ହୁଅନ୍ତୁ ସାବଧାନ :

ଅନ୍‌ଲାଇନ୍‌ ଜିନିଷ ଅର୍ଡର କରି ଠକାମୀର ଶିକାର ହେଲେ ପ୍ରଧାନଶିକ୍ଷୟିତ୍ରୀନବରଙ୍ଗପୁର: ଅନ୍‌ଲାଇନ୍‌ରେ ଜିନିଷ ଅର୍ଡର କରି ଜଣେ ଶିକ୍ଷୟିତ୍ରୀ ଠକାମୀର ଶିକାର ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ଶଙ୍ଖ ଗଣେଶ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ କପଡ଼ା ଭର୍ତ୍ତି ଏକ ପ୍ୟାକେଟ୍‌ ପହଞ୍ଚିଛି ଥିବା ସେ ଅଭିଯୋଗ କରିଛନ୍ତି। ନବରଂଗପୁର ଜିଲ୍ଲା ସଦରମହକୁମାର ଗୌଡ଼ସାହିରେ ରହୁଥିବା ପ୍ରଧାନଶିକ୍ଷୟତ୍ରୀ ପଙ୍କଜିନୀ ଦୋରା ଏହି ଠକାମୀର ଶିକାର ହୋଇଛନ୍ତି।ଶିକ୍ଷୟିତ୍ରୀ ପଙ୍କଜିନୀ ଦୋରା ଅନ୍‌ଲାଇନ୍‌ ସାଇଟରେ ଏକ ଶଙ୍ଖ ଗଣେଶ ଅର୍ଡର … Read more