ଗାନ୍ଧୀମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ କଠୋର ସନ୍ଦେଶ :
ମହିଳାଙ୍କୁ ହିଂସା କରୁଥିବାଙ୍କୁ ଛଡ଼ା ନାହିଁ, ସଙ୍ଗାତିକ ଅପରାଧରେ କଠୋର କାର୍ଯ୍ୟାନୁଷ୍ଠାନ” By – subhasmita Aug 15 2025ଭୁବନେଶ୍ୱର, ଅଗଷ୍ଟ 15 — ୭୯ତମ ସ୍ବାଧୀନତା ଦିବସରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରୁ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁଭେଚ୍ଛା ଜଣାଇଲେ! ସେ କହିଥିଲେ, ମହିଳା ସୁରକ୍ଷା ପାଇଁ ରାଜ୍ୟ ସରକାରର “ଶୂନ୍ୟ ସହନଶୀଳତା” ନୀତି ରହିଛି ଏବଂ ମହିଳାଙ୍କ ବିରୋଧରେ ହିଂସା କରୁଥିବା କାହାକୁ ବି ଛାଡ଼ାଯିବେ ନାହିଁ … Read more