ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଡ଼ ଘୋଷଣା ନୂଆଦିଲ୍ଲୀ: ଦିଲ୍ଲୀର ବସ୍ତି ବାସିନ୍ଦାଙ୍କ ପାଇଁ ଖୁସି ଖବର । ଆଉ ରାଜଧାନୀରେ ଥିବା ବସ୍ତି ଉପରେ ଚାଲିବନି ବୁଲଡୋଜର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି…
Category: ଓଡିଶା
ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :
ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ…
ଆମେରିକା ଆଗରେ ମୁଣ୍ଡ ନୁଆଁଇବନି ଭାରତ :
ସାକ୍ଷୀ ଅଛି ଇତିହାସ , କେଉଁଠି ବି ମୁଣ୍ଡ ନୁଆଁଇନିତେଣୁ ଆମେରିକା ପାଖରେ ମୁଣ୍ଡ ନୁଆଇଁବ ବା କେମିତି!ଇତିହାସ ସାକ୍ଷୀ ଅଛି ଆମେରିକା ଚାପ ଆଗରେ କେବେ ବି ମୁଣ୍ଡ ନୁଆଁଇନି ଭାରତ । ପୂର୍ବରୁ ମଧ୍ୟ ଭାରତ ଉପରେ ଚାପ…
ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ :
ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ। ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା ଜଣାଯାଇଛି!ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ,…
ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ :
ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେ। ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା। ବୁଧବାର ନିଖୋଜ ହୋଇଥିବା ୧୩ ବର୍ଷୀୟ ବାଳକର ଜଳିଯାଇଥିବା ମୃତଦେହ ଗୁରୁବାର ଉଦ୍ଧାର କରାଯାଇଥିବା ଜଣାଯାଇଛି!ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ କରିନେଲେ, ଟଙ୍କା ଦେବାରେ ବିଳମ୍ବ ହେବାରୁ ଜାଳିଦେଲେବେଙ୍ଗାଲୁରୁ…
ଲଞ୍ଚ ହୋଇଛି Vivoର ଏକ ଜବରଦସ୍ତ ସ୍ମାର୍ଟଫୋନ୍, ରହିଛି ବଢ଼ିଆ ଫିଚର୍ସ :
Vivo T4 ସିରିଜରେ, କମ୍ପାନୀ ଭାରତରେ ଆଉ ଏକ ବଜେଟ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Vivo ଫୋନଟି ୫୭୦୦mAh ବ୍ୟାଟେରୀ, ୧୨GB RAM ଭଳି ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । ଏହି ସିରିଜରେ, Vivo T4…
ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା :
ସ୍ୱଧୀନତାର ଏତେ ବର୍ଷ ପରେ ବି ଗାଁରେ ପହଂଚିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଜନ୍ମ ହେଲା ନବଜାତ ଶିଶୁ!ରାସ୍ତା ନଥିବାରୁ ଗାଁରେ ପହଂଚି ପାରିଲାନି ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ୩ କିଲୋମିଟର ବାଟ ଖଟିଆରେ ବୋହି ଆଣିବା ପରେ ବାଟରେ ପ୍ରସବ କରିଛନ୍ତି…
ରାଜଧାନୀ ରେ ମେଟ୍ରୋ କରାଯିବ :
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତିବିଜେଡି ମିଛ କହୁଛି ! ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ! ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା…