ଏସିଆ କପ୍ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ବର୍ଷା, BCCI ପକ୍ଷରୁ ୨୧ କୋଟି ଘୋଷଣା :
By- SUBHASMITA ସେପ୍ଟେମ୍ବର 29 2025 ମୁମ୍ବାଇ: ପାକିସ୍ତାନକୁ ଫାଇନାଲରେ ହରାଇ ୯ମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଥିବା ଟିମ୍ ଇଣ୍ଡିଆଙ୍କୁ ପୁରସ୍କାର ବର୍ଷା କରିଛି BCCI । ବୋର୍ଡ ପକ୍ଷରୁ ସମଗ୍ର ସ୍କ୍ୱାଡ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି । ଦୁବାଇରେ ଆୟୋଜିତ ଫାଇନାଲରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ୧୪୬ ରନ୍ରେ ଅଲଆଉଟ୍ ହୋଇଥିଲା । ଭାରତୀୟ ବୋଲରମାନଙ୍କ ମଧ୍ୟରୁ … Read more