ଗଡ଼ ଥାନା ପୋଲିସ ! କୋର୍ଟଙ୍କ ନିୟମ ଅବମାନନା କରିବାକୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହେଇଥିଲି !ନୂଆପଲ୍ଲୀ ନୂଆସାହିର ଜଣେ ବ୍ୟକ୍ତିଙ୍କ ବିରୋଧରେ 2023ରେ ବରଗଡ଼ ଥାନାରେ ଅଭିଯୋଗ ହୋଇଥିଲା ! ଅଭିଯୋଗ କରିଥିଲେ ଓଲିଉଡ୍ ର ଜଣେ … Read more

ଭୋଳାବାବା ଙ୍କ ପ୍ରେମରେ କାଉଡିଆ….

ଶ୍ରାବଣ ମାସକୁ ସାଧାରଣ ତ ଆମେ ଶିବଙ୍କ ମାସ ବୋଲି କହିଥାଉ ! ଏହି ମାସରେ ଶିବ ଓ କାଉଡିଆ ଙ୍କ ଭିତର ଥିବା ପ୍ରେମ କୁ ଆମେ ଦେଖିବାକୁ ପାଉ ! କାଇଁ କେତେ ଦୂରରୁ କାଉଡିଆ ଟେ ନିଜ କାନ୍ଦରେ ପାଣିକୁ ବୋହି ଆଣି ଶିବ ଙ୍କ ଉପର ଢାଳିଥାଏ ! ସତେ ଯେପରି ଭୋଳାବାବା ଭକ୍ତଙ୍କ ସେ ପାଣିକୁ ଗ୍ରହଣ କରିବାଲାଗି ଚାହିଁରହିଥାନ୍ତି !ଚାହୁଁ ଚାହୁଁ ଯେ ଶ୍ରାବଣ ମାସ ଆସିଗଲା ଶ୍ରାବଣ … Read more

ABVP COMPLETE 77 YEAR …

ABVP complete 77 year ||

1949 ମସିହାରେ ଦିଲ୍ଲୀଠାରେ ନୂଆ କରି ସ୍ଥାପିତ ହୁଏ ABVP ବା (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ )ଭାରତକୁ ବିଶ୍ଵଗୁରୁ କରିବାପାଇଁ ଫୁଣିଥରେ ଭାରତର ଗୌରବକୁ ଫେରାଇଆଣିବା ପାଇଁ ଦୀର୍ଘ 77ବର୍ଷ ହେବ ବିଦ୍ୟାର୍ଥ ପରିଷଦର ନିସ୍ଵାର୍ଥପର କାଯ୍ୟକର୍ତ୍ତା ମାନେ ନିଜ ବିଳାସ ଭରା ଜୀବନକୁ ତ୍ୟାଗ କରି ଏ ସ୍ୱାର୍ଥପର ସମାଜକୁ ନିସ୍ଵାର୍ଥପର କରି ରାଷ୍ଟ୍ରପ୍ରତି ନିଜକୁ ବଳିଦାନ କରିବାପାଇଁ ଅହରହ ଚେଷ୍ଟା ସାଧନା କରିଆସୁଛନ୍ତି ! ଆଜି ବି ମନେପଡନ୍ତି କେରଳ ପଶ୍ଚିମବଙ୍ଗର ସେଇ … Read more

୨୫ ଜୁନ ଏମର୍ଜେନ୍ସିର ପଛର କାହାଣୀ

ଆଜି ହେଉଛି ଜୁନ ୨୫ , ୨୦୨୫ ଏହି ଜୁନ ୨୫ ତାରିଖରେ ଯାହା ଦେଶର ରାଜନୀତିକୁ ବଦଲାଇଦେଇଛି ଆଜି ଠାରୁ ଠିକ ୫୦ ବର୍ଷ ର ତଳର କଥା ଏଇ ଜୁନ ୨୫ ରେ ଭାରତରେ ଲାଗିଥିଲା ଜରୁରୀ କାଳୀନ । ଏହି ଜୁରୁରୀ ପରିସ୍ଥିତିକୁ 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି … Read more

ଇରାନ ପରମାଣୁ ଅସ୍ତ୍ର ରଖିପାରିବନି

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି କରି କହିଛନ୍ତି ଯେ ଇରାନକୁ କେବେ ବି ପରମାଣୁ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ |  ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ୫୧ତମ ଜି-୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଏକାଠି ହୋଇଥିବା ‘ଗ୍ରୁପ୍ ଅଫ୍ ସେଭେନ୍’ (ଜି୭)ର ନେତାମାନେ ଏକ ମିଳିତ ବିବୃତି ଜାରି … Read more

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ

ଭିକାରି ଦେଶ ପାକିସ୍ତାନ ରେ ତେଲ ପାଇଁ ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ… ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, … Read more