Change in Security for Chief Minister Rekha Gupta Delhi Police Not CRPF to Take Charge

ଦିଲ୍ଲୀ ରାଜନୀତିରେ ଏବେ ମୁଖ୍ୟ ଆଲୋଚନାର କେନ୍ଦ୍ରବିଷୟ ହେବାକୁ ପହଞ୍ଚିଛି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା। ଗତ ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ହୋଇଥିବା ଆକ୍ରମଣ ପରେ ସେଙ୍କୁ ଜେଡ୍ ବର୍ଗର ସୁରକ୍ଷା ମିଳିଥିଲା, ଯାହା ସିଆରପିଏଫ କମାଣ୍ଡୋଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ସେହି ବ୍ୟବସ୍ଥାକୁ ପ୍ରତ୍ୟାହାର କରି, ପୁଣିଥରେ ଦିଲ୍ଲୀ ପୁଲିସଙ୍କୁ ସୁରକ୍ଷାର ଦାୟିତ୍ୱ ଦେଇଛନ୍ତି। ଘଟଣାସ୍ଥଳରେ ସକାରିଆ ରାଜେଶଭାଇ ଖିମ୍‌ଜିଭାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ। ପୁଲିସ … Read more

ଆସିଲେ ମାରିଲେ :

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣBy – SUBHASMITA Aug 20 2025ନୂଆଦିଲ୍ଲୀ : 20 ଅଗଷ୍ଟ 2025 (ସକାଳ 9:36 ISTଦିଲ୍ଲୀରୁ ସକାଳୁ ସକାଳୁ ବଡ଼ ଖବର ଆସିଛି । ରାଜଧାନୀରେ ସାପ୍ତାହିକ ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜଣେ ୩୫ ବର୍ଷୀୟ ଯୁବକ ଆକ୍ରମଣ କରିଛନ୍ତି ।ସୂଚନା ଅନୁସାରେ, ସକାଳୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିଲେ । ଏହି ସମୟରେ ଜଣେ ୩୫ ବର୍ଷୀୟ ଯୁବକ କିଛି କାଗଜ ପତ୍ର ନେଇ … Read more

କିଏ ହେବେ ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ?

ଆଜି ହୋଇପାରେ ଘୋଷଣା, ଗାନ୍ଧୀଙ୍କ ଅଣନାତିଙ୍କ ନାଁ ସହିତ କିଛି ଚେହେରା ଉପରେ ଚର୍ଚ୍ଚାBy -SUBHASMITA Aug – 19 2025 ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ– ଏହାକୁ ନେଇ ରାଜନୈତିକ ପଟଭୂମିରେ ଚର୍ଚ୍ଚା ତୀବ୍ର ହୋଇଛି। ଏନଡିଏ ଇତିମଧ୍ୟେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଦେଇଛି। କିନ୍ତୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏଯାଏଁ ନାଁ ଘୋଷଣା ହୋଇନଥିବାରୁ ସମସ୍ତଙ୍କ ନଜର ବିରୋଧୀ ଶିବିର ଉପରେ।ଆଜି କଂଗ୍ରେସ ଅଧ୍ୟକ୍ଷ … Read more

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

By Social Talk TeamPublished 15.08.2025 ସାରା ଦେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ l ଅପରାଧି,ଗୁଣ୍ଡା ଓ ମାଫିଆଙ୍କ ବିରୋଧରେ କୌଣସି ସାଲିସ୍ କରିବାର ନାହିଁ ତଥା ସେମାନଙ୍କୁ ମାଟିରେ ମିଶେଇ ଦେବାର ଲକ୍ଷ୍ୟ ନେଇ ଶାସନ କରୁଥିବା ଯୋଗୀଙ୍କୁ ବିରୋଧୀ ସମାଜବାଦୀ ପାର୍ଟିର ବିଧାୟିକା ଖୁବ୍ ପ୍ରଶଂସା କରିଛନ୍ତି l ତେବେ ଏହି ପ୍ରଶଂସା ତାଙ୍କୁ ଖୁବ ମହଙ୍ଗା ପଡ଼ିଛି l ଘଟଣା କ୍ରମକୁ ଲକ୍ଷ୍ୟ … Read more

ପରମାଣୁ ଧମକକୁ ଭାରତର ସତ୍ ଜବାବ :

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସନ୍ଦେଶ!By -subhasmita Aug 15 2025 ନୂଆଦିଲ୍ଲୀ, 15 ଅଗଷ୍ଟ 2025 – ୭୯ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଜାତିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଧମକ ବିରୋଧରେ ସପ୍ଷ୍ଟ ଓ ଦୃଢ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଆଉ କୌଣସି ପରମାଣୁ ଧମକକୁ ସହିବ ନାହିଁ, ଶତ୍ରୁଙ୍କୁ ଯଥାଯଥ ଜବାବ ମିଳିବ।”‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ … Read more

ଦୀପାବଳିରେ ଜନସାଧାରଣ ପାଇଁ ବଡ଼ ଉପହାର :

ଜିଏସଟି ହାର ହ୍ରାସ କରିବେ ପ୍ରଧାନମନ୍ତ୍ରୀBy – subhasmita Aug 15 2025 ନୂଆଦିଲ୍ଲୀ – ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦିଆଯିବ—ଜିଏସଟି ହାରକୁ ବ୍ୟାପକ ଭାବରେ ହ୍ରାସ କରାଯିବ।ମୋଦୀ କହିଛନ୍ତି, “ଗତ ୮ ବର୍ଷରେ ଜିଏସଟି ବ୍ୟବସ୍ଥାରେ ବିଶାଳ ସଂସ୍କାର କରିଛୁ ଏବଂ ଟିକସ ବୋଝ … Read more

ଲାଲକିଲ୍ଲାରୁ ‘ମିସନ ସୁଦର୍ଶନ ଚକ୍ର’ ଲଞ୍ଚ;

୨୦୩୫ ପୂର୍ବରୁ ଦେଶରେ କଡ଼ା ସୁରକ୍ଷା କବଚ By – subhasmita Aug 15 2025 ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ‘ମିସନ ସୁଦର୍ଶନ ଚକ୍ର’ ଘୋଷଣା କରିଛନ୍ତି । ସୁରକ୍ଷାକୁ ପ୍ରଥମ ସ୍ଥାନରେ ରଖି, ୨୦୩୫ ପୂର୍ବରୁ ଦେଶର ସମସ୍ତ ହସ୍ପିଟାଲ, ରେଲୱେ ଷ୍ଟେସନ୍, ସାମରିକ ଅଞ୍ଚଳ ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତର ଟେକ୍ନୋଲୋଜି ଏମିତି … Read more

ପରମାଣୁ ଧମକକୁ ଭାରତର ସତ୍ ଜବାବ :

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ସନ୍ଦେଶ!By -SUBHASMITA Aug 15 2025 ନୂଆଦିଲ୍ଲୀ, 15 ଅଗଷ୍ଟ 2025 – ୭୯ତମ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଜାତିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମାଣୁ ଧମକ ବିରୋଧରେ ସପ୍ଷ୍ଟ ଓ ଦୃଢ ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଆଉ କୌଣସି ପରମାଣୁ ଧମକକୁ ସହିବ ନାହିଁ, ଶତ୍ରୁଙ୍କୁ ଯଥାଯଥ ଜବାବ ମିଳିବ।”‘ଅପରେସନ ସିନ୍ଦୂର’ରେ ସେନାର ପରାକ୍ରମପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’ରେ ସାମିଲ ସାହସୀ … Read more

ଗାନ୍ଧୀମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ କଠୋର ସନ୍ଦେଶ :

ମହିଳାଙ୍କୁ ହିଂସା କରୁଥିବାଙ୍କୁ ଛଡ଼ା ନାହିଁ, ସଙ୍ଗାତିକ ଅପରାଧରେ କଠୋର କାର୍ଯ୍ୟାନୁଷ୍ଠାନ” By – subhasmita Aug 15 2025ଭୁବନେଶ୍ୱର, ଅଗଷ୍ଟ 15 — ୭୯ତମ ସ୍ବାଧୀନତା ଦିବସରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରୁ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁଭେଚ୍ଛା ଜଣାଇଲେ! ସେ କହିଥିଲେ, ମହିଳା ସୁରକ୍ଷା ପାଇଁ ରାଜ୍ୟ ସରକାରର “ଶୂନ୍ୟ ସହନଶୀଳତା” ନୀତି ରହିଛି ଏବଂ ମହିଳାଙ୍କ ବିରୋଧରେ ହିଂସା କରୁଥିବା କାହାକୁ ବି ଛାଡ଼ାଯିବେ ନାହିଁ … Read more

ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:

ନାରୀ ସୁରକ୍ଷା କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ନିର୍ଦ୍ଦେଶBy -subhasmita Aug 13 2025ଭୁବନେଶ୍ୱର: ରାଜ୍ୟର ଆଇନ ଏବଂ ଶୃଙ୍ଖଳା ପରିସ୍ଥିତି ବିଷୟରେ ଗଭୀର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବୈଠକ ଆୟୋଜନ କରିଛନ୍ତି। ସେଠାରେ ସେ ନାରୀ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ପ୍ରତି ଜୋର ଦେଇ, ପୁଲିସ ବିଭାଗକୁ ସବୁ ସମୟରେ ଆକ୍ସନ ମୋଡ୍‌ରେ ରହିବାକୁ ଓ ଦୃଢ଼ ତଦାରଖ କରିବାକୁ ନିର୍ଦ୍ଦେଶ … Read more