Driver mahasangha Ra Congress prema ,ଡ୍ରାଇଭର ମହାସଂଘର କଂଗ୍ରେସ ପ୍ରୀତି ରହୁଛି କି !!

ଆଜି ରାହୁଲଙ୍କ ଓଡିଶା ଗ୍ରସ୍ତ ନେଇ ଡ୍ରାଇଭର ସଂଘର ସଭାପତି video ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ଓଡିଶାର କୋଣ ଅନୁକୋଣରୁ ରାହୁଲଙ୍କ ସଭା ସମିତି କୁ ଆସୁଥିବା ସମସ୍ତ କଂଗ୍ରେସ ପ୍ରେମୀ ଗାଡିକୁ ବାଟରେ କେହି ନ ଅଟକାଇ ସେମାନଙ୍କ ଗାଡିକୁ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଏବଂ ଆଗରୁ ନିଦ୍ଧାରିତ ଥିବା ସମସ୍ତ ଗାଡିକୁ ମଧ୍ୟ କେହି ଅଟକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସ ର ପିପିସି ସଭାପତି ଓ କଂଗ୍ରେସ ବିଧାୟକ ଙ୍କ ସହ … Read more

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||

ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ…ପୁଅକୁ ଖୋଜୁଛି ମାଆ… ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରୁ । ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । କ୍ରିକେଟ ଖେଳୁଥିବା ବେଳେ ପେଟକୁ ବାଜିଥିଲା ବଲ୍ । ଗୁରୁତର … Read more

BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ ।

BMC କର୍ମଚାରୀଙ୍କ ପାଇଁ ବଢ଼ିଲା ସୁରକ୍ଷାର ଦାଇତ୍ୱ | ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ସୁଲୋଚନା ଦାସ, BMC ମେୟର କହିଥିଲେ ଯେ BMC ଅଫିସରେ ବହୁତ ଦିନ ଆଗରୁ CCTV କାମ କରୁନି । ସୁରକ୍ଷା ବ୍ୟବସ୍ଥାରେ ଥିବା ସୁରକ୍ଷାକର୍ମୀମାନେ ମାଡ଼ ସମୟରେ କିଛି କଲେନି। ତାଙ୍କ ବଦଳରେ ଆମେ BMC ଅଫିସରେ ଗନମ୍ୟାନ ରଖିବୁ | ସେଥିପାଇଁ ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ ।  … Read more

ପୁରୀ କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ମୁଖ୍ୟମନ୍ତ୍ରୀ କହିଲେ ପୁରୀ ସହର ହେବ ମହାନଗର ନିଗମ । ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି। ବାହୁଡ଼ା ଯାତ୍ରା ପାଇଁ ମହାପ୍ରଭୁ ଆଜ୍ଞା ଦେଇସାରିଛନ୍ତି। ଏହି ଯାତ୍ରାକୁ ସୂଚାରୁ ରୂପେ ଏବଂ ସୁରକ୍ଷିତ ଢଙ୍ଗରେ ସଂପୂର୍ଣ୍ଣ କରିବା ପାଇଁ ଠାକୁରଙ୍କ ନିର୍ଦ୍ଦେଶରେ ସମସ୍ତେ ନିଜ ନିଜ ସେବା ପ୍ରଦାନ କରୁଛନ୍ତି। ଏବେ ପୁରୀ ଜଗନ୍ନାଥ ଧାମ … Read more

ଦାବି ପୁରଣ ହୋଇଥିବାରୁ OAS ସଂଘ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ

ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ଗତକାଲି ରାତିରୁ ହିଁ ସଂଘ କାର୍ଯ୍ୟରେ ଯୋଗ ଦେଇଥିବା ଘୋଷଣା କରିଛି ଓଏଏସ୍ ସଂଘ। ଆଜିଠୁ ପୂର୍ବ ଭଳି ରାଜ୍ୟର ସମସ୍ତ ସଂଘର କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଓଏଏସ୍ ସଂଘର ସଭାପତି ଜ୍ୟୋତିରଂଜନ ମିଶ୍ର କହିଛନ୍ତି ।ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଆନ୍ଦୋଳନରୁ ହଟିଲାଛନ୍ତି ଓଏଏସ୍ ସଂଘ । କାର୍ଯ୍ୟାନୁଷ୍ଠାନ … Read more

ଏବେ ଝାଡ଼ପଡା ଜେଲ ରେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନରଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ଏବେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ଗତକାଲି ରାତିରେ ସେ ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ, ଯାହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଏହାପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। । ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନୂତନ ସଂହିତା ଅଧୀନରେ ୧୧ଟି ଧାରା ଯଥା … Read more

ବିଜେପି କରୁଛି ପ୍ରତିଶ୍ରୁତି ପାଳନ ; ୪ ମାସରେ ମିଳିବ ଚିଟଫଣ୍ଡ୍ ଟଙ୍କା

ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ … Read more

ବାହୁଡ଼ା ଯାତ୍ରା ପାଈଁ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଆୟୋଜନ ହୋଇଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି । ବାହୁଡ଼ା ଯାତ୍ରା ସୁପରିଚାଳନା ପାଇଁ ସମସ୍ତ ପ୍ରକାର ଦିଗକୁ ଲକ୍ଷ ରଖା ଯାଇଛି। ସବୁ ଦିଗକୁ ତର୍ଜମା କରାଯାଇଛି। ପୁଲିସ ବ୍ୟବସ୍ଥାଠୁ ନେଇ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ତା ସହିତ ପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ ଅଛି। ତେଣୁ ବାହୁଡ଼ା ଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟକ୍ରମ … Read more

ସୁରକ୍ଷା କବଚ ହେନ୍ତାଳ ବନ

ଓଡିଶାର ଉପକୂଳ ଅଞ୍ଚଳ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମନା ପ୍ରତିବର୍ଷ କରିଥାଏ l ଏହା ଆପଣମାନେ ପ୍ରାୟତଃ ସମସ୍ତେ ଜାଣିଥିବେ l ସ୍ରାମୁଦିକ ଝଡ ବନ୍ୟା ଏବଂ ମୃତ୍ତିକା ଅବକ୍ଷୟରେ ନିୟମିତ ଅଭିଜ୍ଞତା ଏହି ବିପଦଠାରୁ ରକ୍ଷାପାଇଁ ଯେଉଁ ପ୍ରାକୃତିକ ଧନ ନିରବ ଭାବେ କାମ କରୁଛି ତାହା ହେଉଛି ହେନ୍ତାଳ ବନ l ଉପକୂଳ ଅଂଚଳ ପାଇଁ ହେନ୍ତାଳ ବନ ସାହା ଏବଂ ଭରଷା l କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ରେ ଗଢିଉଠିଥିଲା ଏହି … Read more

କେନ୍ଦ୍ରାପଡା ରେ ସତେ ଯେମିତି ରାଗି ଅବୁଝା ହେଲେ ପ୍ରଭୁ ବଳଦେବଜୀଉ

ଶ୍ରୀକ୍ଷେତ୍ର ରେ ମାନିଗଲେ ଠାକୁର କିନ୍ତୁ କେନ୍ଦ୍ରାପଡ଼ା ରେ ବେଶି କୋପ କଲେ ପ୍ରଭୁ ବଳଦେବଜୀଉ ! ହଁ ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାର ବଳଦିଜୀଉ ମନ୍ଦିର ର ରଥଯାତ୍ରା ଏବେ ଅଞ୍ଜଳିକ ମାନ୍ୟତା ଅନୁଯାୟୀ ନୁହେଁ, ବରଂ ଦେବତାଙ୍କ ରାଗ ଓ ଅନୁରାଗ ସହିତ ଜଡିତ ଏକ ଅଭୂତ ଅନୁଭୂତିରେ ଅନ୍ତଗତ! କେନ୍ଦ୍ରାପଡ଼ା ରେ ପ୍ରସିଦ୍ଧ ବଳଦେବଜୀଉ ଙ୍କ ରଥଯାତ୍ରା ପାରମ୍ପରିକ ଅନୁଯାୟୀ ରଥଯାତ୍ରାର ପରଦିନ ଏଠାରେ ରଥଟାଣାଯାଏ ! କିନ୍ତୁ ଏଥର ଠାକୁର ପହଣ୍ଡି ହେଇଗଲେ … Read more