କାଇଁକି ଅଲୋଡ଼ା ଶିଶୁକନ୍ୟା ||

ଟିଟିଲାଗଡ଼: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଅତିକ୍ରମ କରିସାରିଛି। ଆ‌ମରି ସଭ୍ୟତା ଅତ୍ୟାଧୁନିକ ଯୁଗରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗୁଣଗାନ କରୁଥିବା ବେଳେ ଶିଶୁକନ୍ୟା ଆମ ସମାଜରେ ଅଲୋଡ଼ା ହେଉଛି ଅଥବା ଟଙ୍କା ପାଇଁ…

ଡାକ୍ତର ହେବ ତ’ ଏମିତି…

କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି…

ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ବୀମା

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର…

ବଢ଼ିଲା ସାମ୍ବାଦିକଙ୍କ ପେନ୍ସନ୍ ||

ବଢ଼ିଲା ସାମ୍ବାଦିକଙ୍କ ପେନ୍‌ସନ; ୬ରୁ ୧୫ ହଜାରକୁ ବୃଦ୍ଧି :ବିହାର ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏବେ ବିହାରର ମାନ୍ୟତାପ୍ର‌ାପ୍ତ ସାମ୍ବାଦିକମାନଙ୍କ ପେନ୍‌ସନ୍‌ ରାଶି ବୃଦ୍ଧି କରାଯାଇଛି।ପାଟ୍‌ନା: ବିହାର ନିର୍ବାଚନ…

ବଢ଼ିଲା ସମୀର ସାହୁଙ୍କଜେଲ୍ ଅବଧି ||

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧିବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍…

ମରିଗଲା ମାନବିକତା,ଦୁର୍ବୃତ୍ତ କଲେ ଏସିଡ ମାଡ଼ ||

ସତରେ ମରିଗଲା ମାନବିକତା,ମାନବିକତାର ର ସବୁ ସୀମା ଟପିଗଲେ । ବାଡ଼ି ଭିତରେ ଗାଈ ପଶିଯିବାରୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ସ୍ଥିତ ମାରୁତି ବିହାରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର…

ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌ ||

କୋରାପୁଟ : ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁର ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଏହି ଚଢାଉରେ ୬…

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର :

ଲାଗିଛି ଅକ୍ସିଜେନ ସପୋର୍ଟଦିଲ୍ଲୀ ଏମ୍ସରେ ହେଲା ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର । ପୋଡିଥିବା ସ୍ଥାନରେ ହେଲା ସର୍ଜରୀ । ସ୍ବାସ୍ଥ୍ୟବସ୍ଥା ଗୁରୁତର । ଲାଗିଛି ଅକ୍ସିଜେନ ସପୋର୍ଟ । ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି । ଜାରି ହେଲା ବୁଲେଟିନ ।…

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ନ୍ୟୁମିଓ ସେପ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି। ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ଵର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ମୁସ୍କିଲ |

ନୂଆଦିଲ୍ଲୀ :ଆମେରିକାର ଟ୍ରମ୍ପ ପ୍ରଶାସନ ବ୍ୟାପାର ଚୁକ୍ତିର ମାନକୁ ଡେଡ୍‌ଲାଇନ୍‌ଠାରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଏଭଳି କ୍ଷେତ୍ରରେ ଅଗଷ୍ଟ ୧ର ସମୟସୀମା ପୂର୍ବରୁ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇ ନ ପାରେ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ।…

You cannot copy content of this page