ସ୍ୱାମୀ ବିବେକାନନ୍ଦ ଇତିହାସ ନୁହେଁ, ଆଜିର ଆବଶ୍ୟକତା :

by- SUBHASMITA Dt- 12.1.2026 ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହେଁ ସେ ଗୋଟିଏ ବିଚାର ଗୋଟିଏ ଚେତନା ଗୋଟିଏ ଯୁଗ କହିଲେ ମଧ୍ୟ ଭୁଲ ହେବନି |ଯେତେବେଳେ ଭାରତକୁ ଦୁର୍ବଳ କୁହାଯାଉଥିଲା ଏବ ଯେତେବେଳେ ଦେଶ ଭୟ, ଦାସ୍ୟତା ଓ ନିରାଶାରେ ଡୁବିଥିଲା,ସେଇ ସମୟରେ ଗେରୁଆ ବସ୍ତ୍ର ପିନ୍ଧି ଗୋଟିଏ ସନ୍ୟାସୀ ସାରା ବିଶ୍ୱ ସାମ୍ନାରେ ଦଣ୍ଡାୟମାନ ହୋଇ କହିଥିଲେ|ଭାରତ ଦୁର୍ବଳ ନୁହେଁ ଭାରତ କେବଳ ତାର ଶକ୍ତିକୁ ଭୁଲିଯାଇଛି।ଉଠ, ଜାଗ ଏହା କେବଳ … Read more

ବାଲିଯାତ୍ରାରେ ବାସି ଖାଦ୍ୟ ଉପରେ ପ୍ରଶାସନର କଡା ଅଭିଯାନ, ଦୋକାନ ସିଲ୍ :

By-SUBHASMITA ନଭେମ୍ବର 8 2025କଟକ : ଐତିହାସିକ ବାଲିଯାତ୍ରାରେ ଏବେ କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ଜୋରଦାର ଅଭିଯାନ ଚାଲାଇଛି । ବାସି ଖାଦ୍ୟ ରଖି ବ୍ୟବସାୟ କରୁଥିବା ଦୋକାନଗୁଡ଼ିକ ଉପରେ ଅଭିଯାନ କରି ଗୋଟିଏ ଦୋକାନକୁ ସିଲ୍ କରିଦେଇଛି ପ୍ରଶାସନ । ସେହି ଦୋକାନରେ ଦୁଇ ଦିନ ପୁରୁଣା ଆମିଷ ଖାଦ୍ୟ ମିଳିଥିଲା, ଯାହାକୁ ପୁଣି ସିଝାଇ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଥିଲା ।ସିଏମସି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ସେହି ବାସି ଖାଦ୍ୟକୁ ନଷ୍ଟ କରିଦେଇଥିଲେ … Read more

ନଭେମ୍ବର 2025 ରେ ବଜାର ଘାଣ୍ଟୁଛି OnePlus, Realme, iQOO ଭଳି ବଡ଼ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ ଆସୁଛି :

By -SUBHASMITA 31 oct 2025 ଭୁବନେଶ୍ୱର : ନଭେମ୍ବର ମାସ ଟେକ୍‌ ଲଭରମାନଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି। OnePlus, Realme, iQOO, OPPO, Motorola ଓ Lava ଭଳି ଶୀର୍ଷ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ଏହି ମାସରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛନ୍ତି। କିଛି flagship ଫୋନ ଥିଲେ, କିଛି budget segment ମଧ୍ୟରେ ଭଲ features ସହିତ ଆସୁଛି। ନଭେମ୍ବରରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ ତାଲିକା ନିମ୍ନପରି — … Read more

ଓଡ଼ିଆଣୀ ବେଶରେ ଦିବ୍ୟ ରୂପେ ଦର୍ଶନ ଦେଉଛନ୍ତି ଶ୍ରୀରାଧାରାଣୀ:

By -SUBHASMITA 31 oct 2025 ଭୁବନେଶ୍ୱର : ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଆଜି ହେଉଛି ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପବିତ୍ର ପାଦପଦ୍ମ ଦର୍ଶନ । ଏହି ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କ ମନକୁ ମୋହିତ କରୁଛନ୍ତି । ପ୍ରାତଃକାଳରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଭିଡ଼ କରୁଛନ୍ତି । ‘ଧାତ୍ରୀ ନବମୀ’ ବୋଲି ଜଣାଶୁଣା ଏହି ପବିତ୍ର ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନରେ ଅନେକ ଭକ୍ତ ମନୋକାମନା … Read more

ବିଶ୍ୱକପ ହିରୋ ରୁ ଚାମ୍ପିୟନ୍ କୋଚ୍: ଗୌତମ ଗମ୍ଭୀରଙ୍କ ୪୪ତମ ଜନ୍ମଦିନରେ ଭାରତୀୟ କ୍ରିକେଟରେ ଏକ ନୂତନ ଅଧ୍ୟାୟ

By -SUBHASMITA Oct 14 2025 ଭାରତୀୟ କ୍ରିକେଟ ଜଗତର ଜଣେ ସଫଳ ଯୋଦ୍ଧା, ଗୌତମ ଗମ୍ଭୀର ଆଜି ତାଙ୍କ ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ଖେଳାଳି ଠାରୁ କୋଚ୍ ହେବା ପର୍ଯ୍ୟନ୍ତ, ଗମ୍ଭୀରଙ୍କ ଯାତ୍ରା ସଫଳତାର ଅନନ୍ୟ ଉଦାହରଣ ହୋଇଥାଏ। ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପରେ ତାଙ୍କ ଅଭିନୟ ଭାରତକୁ ବିଜୟୀ କରିଥିଲା। ୨୦୨୫ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ କପ୍‌ରେ କୋଚ୍ ଭାବେ ମଧ୍ୟ ସେ ଭାରତକୁ ଗୋଲ୍ଡେନ୍ ସଫଳତା … Read more

ସୁନାଋଣ ବଜାର ଚୁଡ଼ାନ୍ତରେ: ୨୦୨୬ ମାର୍ଚ୍ଚରେ ୧୫ ଲକ୍ଷ କୋଟି ଛୁଇଁବ ବୋଲି ICRA ର ଆକଳନ

By- SUBHASMITA oct 11 2025 ସୁନାଦର ନିରନ୍ତର ବୃଦ୍ଧି ଯୋଗୁ ଦେଶର ସୁନାଋଣ ବଜାର ତୀବ୍ର ଗତିରେ ଆଗେଇଯାଉଛି । ରେଟିଂ ଏଜେନ୍ସି ICRA ର ନୂଆ ରିପୋର୍ଟ ଅନୁସାରେ, ୨୦୨୬ ମାର୍ଚ୍ଚ ସୁଦ୍ଧା ସୁନାଋଣ ବଜାର ୧୫ ଲକ୍ଷ କୋଟି ଛୁଇଁବ, ଯେଉଁଥିରେ ବ୍ୟାଙ୍କମାନଙ୍କ ଅଂଶୀଦାରି ୮୦% ଠାରୁ ଅଧିକ ହେବା ଆଶା କରାଯାଇଛି । ICRA ର ସମୀକ୍ଷା ଅନୁଯାୟୀ, ସୁନାଋଣ ଦିଗରେ ବ୍ୟାଙ୍କମାନେ NBFC ତୁଳନାରେ ଅଧିକ ଗତିରେ ଅଗ୍ରଗତି କରୁଛନ୍ତି, … Read more

ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ହେଉଛି ପାଳିତ

By – SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ … Read more

ପୂଜା ଆରମ୍ଭରୁ ଜାମ୍‌ରେ ଅଟକିଲା ଭୁବନେଶ୍ୱର, ସନ୍ଧ୍ୟାହେଲେ ରାଜଧାନୀର ପ୍ରମୁଖ ରାସ୍ତା ହେଉଛି ‘ଜାମ୍‌ସ୍ପଟ୍’

By -SUBHASMITA ସେପ୍ଟେମ୍ବର 29 2025 ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍‌ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍‌ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି । ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍‌ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ … Read more

ରାଜ୍ୟରେ ପୁଣି ଖୋଲିବ ୭୦ଟି ବନ୍ଦ ମଦ ଦୋକାନ, ୪ଟି ନୂଆ ଠିପି ଓ ୩ଟି କାରଖାନା ପ୍ରସ୍ତାବରେ :

By -SUBHASMITA ସେପ୍ଟେମ୍ବର 20 2025 ଭୁବନେଶ୍ୱର: ଓଡ଼ିଶାରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକୁ ପୁଣି ଖୋଲିବାକୁ ସରକାର ସିଦ୍ଧାନ୍ତ ନେଇଛି । ବିଭାଗ ତରଫରୁ ୭୦ଟି ବନ୍ଦ ଦୋକାନ ପୁନରୁଦ୍ଧାର ପାଇଁ ଅନୁମତି ମିଳିଛି । ସେଥିପାଇଁ ୪ଟି ନୂଆ ଠିପି ଖୋଲା ଦୋକାନ ଏବଂ ୩ଟି ନୂଆ ମଦ କାରଖାନା ପାଇଁ ପ୍ରସ୍ତାବ ରହିଛି । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏହା ସୂଚନା ଦେଇଛନ୍ତି … Read more

ଧଳା କାଶରେ ଶୋଭିଛି ଶରତ, ଆସୁଛନ୍ତି ଦୁର୍ଗା ମା’

By -SUBHASMITA ସେପ୍ଟେମ୍ବର 20 2025 ଭୁବନେଶ୍ୱର : ଶରତ ଋତୁରେ ପ୍ରକୃତି ନୂତନ ରୂପେ ସଜିଉଠିଛି । ଚାରିଆଡେ କାଶତଣ୍ଡୀର ଧଳା ପସରା ପୃଥିବୀକୁ ଚାନ୍ଦିରେ ଆଛାଦିତ କରିଦେଇଛି । ଧୋବ ପରି ଫରଫରାଇଥିବା କାଶରେ ସୂର୍ଯ୍ୟର କିରଣ ପଡି, ପ୍ରକୃତିର ମନୋହର ଶୋଭାକୁ ଆହୁରି ଅଳଙ୍କୃତ କରୁଛି । ମେଘୁଆ ଆକାଶରେ ଭସା ବାଦଲ ଓ ପୃଥିବୀର କାଶତଣ୍ଡୀ—ଦୁଇଁଟି ମିଶି ଯେପରି ମା’ଙ୍କ ଆଗମନର ସଙ୍କେତ ଦେଉଛି । ଦୁର୍ଗା ପୂଜାର ଆଗମନରେ ପ୍ରକୃତିର … Read more