ହୀରାକୁଦରେ ଖୋଲିଲା ୧୨ଟି ଗେଟ୍, ସମ୍ବଲପୁରରେ ଜଳମଗ୍ନ ଅଞ୍ଚଳ :
By – SUBHASMITA ସେପ୍ଟେମ୍ବର 24 2025 ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପୁଣିଥରେ ଗେଟ୍ ଖୋଲାଯାଇଛି। ବୁଧବାର ସକାଳେ ଅଧିକ ୪ଟି ଗେଟ୍ ଖୋଲାଯିବା ସହ, ବର୍ତ୍ତମାନ ୧୨ଟି ଗେଟ୍ ଦ୍ୱାରା ଜଳ ନିଷ୍କାସନ ହେଉଛି। ଏଥିରୁ ବାମ ପଟରେ ୮ଟି ଓ ଡାହାଣ ପଟରେ ୪ଟି ଗେଟ୍ ଖୋଲାଯାଇଛି। ଗତ କିଛି ଦିନ ଧରି ଉପରମୁଣ୍ଡ ଅଞ୍ଚଳରେ ଭାରି ବର୍ଷା ହେବାରୁ ହୀରାକୁଦରେ ଜଳ ପ୍ରବାହ ବହୁତ ବଢ଼ିଛି। ଏହି ପରିସ୍ଥିତିରେ ବନ୍ଧର … Read more