ଶୁଭିଲା ଚିତ୍କାର : ଚାଲିଗଲା 5 ଜଣଙ୍କ ଜୀବନ :

ବିହାରର ଭାଗଲପୁର ଜିଲ୍ଲାରେ ଶ୍ରାବଣ ମେଳା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତି ପ୍ରାୟ ୧୨ ଟା ୫ ରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏଥିରେ ପାଞ୍ଚ ଜଣ କାଉଡ଼ିଆ…

ମନ୍ଦିର ର ରେ ଲାଗିଛି ଭିଡ଼ :

ଶ୍ରାବଣ ର ଶେଷ ସୋମବାର ଲାଗିଛି ପ୍ରବଳ ଭିଡ଼ !୪ଟାରୁ ସାହାଣମେଲା ଦର୍ଶନ, ଜଳଲାଗିପୁରୁଣା ଭୁବନେଶ୍ୱର ! ଭକ୍ତଟିଏ ମହାଦେବ ଉପରେ ପାଣି ଢାଳି ନିଜର ମନସ୍କାମନା ପୂରଣ କରିବ ଏବଂ ପ୍ରଭୁ ତାଙ୍କ ଭକ୍ତଙ୍କ ହାତରୁ ପାଣି ଗ୍ରହଣ କରି…

ଆସିଲା ଖୁସି ଖବର ଏଣିକି ରାତିରେ କାମ କରିବେ ମହିଳା :

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତିକମରେ…

ଆଉ ନାହାନ୍ତି ଶିବୁ ସୋରେନ:

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ :ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର…

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଜରୁରୀକାଳୀନ ନମ୍ବର ୧୧୨ରେ ମନ୍ତ୍ରୀଙ୍କ ବାସଭବନରେ…

କାହିଁକି ମାରୁତି କୁ ପସନ୍ଦ କରୁଛନ୍ତି ଲୋକ :

ଗତବର୍ଷ ତୁଳନାରେ ଏବର୍ଷ ମାରୁତି ଇକୋ ଅଧିକ ବିକ୍ରି ହୋଇଛି ମାରୁତି ସୁଜୁକି :ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଜୁଲାଇ ୨୦୨୫ ପାଇଁ ଏହାର ବିକ୍ରୟ ଫଳାଫଳ ପ୍ରକାଶ କରିଛି। ପ୍ରତି ମାସ ପରି, ଏଥର ମଧ୍ୟ ମାରୁତି…

ବନ୍ଦା ହେଲେ 2 ଛାତ୍ର :

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଦୁଇ ଛାତ୍ର ଗିରଫବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨୦ ଦିନ ପରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଛାତ୍ରୀ…

ବଢ଼ିବ ବର୍ଷା :

ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର…

ବନ୍ଦାହେଲେ ମାଷ୍ଟର ମାଇଣ୍ଡ :

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ :ବନ୍ଧାହେଲେ ବୋର୍ଡ ଉପସଭାପତି, ବିକ୍ରି ପାଇଁ କରିଥିଲେ ବଡ଼ ଡିଲ୍ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବନ୍ଧା ହୋଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ପାଇଁ…

ଜଳିଗଲା ମୀନାବଜାର :

ରାଉରକେଲା: ଆଜି ଭୋର ପ୍ରାୟ ଚାରିଟାରେ ଝିରପାଣି ଥାନା ନିକଟରେ ଲାଗିଥିବା ମୀନାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି l ସ୍କୁଟି ଓ ଅନ୍ୟ ଗାଡ଼ି ମଧ୍ୟ ଜଳି ଯାଇଛି l…

You cannot copy content of this page