“ଭୁବନେଶ୍ୱରରେ ଅନୁସୂଚିତ ଜାତି-ଜନଜାତି କମିଟିର

ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା” By- SUBHASMITA 29 Aug 2025 ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ (୨୯ ଓ ୩୦ ଅଗଷ୍ଟ) ଧରି ଚାଲିଥିବା ଏହି ସମ୍ମିଳନୀର ଆୟୋଜନ ଲୋକସେବା ଭବନ କନଭେନସନ ସେଣ୍ଟରରେ କରାଯାଇଛି। ୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ … Read more

ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ନ୍ୟୁରୋମଡ୍ୟୁଲେସନ୍ କେନ୍ଦ୍ର, ମାନସିକ ଚିକିତ୍ସାରେ ନୂଆ ଦିଗ”

By -SUBHASMITA Aug 29 2025 ଭୁବନେଶ୍ୱର: ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱରରେ ପ୍ରଥମେ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ, ନନ୍-ଇନ୍ଭେସିଭ୍ ବ୍ରେନ୍ ସ୍ଟିମୁଲେସନ୍ ଥେରାପୀ ଉପଲବ୍ଧ ହେବାରୁ ଔଷଧ ପ୍ରତିରୋଧୀ ଓ ଜଟିଳ ମାନସିକ ରୋଗରେ ପୀଡ଼ିତ ରୋଗୀମାନଙ୍କ ପାଇଁ ଏକ ନୂଆ ଆଶା ସୃଷ୍ଟି ହୋଇଛି। କେନ୍ଦ୍ରଟିରେ ରିପିଟିଟିଭ୍ ଟ୍ରାନ୍ସକ୍ରାନିଏଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍ (rTMS), ଅଲ୍ଟ୍ରା-ବ୍ରିଫ୍ ପଲ୍ସ ECT ଏବଂ … Read more

ଭୁବନେଶ୍ବର ଓ ମୁମ୍ବାଇ ସବୁଠୁ ସୁରକ୍ଷିତ ସହର;

କୋଲକାତା-ଦିଲ୍ଲୀ ସବୁଠୁ ଅସୁରକ୍ଷିତ By- SUBHASMITA Aug 29 2025 ନୂଆଦିଲ୍ଲୀ: ନାରୀ ସୁରକ୍ଷା ବିଷୟରେ ଜାତୀୟ ରିପୋର୍ଟ ‘ନାରୀ–୨୦୨୫’ ଅନୁଯାୟୀ ଭୁବନେଶ୍ବର ଓ ମୁମ୍ବାଇ ମହିଳାଙ୍କ ପାଇଁ ସବୁଠୁ ସୁରକ୍ଷିତ ସହର ଭାବରେ ପରିଚିତ ହୋଇଛି। ସେହିପରି କୋହିମା, ବିଶାଖାପାଟଣା, ଆଇଜଲ, ଗ୍ୟାଙ୍ଗଟକ ଓ ଇଟାନଗର ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ସ୍ଥାନ ପାଇଛି। ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ୪୦ ପ୍ରତିଶତ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ୩୧ଟି ସହରର ୧୨,୭୭୦ ମହିଳାଙ୍କ … Read more

କଟକ ଷ୍ଟେସନରେ ଭୁଶୁଡ଼ିଲା ପୁରୁଣା ପ୍ଲାଟଫର୍ମ ଛାତ :

[11:03 AM, 8/28/2025] Liza: By -SUBHASMITA Aug 28 2025 ପ୍ରାୟ ୫ଶହ ମିଟର ଭାଙ୍ଗିଗଲା, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ, ୧ଜଣ ଆହତ କଟକ, ଆଗଷ୍ଟ 27 (ବୁଧବାର): କଟକ ରେଳବନ୍ଦରରେ ଗୁରୁତର ଅଭାବୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଦିନ ପୁରୁଣା ପ୍ଲାଟଫର୍ମର ଛାତ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ପ୍ରାୟ ୫ଶହ ମିଟର ଅଞ୍ଚଳର ଛାତ୍‌ ଭାଙ୍ଗିପଡ଼ିବାରୁ ସେଥିରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଳାଇବାକୁ ଲାଗିଥିଲେ। ସୂଚନା ଅନୁଯାୟୀ, ଘଟଣାସମୟରେ ପ୍ଲାଟଫର୍ମ ଉପରେ … Read more

ଅକଳରେ ପିନାକୀ ମିଶ୍ର !

ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ପୁଣି ଅଡ଼ୁଆରେ ପିନାକୀ ମିଶ୍ର । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ । ଗୃହ ମନ୍ତ୍ରଣାଳୟ ଓ EDରେ ଦୁଇଟି ମାମଲା ଦାୟର। ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ଆସିଛି ଏକ ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ଖବର ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସଂସଦରେ ଦେଶ … Read more

ଲଘୁଚାପ ପ୍ରଭାବରେ ୩୦ ଯାଏଁ ଅବିରତ ବର୍ଷା :

ମାଲକାନଗିରିରେ ଅରେଞ୍ଜ ୱାର୍ଣ୍ଣିଂ By- SUBHASMITA Aug 27 2025 ଭୁବନେଶ୍ୱର, 27 ଅଗଷ୍ଟ 2025: ରାଜ୍ୟରେ ବର୍ଷା ଲାଗିଥିବା ଅବସ୍ଥାରେ ବଙ୍ଗୋପସାଗରରେ ଆଜି ସକାଳେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗ କହିଛି, ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ସରିବା ସହ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ। ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ 30–40 କି.ମି. ବେଗରେ ପବନ ବହିବା ଆଶଙ୍କା ରହିଛି। ଏହିକାରଣରୁ ମାଲକାନଗିରି … Read more

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ :

ରତ୍ନଭଣ୍ଡାର ଗଣତି ପାଇଁ ପଥ ସ୍ପଷ୍ଟ By- SUBHASMITA 27 Aug 2025 ପୁରୀ, 26 ଅଗଷ୍ଟ 2025: ବହୁ ଅପେକ୍ଷା ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୋଟ ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଓ … Read more

ଚିଲିକାରେ ଆସୁଛି ସି’ପ୍ଲେନ୍‌ :

ହେଲିଟ୍ୟାକ୍ସିରେ ବୁଲିବେ ପର୍ଯ୍ୟଟକ By – SUBHASMITA | Aug 25, 2025 | Bhubaneswar ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ସରକାର ନୂତନ ପ୍ରସ୍ତାବ ନେଇଆସିଛି । ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ସି’ପ୍ଲେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଚିଲିକା ଓ ହୀରାକୁଦ‌ରେ ସି’ପ୍ଲେନ୍‌ ଚାଲୁ କରିବା ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେଥିପାଇଁ ପର୍ଯ୍ୟଟକଙ୍କୁ ସହଜ ଓ ଶସ୍ତା ଯାତ୍ରା ସୁବିଧା ଦେବାକୁ ହେଲିଟ୍ୟାକ୍ସି ଯୋଜନା ମଧ୍ୟ … Read more

ସୁଧୁରୁନି ରାସ୍ତା ସମସ୍ୟା :

୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ By -SUBHASMITA Aug 26 2025 କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ପାଇଁ ସିଧ ମୁଣ୍ଡାଙ୍କୁ ମେଡିକାଲ … Read more

Dasharathpur: Flood in Kani River, 100-Foot Crater Forms Near Ahiyas Dargah

ଯାଜପୁର: ଦଶରଥପୁର ବ୍ଲକର ବୈତରଣୀ ନଦୀର ଶାଖା କାଣୀରେ ଷଷ୍ଠ ବନ୍ୟା ଆସିବା ପରେ, କସପା ପଞ୍ଚାୟତସ୍ଥ ଅହିୟାସ ଦରଘା (ପିର ମନ୍ଦିର) ନିକଟରେ ଶହେ ଫୁଟର ଏକ ଘାଇ ସୃଷ୍ଟି ହୋଇଛି ବନ୍ୟା ଜଳ ଗାଁକୁ ପ୍ରବେଶ କରିବା ସହିତ, ଅହିୟାସ ବଜାର ବୁଡ଼ି ଏବଂ ମଲିକାପୁର, କସପା ପଂଚାୟତର ୬ଟି ଗାଁ ମଧ୍ୟ ଜଳବନ୍ଦୀ ହୋଇଛି । ବୈତରଣୀ ନଦୀର ପାଣି ସ୍ତର ୯.୫୨ ମିଟର ଥିବା ସଂକେତ ରେ, ବର୍ତମାନ ୧୨.୧୦ ମିଟରକୁ … Read more