କାହିଁକି ଅଡୁଆରେ ଶିଳ୍ପପତି ଅମ୍ବାନୀ :

ନୂଆଦିଲ୍ଲୀ: ବଢ଼ିଲା ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ। ଇଡି ସମ୍ମୁଖରେ ଜେରା ହେବାକୁ ମିଳିଲା ସମନ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି । ରିପୋର୍ଟ…

ଓଡ଼ିଆ ସିନେମା ପାଇଁ ବଡ଼ ସଫଳତା

!ଫେରୁଛି ଓଡିଆ ସିନେମାର ଭଲ ଦିନ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଓଡିଆ ସିନେମା କିଣୁଛି ଦର୍ଶକଙ୍କ ମନ । ଖାଲି ଦର୍ଶକଙ୍କ ମନ ଜିଣିବାରେ ସୀମିତ ନାହିଁ ସିନେମା ବରଂ ଏହାର ପରିସୀମା ଆଉ ଦି’ପାଦ…

ବନ୍ଦା ହେଲେ ଶିକ୍ଷକ :

କଟକ/ଭବାନୀପାଟଣା: ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ପାଇଁ ରାଜସାକ୍ଷୀ ହୋଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଶିବା ଜେରକ୍ସ ମାଲିକ ଶିବାନନ୍ଦ ମହାରଣା। ଶିବାନନ୍ଦଙ୍କ ଜେରକ୍ସ ଦୋକାନରେ ଏକାଧିକ ଓଟିଇିଟି ପ୍ରଶ୍ନପତ୍ର ପ୍ରିଣ୍ଟ ହୋଇଛି। ଏହାକୁ ଶିବାନନ୍ଦ ସ୍ବୀକାର କରିବା ପରେ…

ଆଜି ଖାତାକୁ ଆସିବ 2000 :

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ଖୁସି ଖବର। ଆଜି ଆସିବ ପିଏମ କିଶାନ ଟଙ୍କା । ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ ।…

ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ…

ଫୁଣି ଛେଚିବି :

ଭୁବେନେଶ୍ୱର :ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିଶନିବାର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,…

କାହିଁକି ନିର୍ଦ୍ଧେଶ ଦେଲେ ରାଷ୍ଟ୍ରପତି :

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିର୍ଦ୍ଦେଶ, ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ହେଲା ମୁତୟନଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ସେ ରୁଷରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବତନ…

ଯବାନଙ୍କ ପିନ୍ଦିବେ ରାକ୍ଷୀ :

ରାକ୍ଷୀ ପଠାଇଛନ୍ତି କଲେଜ୍ ଛାତ୍ରୀ, ସୁରକ୍ଷା ପାଇଁ ଠାକୁରଙ୍କ ପାଖରେ କଲେ ଗୁହାରିସ୍ନେହ ଓ ବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ । ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇଉଠିଲାଣି ଗାଁରୁ ସହର । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ…

ସେନାକୁ ବଡ଼ ସଫଳତା :

ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀ :ସେନାକୁ ସଫଳତା: ଗୁଳିରେ ଟଳିଲା ଜଣେ, ଧରାପଡ଼ିଲେ ୨ ଆତଙ୍କବାଦୀଶ୍ରୀନଗର ସେନାକୁ ପୁଣି ସଫଳତା । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀକୁ ନିପାତ କଲେ ଯବାନ । ବାକି ୨ ଜଣ ଆତଙ୍କୀ…

ଡାକ୍ତରୀ ପଢ଼ିବେ ମାଆ-ଝିଅ:

ନୂଆଦିଲ୍ଲୀ :ଏକା ସାଙ୍ଗରେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମାଆ-ଝିଅ, ଚର୍ଚ୍ଚାରେ ୪୯ ବର୍ଷୀୟା ମହିଳାକଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଷ୍ଠାର ସହ କୌଣସି ବି କାମ କଲେ ତାହା ସଫଳ ହୁଏ ନିଶ୍ଚିତ…

You cannot copy content of this page