ପୋଲିସ ଏବେ ଆକ୍ସନ୍। ମୋଡ଼ରେ :

ଗୋ-ମାଫିଆ ଠିକଣାରେ ପୁଲିସର ରେଡ by-SUBHASMiTA DT-17.1.2026 ଧୀରେଧୀରେ ଖୋଲୁଛି ସରବର ଗୋ ମାଫିଆ ଘରେ ପୋଲିସ ଚଢ଼ାଉ, ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି କେନ୍ଦୁଝର ଓ ଭଦ୍ରକ ପୁଲିସ ହଁ ଆଂଜ୍ଞା ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି ଭଦ୍ରକରେ ଗୋ ଚୋରାଚାଲାଣ ଧନ୍ଦା ଉପରେ ପୋଲିସର ବଡ଼ ଆକ୍ସନ୍। ଦୀର୍ଘଦିନ ଧରି ଚାଲୁଥିବା ଗୋ ମାଫିଆ ନେଟୱର୍କକୁ ନେଇ … Read more

ନିର୍ଦୋଷ ହାତୀ, ଭୟଙ୍କର ଯନ୍ତ୍ରଣା::

By-SUBHASMiTA DT-17.1.2026 ଆଉ ଏକଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳ, ବାଳୁଅକଟା ଗାଁ ପଥରଗଡ଼ ସାହିରେ।ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବନ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ହାତୀ ଛୁଆକୁ ଜଗି ରହିଛନ୍ତି। ଡାକ୍ତରୀ ଟିମ୍ ଦ୍ୱାରା ଆହତ ହାତୀର ଚିକିତ୍ସା ଆରମ୍ଭ କରାଯାଇଛି। ପ୍ରଥମିକ ସୂଚନା ଅନୁସାରେ, ହାତୀଟି ବନ୍ୟଜନ୍ତୁ ଶିକାର ପାଇଁ … Read more

ଆଜି ମକର ସଂକ୍ରାନ୍ତି ଆସ୍ଥା ଓ ସଂସ୍କୃତିର ମହାନ ପର୍ବ:

By -SUBHASMITA Dt 14.1.2026 ଆଜି ମକର ସଂକ୍ରାନ୍ତି ଆସ୍ଥା, ପରମ୍ପରା ଓ ସଂସ୍କୃତିର ମହାନ ପର୍ବ ଆଜି ସାରା ଓଡ଼ିଶା ସହିତ ସମଗ୍ର ଦେଶରେ ଭକ୍ତିମୟ ପରିବେଶ ମଧ୍ୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଉଛି। ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବା ସହିତ ଏହି ପବିତ୍ର ପର୍ବର ଆରମ୍ଭ ହୋଇଥାଏ। ଏହି ଦିନକୁ ହିନ୍ଦୁ ଧର୍ମରେ ବିଶେଷ ଶୁଭ ଓ ପୁଣ୍ୟଦାୟକ ଦିନ ଭାବେ ମଧ୍ୟ ଗଣାଯାଏ। ଏହା ପର୍ବ ନୁହେଁ, … Read more

ଧାନ ମଣ୍ଡି ରେ ଚାଷୀ ରଖ୍ ମିଲର କୁ ଚାହିଁ ବସିଛି::

by-SUBHASMITA dt- 13 1 2026 ଚଳିତ ବର୍ଷ ଚାଷୀ ଖରିଫ ଧାନ ମଣ୍ଡି ରେ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ଆସିଛି। ହେଲେ ମିଲର୍ ଙ୍କ ଧର୍ମଘଟ ଯୋଗୁଁ ଚାଷୀ ର ଟୋକନ ଆଉ କିଛି ଦିନ ପରେ ରଦ ହୋଇଯିବ। ତେବେ ଚାଷୀ ର ଟୋକୋନ ବାତିଲ ହୋଇ ଗଲେ ମଣ୍ଡି ରେ ଧାନ ଦେବା ମୁସ୍କିଲ ହୋଈ ପଡ଼ିବ। ଟୋକୋନ ଆସିବା ପରେ ଚାଷୀ ମଣ୍ଡି ରେବସ୍ନା ବସ୍ତା ଧାନ … Read more

ବୋମା ଖାଇ ମାଆ ହେଲା ରକ୍ଷାକବଚ :

By-SUBHASMITA Dt 5.1.2026 କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇଲା ଗୋମାତା କିଛି ସମୟର ଅସାବଧାନତା ଓ କିଛି ଅମଣିଷର ଘୃଣ୍ୟ କାର୍ଯ୍ୟ… ଆଉ ସେଇ ମୁହୂର୍ତ୍ତରେ ଦେଖା ଦେଲା ମାଆ ହେବାର ଅସଲ ଅର୍ଥ | ସତରେ ମା ଶଦ୍ଧ ଟି ନିଆରା | ମା ବିନା ଜଗତ ହିଁ ଶୁନ୍ୟ |ଗୋଟେ ମା ପାଇଁ ତା ଛୁଆ ହିଁ ସବୁକିଛି |ସେ ପଶୁ ହଉକି ମାନବ ସମସ୍ତଙ୍କ ମନରେ ଥାଏ ଆଧର ସେହ୍ନ ଓ … Read more

ହିଡମାକୁ ଘେରିଲେ ଯବାନ! ଦକ୍ଷିଣ ବସ୍ତର ଜଙ୍ଗଲରେ ୧୨୫ ଗାଁ ଘେରାଉ::

By-SUBHASMITA 8 ନଭେମ୍ବର 2025ମାଲକାନଗିରି:ଛତିଶଗଡ଼ର ଦକ୍ଷିଣ ବସ୍ତର ଜଂଗଲରେ ଚାଲିଛି ମେଗା ଅପରେସନ। ମାଲକାନଗିରି ସୀମା ସହିତ ଥିବା ୧୨୫ଟି ଗାଁକୁ ଘେରି ରଖିଛନ୍ତି ଦୁଇ ହଜାର ସୁରକ୍ଷାବାହିନୀ ଯବାନ। ଏହି ଅପରେସନର ଲକ୍ଷ୍ୟ ହେଉଛି ଦୁର୍ଦ୍ଦାନ୍ତ ମାଓ ନେତା ହିଡମା, ଦେବା ଓ ଏରାକୁ ଧରିବା କିମ୍ବା ମାରିବା।ଡ୍ରୋନ୍ ଓ ହେଲିକପ୍ଟର ମାଧ୍ୟମରେ ନକ୍ସଲ ଲୁଚିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଦନ୍ତେୱାଡା, ବିଜାପୁର ଓ ସୁକମା ଜିଲ୍ଲାର ତିନି ଏସପି ନିଜେ ଏହି ଅଭିଯାନର ନେତୃତ୍ୱ … Read more

ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ପ୍ରଶାସନର କଡା ଅଭିଯାନ, ଦୋକାନ ସିଲ୍ :

By-SUBHASMITA ନଭେମ୍ବର 8 2025କଟକ : ଐତିହାସିକ ବାଲିଯାତ୍ରାରେ ଏବେ କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ଜୋରଦାର ଅଭିଯାନ ଚାଲାଇଛି । ବାସି ଖାଦ୍ୟ ରଖି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ଉପରେ ଅଭିଯାନ କରି ଗୋଟିଏ ଦୋକାନକୁ ସିଲ୍ କରିଦେଇଛି ପ୍ରଶାସନ । ସେହି ଦୋକାନରେ ଦୁଇ ଦିନ ପୁରୁଣା ଆମିଷ ଖାଦ୍ୟ ମିଳିଥିଲା, ଯାହାକୁ ପୁଣି ସିଝାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଥିଲା ।ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସେହି ବାସି ଖାଦ୍ୟକୁ ନଷ୍ଟ କରିଦେଇଥିଲେ … Read more

ବାପାଙ୍କ ଆଲିଙ୍ଗନରେ ଭାବବିହ୍ବଳ ଜେମିମା! ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଶୋଧମୂଳକ ବିଜୟ ପରେ ଭାଇରାଲ ହେଲା ଭିଡିଓ :

BY-SUBHASMITA oct 31 2025 ନୂଆଦିଲ୍ଲୀ :ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇ ଆଇସିସି ମହିଳା ବିଶ୍ୱକପ୍‌ର ଫାଇନାଲ୍‌କୁ ପହଞ୍ଚିଛି। ଏହି ପ୍ରତିଶୋଧମୂଳକ ବିଜୟରେ ମୁଖ୍ୟ ନାୟିକା ହେଲେ ଜେମିମା ରଡ୍ରିଗ୍ସ, ଯିଏ ତାଙ୍କ ପ୍ରଥମ ବିଶ୍ୱକପ୍ ଶତକ (୧୨୭) ସହିତ ଭାରତକୁ ଫାଇନାଲ୍‌ ଯାତ୍ରାରେ ନେଇଗଲେ। ତଥାପି ମ୍ୟାଚ୍ ପରେ ଯେଉଁ ଦୃଶ୍ୟ ସବୁଠୁ ଅଧିକ ହୃଦୟସ୍ପର୍ଶୀ ଥିଲା, ସେହି ହେଲା ଜେମିମାଙ୍କ ଭାବବିହ୍ବଳ ମୁହୂର୍ତ୍ତ। ବିଜୟ ପରେ ସେ ସିଧା ନିଜ … Read more

ଓଡ଼ିଆଣୀ ବେଶରେ ଦିବ୍ୟ ରୂପେ ଦର୍ଶନ ଦେଉଛନ୍ତି ଶ୍ରୀରାଧାରାଣୀ:

By -SUBHASMITA 31 oct 2025 ଭୁବନେଶ୍ୱର : ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଆଜି ହେଉଛି ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପବିତ୍ର ପାଦପଦ୍ମ ଦର୍ଶନ । ଏହି ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କ ମନକୁ ମୋହିତ କରୁଛନ୍ତି । ପ୍ରାତଃକାଳରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଭିଡ଼ କରୁଛନ୍ତି । ‘ଧାତ୍ରୀ ନବମୀ’ ବୋଲି ଜଣାଶୁଣା ଏହି ପବିତ୍ର ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନରେ ଅନେକ ଭକ୍ତ ମନୋକାମନା … Read more

‘ମୋନ୍ଥା’ ବାତ୍ୟା ନେଇ ଉଚ୍ଚ ସତର୍କତା: ଆନ୍ଧ୍ର ଉପକୂଳ ଛୁଇଁବ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା :

By- SUBHASMITA oct 25 2025 ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଠିତ ହେଉଥିବା ‘ମୋନ୍ଥା’ ବାତ୍ୟା ଏବେ ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଭୀଷଣ ବାତ୍ୟା ୨୮ ତାରିଖ ସନ୍ଧ୍ୟା ବା ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପାଟନାମ ଓ ମଛଲିପଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ଯାଏ ଥିବା … Read more