ସୋସିଆଲ୍ ମିଡିଆରେ “ଭାଇରାଲ୍” ହେବାର ଆସକ୍ତି:

ଜୀବନକୁ ବିପଦରେ ପକାଉଛି ଯୁବପିଢ଼ି By -SUBHASMITA Aug 26 2025 ଭୁବନେଶ୍ୱର, 26 ଅଗଷ୍ଟ 2025: ସୋସିଆଲ୍ ମିଡିଆରେ ପ୍ରସିଦ୍ଧି ପାଇବା ପାଇଁ ଯୁବମାନେ ଯେତେଷ୍ଟ ଜୁଆଁ ଖେଳୁଛନ୍ତି, ସେଥିରେ କେବେକେବେ ଅମୂଲ୍ୟ ଜୀବନ ହାରାଇଯାଉଛି। ନିକଟରେ ଦୁଇଟି ଦୁର୍ଭାଗ୍ୟଜନକ ଘଟଣା ଏହାର ସ୍ପଷ୍ଟ ଉଦାହରଣ ହୋଇଛି। ଡୁଡୁମା ଜଳପ୍ରପାତରେ ୨୨ ବର୍ଷୀୟାଙ୍କ ନିଖୋଜ କୋରାପୁଟର ଡୁଡୁମା ଜଳପ୍ରପାତରେ ବ୍ରହ୍ମପୁରର ସାଗର ଟୁଡୁ (୨୨) ନିଜର YouTube ଚ୍ୟାନେଲ ପାଇଁ ଭିଡିଓ ଧାରଣ କରୁଥିବାବେଳେ ପାଣିରେ … Read more

ଚାପ ବଢିଲେ ମଧ୍ୟ ଶକ୍ତି ବଢାଇବୁ :

ଟ୍ରମ୍ପ ତାରିଫ ବିଷୟରେ ମୋଦୀଙ୍କ ସ୍ପଷ୍ଟ ବୟାନ” By – SUBHASMITA Aug 26 2025 ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ଆୟୋଜିତ ଏକ ବିଶାଳ ସଭାରେ ୫୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ସଭାରେ ସେ ଯୁକ୍ତରାଷ୍ଟ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତାରିଫ (ଶୁଳ୍କ) ନୀତିକୁ ଉଲ୍ଲେଖ କରି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଥିଲେ – “ବିଶ୍ୱରେ ଆଜି ଆର୍ଥିକ … Read more

ମଦପାନ : ସମାଜରେ ବିପଜ୍ଜନକ ସମସ୍ୟା

By-SUBHASMITA Aug 21 2025ମଦପାନ ଏକ ସାଧାରଣ ଅଭ୍ୟାସରୁ ଆରମ୍ଭ ହୋଇ ଦିନକୁ ଦିନ ସମାଜରେ ଭୟଙ୍କର ରୂପ ନେଇଛି। ପ୍ରାଚୀନ କାଳରୁ ମଦକୁ ମାନବଜୀବନରେ ବିଭିନ୍ନ ଉତ୍ସବ, ପୂଜା-ପର୍ବରେ ବ୍ୟବହାର କରାଯାଇଥିଲେ ମଧ୍ୟ, ବର୍ତ୍ତମାନ ସେଥିରୁ ବିକୃତି, ଅପରାଧ ଓ ପରିବାରୀକ ଭଙ୍ଗୁରତାର ମୁଖ୍ୟ କାରଣ ହୋଇପଡ଼ିଛି।ମଦପାନ କେବଳ ବ୍ୟକ୍ତିକୁ ନୁହେଁ, ସମଗ୍ର ପରିବାରକୁ ଦୁଃଖ, ଅସୁବିଧା ଓ ଅସନ୍ତୋଷରେ ଲିପ୍ତ କରେ। ଘରେ ହିଂସା, ଝଗଡ଼ା, ସନ୍ତାନଙ୍କର ଶିକ୍ଷାରେ ବାଧା, ପତ୍ନୀଙ୍କର ମନୋବଳର ହ୍ରାସ—ସବୁ … Read more

FASTag Annual Pass:

ପ୍ରଥମ ଦିନରେ ୧.୪ ଲକ୍ଷ ୟୁଜର୍ସର ଜବରଦସ୍ତ ସଫଳତା BY_ SUBHASMITA AUG 13 2025 ଭୁବନେଶ୍ବର, ୧୬ ଅଗଷ୍ଟ ୨୦୨୫: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି, ଯାହା ଦେଶବ୍ୟାପୀ ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧,୧୫୦ ଟୋଲ୍ ପ୍ଲାଜାରେ ବ୍ୟବହୃତ ହେବ।ପ୍ରଥମ ଦିନରେ ୟୁଜର୍ସଙ୍କ ମଧ୍ୟରୁ ଏହି Annual Pass ପାଇଁ ଜବରଦସ୍ତ ରିସ୍ପନ୍ସ ମିଳିଛି। … Read more

ପେନ୍ଡ୍ରାଇଭ୍‌ରେ ଆପଣଙ୍କ ଡାଟା କିପରି ସଂରକ୍ଷିତ ହୁଏ?

By – subhasmita Aug- 11 2025 ନୂଆଦିଲ୍ଲୀ: ଆଜିକାଲି ଡାଟା ଷ୍ଟୋରେଜ୍ ଓ ଟ୍ରାନ୍ସଫର ପାଇଁ ପେନ୍ଡ୍ରାଇଭ୍‌ ବ୍ୟବହାର ଖୁବ୍ ଲୋକପ୍ରିୟ। ଅନଲାଇନ୍ କ୍ଲାଉଡ୍ ସେବା ବଢ଼ିଥିବା ସତ୍ତ୍ୱେ, ପେନ୍ଡ୍ରାଇଭ୍‌ ଆଜିଓ ଅନେକ କାମରେ ଉପଯୋଗ ହେଉଛି।ପ୍ରାଚୀନ କାଳରେ ଫାଇଲ୍ ସଂରକ୍ଷଣ ପାଇଁ ଫ୍ଲପି ଡିସ୍କ ବ୍ୟବହାର ହୁଏଥିଲା, ଯାହାର ସ୍ଥାନ ପରେ CD ଓ DVD ଆସିଥିଲେ। ବର୍ତ୍ତମାନ ପେନ୍ଡ୍ରାଇଭ୍ ଓ ମେମୋରୀ କାର୍ଡ ୨ ଟେରାବାଇଟ୍ ପର୍ଯ୍ୟନ୍ତ ଡାଟା ସଂରକ୍ଷଣ କରିପାରେ।ପେନ୍ଡ୍ରାଇଭ୍‌ରେ ଥିବା … Read more

ବୁଣାକାରଙ୍କୁ ମିଳୁନି ପ୍ରୋତ୍ସାହନ :

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ତେବେ ଯଦି ଦେଖିବା ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର … Read more

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ :

ନବରଙ୍ଗପୁର: ସରୁନି ଦୁଃଖ । ପୁଣି ଖଟିଆରେ ବୁହା ହେଲେ ରୋଗୀ । ଖଟିଆରେ ବୁହାହୋଇ ଗଲେ ମୃତ ହୋଇକି ଫେରିଲେ । ମରଶରୀରକୁ ମଧ୍ୟ ଖଟିଆରେ ବୋହିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ମୃତ ହୋଇକି ଫେରିଲା ପରେ ମଧ୍ୟ ଶବକୁ ଦୁଇ କିଲୋମିଟର ବୁହାହୋଇଛି । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜବାଗୁଡା ଗାଁରୁ ।ମୈଦଲପୁର ପଞ୍ଚାୟତ ଜବାଗୁଡା ଗାଁର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କୁ … Read more

ପୁଣିଥରେ ଅଭିନୟ ଜଗତକୁ ଫେରୁଛନ୍ତି ସ୍ମୃତି ଇରାନୀ :

ପୁଣି ଥରେ ଖବରରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କିନ୍ତୁ ଏଥର ଚର୍ଚ୍ଚାର କାରଣ ରାଜନୀତି କିମ୍ବା ରାହୁଲ ଗାନ୍ଧୀଙ୍କ ଉପରେ କୌଣସି କଡ଼ା ମନ୍ତବ୍ୟ ପାଇଁ ନୁହେଁ, ବରଂ ରାଜନୀତି ଛାଡିବା ନେଇ ହେଉଥିବା କଳ୍ପନା ଜଳ୍ପନା । ଶୁଣିବାକୁ ମିଳୁଛି ଦୀର୍ଘ ସମୟ ଧରି ଟେଲିଭିଜନ ଶୋ’ରୁ ଦୂରେଇ ରହିବା ପରେ ପୁଣି ଥରେ ସେ ଟିଭି ପରଦାକୁ ଫେରୁଛନ୍ତି । କେବଳ ଯେ ଜଣେ ସଫଳ ରାଜନେତ୍ରୀ ତା ନୁହେଁ … Read more

ଆଉ ନାହାନ୍ତି ଦୁଇ ଟଙ୍କିଆ ଡାକ୍ତର :

୨ ଟଙ୍କିଆ ଡାକ୍ତର ନାମରେ ବେଶ୍ ପରିଚିତ ଚିକିତ୍ସକ କେରଳର ଏ.କେ ରାୟରୁ ଗୋପାଳଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର । ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବାର ସୂଚନା ମିଳୁଛି । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ପରିବାର କହିଲେ ତାଙ୍କର ଧର୍ମପତ୍ନୀ , ଗୋଟିଏ ପୁଅ … Read more

କାହିଁକି ମାରୁତି କୁ ପସନ୍ଦ କରୁଛନ୍ତି ଲୋକ :

ଗତବର୍ଷ ତୁଳନାରେ ଏବର୍ଷ ମାରୁତି ଇକୋ ଅଧିକ ବିକ୍ରି ହୋଇଛି ମାରୁତି ସୁଜୁକି :ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଜୁଲାଇ ୨୦୨୫ ପାଇଁ ଏହାର ବିକ୍ରୟ ଫଳାଫଳ ପ୍ରକାଶ କରିଛି। ପ୍ରତି ମାସ ପରି, ଏଥର ମଧ୍ୟ ମାରୁତି ଇକୋ ବିପୁଳ ପରିମାଣରେ ବିକ୍ରି ହୋଇଛି। ଏଥର କମ୍ପାନୀର ଘରୋଇ ଏବଂ ରପ୍ତାନି ବିକ୍ରୟ ଭଲ ହୋଇଛି। ଏଥର କମ୍ପାନୀର ସବୁଠାରୁ ଶସ୍ତା ୫/୭ ସିଟର୍ କାର ଇକୋ ବିକ୍ରୟରେ ଏକ ବଡ଼ ବୃଦ୍ଧି … Read more