୧୦୮ ଆମ୍ବୁଲାନ୍ସ ଏବେ ନିଜେ ଡାକ୍ତରଖାନା ଯିବା ଅବସ୍ଥାରେ

୧୦୮ ଆମ୍ବୁଲାନ୍ସରେ ନା ଅଛି ଅକ୍ସିଜେନ ନା ଚାଲୁଛି ଏସି । ଏମିତି ଠେଲାପେଲାରେ ଚାଲିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ୧୦୮ ଆମ୍ବୁଲାନ୍ସ ସେବା । ସ୍ବାସ୍ଥ୍ୟ ପରି ଜରୁରୀକାଳୀନ ସେବାରେ ବି ଅବହେଳା । ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଇବା ପାଇଁ…

ଏଥର ଆଉ ବାଧା ସାଜିବନୀ ପ୍ରେମ ; ସେଠିପାଇଁ ସୁରକ୍ଷା ଦେବେ ସରକାର

ଏଥର ବାଧା ସାଜିବନୀ ପ୍ରେମ । ଏବେ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ପାଇଁ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା…

ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି

ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ…

ଓଡ଼ିଶା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ ମୋଦି

ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି…

ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ

ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିବେ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ…

ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜିଠାରୁ ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ…

୬୦ ଦିନ ମଧ୍ୟରେ ବିମାନବନ୍ଦରର ଆଖ ପାଖ ଘର ଭାଙ୍ଗିବେ ମାଲିକ |

ଏଥର କମିବ ବିମାନ ବନ୍ଦର ନିକଟରେ ରହିଥିବା ଘର ଓ ଗଛର ଉଚ୍ଚତା । ନୋଟିସ ପାଇବାର ୬୦ ଦିନରେ ଘର ଭାଙ୍ଗିବେ ମାଲିକ । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି…

ପ୍ରଧାନମନ୍ତ୍ରୀ ମୋଦି କରିବେ ରୋଡ୍ ଶୋ

ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା ୨୦ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ ସ୍ତରରେ…

ଝାଡ଼ାବାନ୍ତି ନେଇ ଲୋକସେବା ଭବନରେ ବସିଛି କେନ୍ଦ୍ରୀୟ ଟିମର ବଡ଼ ବୈଠକ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ…

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା

ଗୋପାଳପୁରକୁ ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି…

You cannot copy content of this page