ପୁଣିଥରେ ଅଭିନୟ ଜଗତକୁ ଫେରୁଛନ୍ତି ସ୍ମୃତି ଇରାନୀ :
ପୁଣି ଥରେ ଖବରରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କିନ୍ତୁ ଏଥର ଚର୍ଚ୍ଚାର କାରଣ ରାଜନୀତି କିମ୍ବା ରାହୁଲ ଗାନ୍ଧୀଙ୍କ ଉପରେ କୌଣସି କଡ଼ା ମନ୍ତବ୍ୟ ପାଇଁ ନୁହେଁ, ବରଂ ରାଜନୀତି ଛାଡିବା ନେଇ ହେଉଥିବା କଳ୍ପନା ଜଳ୍ପନା । ଶୁଣିବାକୁ ମିଳୁଛି ଦୀର୍ଘ ସମୟ ଧରି ଟେଲିଭିଜନ ଶୋ’ରୁ ଦୂରେଇ ରହିବା ପରେ ପୁଣି ଥରେ ସେ ଟିଭି ପରଦାକୁ ଫେରୁଛନ୍ତି । କେବଳ ଯେ ଜଣେ ସଫଳ ରାଜନେତ୍ରୀ ତା ନୁହେଁ … Read more