ରତ୍ନଭଣ୍ଡାର ଗଣତି ପାଇଁ ୨ ବିଶେଷଜ୍ଞରତ୍ନ ଭଣ୍ଡାର ଓ ଗଣତି ମଣତିକୁ ନେଇ ବଡ଼ ସୂଚନା ଦେଲେ ଆଇନ ମନ୍ତ୍ରୀ । ଗଣତି ମଣତି ନେଇ ଆର୍ବିଆଇ ଦୁଇ ଜଣ ଏକ୍ସପର୍ଟ ଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଛି । ପରବର୍ତ୍ତୀ…
Category: ଓଡିଶା
ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମିଳିଛି ଅନୁମୋଦ
ସାଂସଦ ଶୁଭାଶିଷଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ :ପୁରୀ : ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ପ୍ରମୁଖ ବହୁ ଅନୁମୋଦନ ମିଳିଲାଣି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୋମବାର ରାଜ୍ୟସଭାରେ ଉତ୍ତର…
କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର :
ସୁଭଦ୍ରା ସମ୍ପର୍କିିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଂ କମିଟି ବୈଠକରେ ଆଲୋଚନା ହୋଇଛି । ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି ।କୋଟିଆରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବାଣ୍ଟିବେ ସରକାର ।…
ଅଗଷ୍ଟ ପହିଲାରୁ ନୂଆ ନିୟମ, ୪ ବଡ଼ ପରିବର୍ତ୍ତନ :
ନୂଆଦିଲ୍ଲୀ : ନୂଆ ମାସ ନୂଆ ନିୟମ । ଅଗଷ୍ଟ ପହିଲାରୁ ୪ ଟି ବଡ଼ ପପରିବର୍ତ୍ତନ। ଯାହା ଆପଣଙ୍କର ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଏହି ପରିବର୍ତ୍ତିତ ନିୟମଗୁଡ଼ିକରେ ୟୁପିଆଇ କାରବାର ସହିତ ଜଡିତ ନୂଆ ନିୟମ,…
ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :
ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :
ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ…
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ :
ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସହାୟତା : ଭୁବନେଶ୍ୱର, : ହେଲିକପ୍ଟରରେ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…
ଶୀଘ୍ର ହେବ ଓଟିଇଟି ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ :
ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ।…
କାହିଁକି ଫେରିଆସିଲା ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ, ଜଣାପଡ଼ିଲା ତାର କାରଣ :
ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI2017କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଦିଲ୍ଲୀ…
ଝାରପଡ଼ା ଜେଲ୍ ଗଲେ ବିଜେଡି ନେତା ଅମରେଶ ଜେନା :
ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ରେ ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍ ପଠାଇ ଦେଇଛି।ଅମରେଶ ଜେନାକୁ ପୁଲିସ…