No One Will Remain Landless in the State Schools to Also Get Land Patta
ରାଜ୍ୟରେ ଆଉ କେହି ଭୂମିହୀନ ରହିବେ ନାହିଁ। ରାଜ୍ୟରେ ଥିବା ପ୍ରତ୍ୟେକ ଭୂମିହୀନଙ୍କୁ ଖୋଜି ତହସିଲଦାରମାନେ ପଟ୍ଟା ଯୋଗାଇବେ ବୋଲି ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି। ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହିଦ ମିନାର ଠାରେ ସହିଦ ଦିବସ ପାଳନ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆସନ୍ତାବର୍ଷ ଅଗଷ୍ଟ ପୂର୍ବରୁ ସମସ୍ତ ଜମିହୀନଙ୍କୁ ପଟ୍ଟା ଦେଇଦିଆଯିବ। ଗରିବ ଭୂମିହୀନ ମାନେ ନୁହେଁ, ସମସ୍ତ ସ୍କୁଲକୁ ମଧ୍ୟ ଜମି ପଟ୍ଟା ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନଶିକ୍ଷକଙ୍କୁ ସିଧାସଳଖ ପଟ୍ଟା … Read more