ଚିଙ୍ଗୁଡ଼ି ମାରିବା ପାଇଁ ନଦୀରେ ବିଷ !

କେନ୍ଦ୍ରାପଡ଼ା ଆଳି : ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି ନଦୀରେ ମରି ଭାସୁଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରେ ୭୩ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ରବିବାର ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁ ପରେ ତିନିଜଣ ଚାଷୀ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ନଦୀରେ ଚିଙ୍ଗୁଡ଼ି ମାରିବା ପାଇଁ ବିଷ ପକାଯାଇଥିବା ବେଳେ ସେହି ବିଷପାଣି ପିଇ ମଇଁଷିଗୁଡ଼ିକର ମୃତ୍ୟୁ ଘଟିଥିବା ଅଭିଯୋଗ … Read more

ଦୁର୍ଘଟଣାରୁ ବଞ୍ଚିଗଲେ ୭୦ ଯାତ୍ରୀ :

By SUBHASMITA Aug 19 2025ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକରେ ମଙ୍ଗଳବାର ସକାଳେ ବିପଜ୍ଜନକ ଦୁର୍ଘଟଣା ଘଟିଥିଲା । ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ୨ଟି ବସର ମଧ୍ୟରୁ ଗୋଟିଏ ବସର ବ୍ରେକ ସ୍ପ୍ରିଙ୍ଗ ଭାଙ୍ଗିଯାଇଥିବାରୁ ଏହି ଘଟଣା ଘଟିଥିଲା ।ଭାଗ୍ୟକ୍ରମେ, ୭୦ରୁ ଅଧିକ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟ … Read more

ଅଦିନିଆ ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

By Social Talk TeamPublished 18.08.2025 ପୁରୀ ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିପୀଠ l ଏଠାରେ ପାଳନ ହେଉଥିବା ରୀତିନୀତି ଅନୁଯାୟୀ ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମୁଖ୍ୟତଃ ନିୟମ ଅନୁସାରେ ହିଁ ପୂଜାବିଧି ସମ୍ପାଦନ କରିଥାନ୍ତି l କିନ୍ତୁ କିଛି ବର୍ଷ ହେବ ଇସ୍କନ ଦ୍ଵାରା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ ଦେଖିବାକୁ ମିଳିଛି, ଯାହାକି ପ୍ରତିଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଆଙ୍କ ଭାବାବେଗକୁ କୁଠାରଘାତ କରିଛି l ତେଣୁ … Read more

କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ସି.ପି. ରାଧାକ୍ରିଷ୍ଣନ?

By Social Talk TeamPublished 18.08.2025 ମହାରାଷ୍ଟ୍ରର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରିଛି ବିଜେପି l ସମସ୍ତ ଏନଡିଏର ସହଯୋଗୀ ଦଳ ମାନଙ୍କ ପୂର୍ଣ୍ଣ ସମର୍ଥନ ତାଙ୍କ ପଛରେ ରହିଥିବା ବିଷୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ତାମିଲନାଡୁରେ ଜନ୍ମିତ ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସହ ଜଡିତ ହୋଇ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି … Read more

FASTag Annual Pass:

ପ୍ରଥମ ଦିନରେ ୧.୪ ଲକ୍ଷ ୟୁଜର୍ସର ଜବରଦସ୍ତ ସଫଳତା BY_ SUBHASMITA AUG 13 2025 ଭୁବନେଶ୍ବର, ୧୬ ଅଗଷ୍ଟ ୨୦୨୫: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି, ଯାହା ଦେଶବ୍ୟାପୀ ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧,୧୫୦ ଟୋଲ୍ ପ୍ଲାଜାରେ ବ୍ୟବହୃତ ହେବ।ପ୍ରଥମ ଦିନରେ ୟୁଜର୍ସଙ୍କ ମଧ୍ୟରୁ ଏହି Annual Pass ପାଇଁ ଜବରଦସ୍ତ ରିସ୍ପନ୍ସ ମିଳିଛି। … Read more

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ :

ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି। ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ।ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ … Read more

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

By Social Talk TeamPublished 15.08.2025 ସାରା ଦେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ l ଅପରାଧି,ଗୁଣ୍ଡା ଓ ମାଫିଆଙ୍କ ବିରୋଧରେ କୌଣସି ସାଲିସ୍ କରିବାର ନାହିଁ ତଥା ସେମାନଙ୍କୁ ମାଟିରେ ମିଶେଇ ଦେବାର ଲକ୍ଷ୍ୟ ନେଇ ଶାସନ କରୁଥିବା ଯୋଗୀଙ୍କୁ ବିରୋଧୀ ସମାଜବାଦୀ ପାର୍ଟିର ବିଧାୟିକା ଖୁବ୍ ପ୍ରଶଂସା କରିଛନ୍ତି l ତେବେ ଏହି ପ୍ରଶଂସା ତାଙ୍କୁ ଖୁବ ମହଙ୍ଗା ପଡ଼ିଛି l ଘଟଣା କ୍ରମକୁ ଲକ୍ଷ୍ୟ … Read more

LICକୁ ନେଇ ବଡ଼ ଖବର:

୩% ଅଂଶଧନ ବିକ୍ରି କରିବ କେନ୍ଦ୍ର ସରକାରBy -subhasmita Das Aug -15 2025ଭୁବନେଶ୍ୱର: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍‌ (LIC)‌ରୁ କେନ୍ଦ୍ର ସରକାର ନିଜର ୩% ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ । ସୂତ୍ର ଅନୁସାରେ, ଏହି ବିକ୍ରି ପ୍ରକ୍ରିୟାରେ ମୋତିଲାଲ ଓସୱାଲ ଓ IDBI କ୍ୟାପିଟାଲ ବ୍ୟାଙ୍କର୍‌ ଭାବେ ଭୂମିକା ନେବେ ।ବର୍ତ୍ତମାନ LICରେ କେନ୍ଦ୍ର ସରକାରଙ୍କ ୯୬.୫% ଅଂଶଧନ ରହିଛି। ପ୍ରଥମ ପର୍ଯ୍ୟାୟରେ ୨.୫% ରୁ ୩% ସେୟାର … Read more

ଦୀପାବଳିରେ ଜନସାଧାରଣ ପାଇଁ ବଡ଼ ଉପହାର :

ଜିଏସଟି ହାର ହ୍ରାସ କରିବେ ପ୍ରଧାନମନ୍ତ୍ରୀBy – subhasmita Aug 15 2025 ନୂଆଦିଲ୍ଲୀ – ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଦୀପାବଳିରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦିଆଯିବ—ଜିଏସଟି ହାରକୁ ବ୍ୟାପକ ଭାବରେ ହ୍ରାସ କରାଯିବ।ମୋଦୀ କହିଛନ୍ତି, “ଗତ ୮ ବର୍ଷରେ ଜିଏସଟି ବ୍ୟବସ୍ଥାରେ ବିଶାଳ ସଂସ୍କାର କରିଛୁ ଏବଂ ଟିକସ ବୋଝ … Read more

ପଶ୍ଚିମବଙ୍ଗରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା:

୧୦ ମୃତ, ୩୦ରୁ ଅଧିକ ଗୁରୁତରBy – subhasmita Aug 15 2025 ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି, ୧୦ ଜଣଙ୍କ ଜୀବନ ନଷ୍ଟ ହୋଇଛି ଓ ୩୦ରୁ ଅଧିକ ଯାତ୍ରୀ ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଘଟଣାଟି ଜାତୀୟ ରାଜପଥରେ ଘଟିଥିଲା। ଏକ ଘରୋଇ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଯାଉଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ … Read more