ସ୍ୱାମୀ ବିବେକାନନ୍ଦ ଇତିହାସ ନୁହେଁ, ଆଜିର ଆବଶ୍ୟକତା :
by- SUBHASMITA Dt- 12.1.2026 ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହେଁ ସେ ଗୋଟିଏ ବିଚାର ଗୋଟିଏ ଚେତନା ଗୋଟିଏ ଯୁଗ କହିଲେ ମଧ୍ୟ ଭୁଲ ହେବନି |ଯେତେବେଳେ ଭାରତକୁ ଦୁର୍ବଳ କୁହାଯାଉଥିଲା ଏବ ଯେତେବେଳେ ଦେଶ ଭୟ, ଦାସ୍ୟତା ଓ ନିରାଶାରେ ଡୁବିଥିଲା,ସେଇ ସମୟରେ ଗେରୁଆ ବସ୍ତ୍ର ପିନ୍ଧି ଗୋଟିଏ ସନ୍ୟାସୀ ସାରା ବିଶ୍ୱ ସାମ୍ନାରେ ଦଣ୍ଡାୟମାନ ହୋଇ କହିଥିଲେ|ଭାରତ ଦୁର୍ବଳ ନୁହେଁ ଭାରତ କେବଳ ତାର ଶକ୍ତିକୁ ଭୁଲିଯାଇଛି।ଉଠ, ଜାଗ ଏହା କେବଳ … Read more