ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିଲା…
Category: ଓଡିଶା
ଅଭାବ ଅନାଟନ ଭିତରେ ଜୀବନ :
ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା ବର୍ଷା । ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ ବାଜି…
ଫୁଣି ହେବ କି ଲଢେଇ :
ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍ ମୋଡ୍କୁ ଆସିଛି ଟ୍ରମ୍ପ ପ୍ରଶାସନ। ରୁଷ ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ…
କାହିଁକି ଗର୍ଜିଲେ ମିଶନ ଶକ୍ତି ସଦସ୍ୟା :
ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ…
ଥରହର ହିମାଚଳ :
ପ୍ରଳୟ ପାଟିରେ ହିମାଚଳ ପ୍ରଦେଶ ପ୍ରକୃତି ସହ ଲଢି ଲଢି ଭାଙ୍ଗି ପଡ଼ିଲାଣି ରାଜ୍ୟ, ପୁଣି ମାଡ଼ି ଆସୁଛି ବିପଦ ! କେତେ ଆଉ ସହିବ ସେ bସିମଲା ଆଉ ଲଢି ପାରୁନି । ପ୍ରକୃତି ସହ ଲଢିବାର କାହାର ବା…
ପୁଣି ଭାରତୀୟ ଫେରିଲେ :
୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା୧୭୦୦ ଭାରତୀୟଙ୍କୁ ବିଦା କରିଛି ଆମେରିକା୭ ମାସରେ ଆମେରିକା ପାଖାପାଖି ୧୭୦୩ ଭାରତୀୟ ନାଗରିକଙ୍କୁ ଦେଶରୁ ନିର୍ବାଶିତ କରିଛି । ଯେଉଁଥରେ ୧୪୧ ମହିଳା ସାମିଲ ଅଛନ୍ତି । ଲୋକସଭାରେ ଏହି ସୂଚନା ଦେଇଛନ୍ତି ବିଦେଶ…
କଥା ଦେଇ କଥା ରଖିଲି :
ମୋଦୀ ବାରଣାସୀ ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ସାରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ‘‘ଆଜି ମୁଁ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ…
ଅଳ୍ପକେ ବର୍ତ୍ତିଲା ଜୀବନ :
ଯାତ୍ରା ଆରମ୍ଭ କରିବାର ୩୦ମିନିଟ ପରେ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା ବଗି; ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀପାକିସ୍ତାନ ଗତ ଶୁକ୍ରବାର ଅଗଷ୍ଟ ୧ ତାରିଖ ସନ୍ଧ୍ୟାରେ ପଞ୍ଜାବର ଶେଖପୁରା ଜିଲ୍ଲାର କାଲା ଶାହ କାକୁ ନିକଟରେ ଇସଲାମାବାଦ ଏକ୍ସପ୍ରେସ…
ହୁଅନ୍ତୁ ସାବଧାନ :
ଅନ୍ଲାଇନ୍ ଜିନିଷ ଅର୍ଡର କରି ଠକାମୀର ଶିକାର ହେଲେ ପ୍ରଧାନଶିକ୍ଷୟିତ୍ରୀନବରଙ୍ଗପୁର: ଅନ୍ଲାଇନ୍ରେ ଜିନିଷ ଅର୍ଡର କରି ଜଣେ ଶିକ୍ଷୟିତ୍ରୀ ଠକାମୀର ଶିକାର ହୋଇଛନ୍ତି। ଶିକ୍ଷୟିତ୍ରୀ ଜଣକ ଶଙ୍ଖ ଗଣେଶ ଅର୍ଡର କରିଥିବା ବେଳେ ତାଙ୍କ ପାଖକୁ କପଡ଼ା ଭର୍ତ୍ତି ଏକ ପ୍ୟାକେଟ୍…
କାଇଁକି ସ୍ଥଗିତ ହେଲା ଆମରନାଥ ଯାତ୍ରା :
ନୂଆଦିଲ୍ଲୀ: ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ…