କିଏ ଚୋରି କରି ନେଇଗଲା ଶ୍ରୀଜିଉଙ୍କ ମୋଦକ ?

ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା କିଏ ଚୋରି କରି ନେଇଗଲେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦଶମୂଳ ମୋଦକ । ମହାପ୍ରଭୁ ଙ୍କୁ ଲାଗି କରାଯାଇଛି ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଛି ବୋଲି ଅଭିଯୋଗ କରାଯାଇଛି। ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି … Read more

୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ । ନା ଆମ୍ବୁଲାନ୍ସରେ ଅକ୍ସିଜେନ ଅଛି ନା ଏସି ଚାଲୁଛି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ … Read more

ଏଥର ଆଉ ବାଧା ସାଜିବନୀ ପ୍ରେମ ; ସେଠିପାଇଁ ସୁରକ୍ଷା ଦେବେ ସରକାର

ଏଥର ବାଧା ସାଜିବନୀ ପ୍ରେମ । ଏବେ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ପାଇଁ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ଲାଗି ଦୁଇ ଦୁଇ ଥର ବୈଠକ ବସିଲାଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ରାଜ୍ୟରେ ଯେତେ ପର୍ଯ୍ୟଟନ ସ୍ଥଳୀ ଅଛି, ଯେଉଁଠି ସବୁ … Read more

ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି

ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟା ନଗରକୁ କନିଆ ଆଣିବାକୁ ବାହାରିଛନ୍ତି। ସ୍ବପ୍ନର ଥିଲା ବର ବେଶରେ ସଜେଇ ହୋଇ ନିଜ ମନର ମଣିଷକୁ ଘରଣୀ କରି ଆଣିବି ହେଲେ ପାଣିର ଫୋଟକା ପରି ସବୁ ମିଳାଇଗଲା। ଉଚ୍ଛୁଳା … Read more

ଓଡ଼ିଶା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ ମୋଦି

ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କପାଇଁ ଅଧିକ ଜରୁରୀ … Read more

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିବେ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ … Read more

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠାରୁ ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ରେଳ ନେଟୱାର୍କ ପହଞ୍ଚିଛି । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ … Read more

୬୦ ଦିନ ମଧ୍ୟରେ ବିମାନବନ୍ଦରର ଆଖ ପାଖ ଘର ଭାଙ୍ଗିବେ ମାଲିକ |

ଏଥର କମିବ ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା । ନୋଟିସ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବା ପରେ ୬୦ ଦିନ ମଧ୍ୟରେ ମାଲିକମାନଙ୍କୁ ଘରର ଉଚ୍ଚତା କମ କରିବାକୁ ହେବ । ଏଥି ସହ ଯେଉଁ … Read more

ପ୍ରଧାନମନ୍ତ୍ରୀ ମୋଦି କରିବେ ରୋଡ୍ ଶୋ

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ରୋଡ୍ ଶୋ’ରେ ଯାଇ ସେଠାରେ ଜନତା ମଇଦାନରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ରାତିରେ … Read more

ଝାଡ଼ାବାନ୍ତି ନେଇ ଲୋକସେବା ଭବନରେ ବସିଛି କେନ୍ଦ୍ରୀୟ ଟିମର ବଡ଼ ବୈଠକ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ … Read more