ବରମୁଣ୍ଡା ବସ୍ ଟର୍ମିନାଲରେ ୧୨୦ ଦୋକାନ ଆବଣ୍ଟନ :
ଲଟେରି ମାଧ୍ୟମରେ ହେବ ବଣ୍ଟନ By -SUBHASMITA ସେପ୍ଟେମ୍ବର 2 2025 ଭୁବନେଶ୍ୱରର ବରମୁଣ୍ଡା ବସ୍ ଟର୍ମିନାଲରେ ଦୋକାନ ଆବଣ୍ଟନ ନେଇ ଚାଲୁଥିବା ଅସ୍ପଷ୍ଟତାର ଶେଷ ହୋଇଛି । ପୁରୁଣା ବସ୍ଷ୍ଟାଣ୍ଡରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ଲଟେରି ମାଧ୍ୟମରେ ନୂଆ ଦୋକାନ ଦିଆଯିବା ପ୍ରକ୍ରିୟାକୁ ନେଇ BDA ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଲଟେରି କରି ୧୨୦ଟି ଦୋକାନ ଆବଣ୍ଟନ ହେବ । ପ୍ରଥମେ ପୁରୁଣା ବସ୍ଷ୍ଟାଣ୍ଡର ବ୍ୟବସାୟୀମାନଙ୍କୁ ପ୍ରାଥମ୍ୟ ଦିଆଯିବା … Read more