ଧୀରେ ଧୀରେ ସୁସ୍ଥତାର ପଥେ ଅଭିଜିତ୍ ମଜୁମଦାର, ଭେଣ୍ଟିଲେଟର୍ରୁ ବାହାରି ICU ବେଡ୍ରେ ଚିକିତ୍ସା ଜାରି :
By -SUBHASMITA ସେପ୍ଟେମ୍ବର 19 2025 ଭୁବନେଶ୍ୱର : ସଙ୍ଗୀତଜଗତର ‘ମେଲୋଡି କିଙ୍ଗ୍’ ଅଭିଜିତ୍ ମଜୁମଦାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଖୁସିର ଖବର ଆସିଛି। କିଛିଦିନ ଧରି ଭେଣ୍ଟିଲେଟର୍ରେ ରହିଥିବା ଅଭିଜିତ୍ଙ୍କୁ ଏବେ ଭେଣ୍ଟିଲେଟର୍ରୁ ବାହାର କରାଯାଇଛି। ଏମ୍ସ ଭୁବନେଶ୍ୱରର ICU ବେଡ୍ରେ ତାଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରୀ ସୂଚନା ଅନୁସାରେ, ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବତନ ସଙ୍କଟାପନ୍ନ ପରିସ୍ଥିତିରୁ ବର୍ତ୍ତମାନ ଧୀରେ ଧୀରେ ସୁଧାର ଆସୁଛି। ସୋଡିୟମ୍ ଲେଭେଲ କମିଯାଇଥିବାରୁ ପ୍ରଥମେ ସେ କଟକର ଏକ ବେସରକାରୀ … Read more