ପଞ୍ଚମ ଶ୍ରେଣୀ ଯାଏଁ ମାତୃଭାଷା ବାଧ୍ୟତାମୂଳକ :

By-SUBHASMiTA DT-17.1.2026 ଷଷ୍ଠରୁ ଦଶମ ପିଲାଙ୍କ ପାଇଁ ୧୦ଦିନ ବ୍ୟାଗମୁକ୍ତ ଶିକ୍ଷାଦାନ ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି ପଂଚମ ଶ୍ରେଣୀ ଯାଏ ମାତୃଭାଷା ପଢିବା ବାଧ୍ୟତାମୂଳକ। ବିଦ୍ୟାଳୟ ସ୍ତରୀୟ ଶିକ୍ଷା ପାଠ୍ୟକ୍ରମର ସଂସ୍କାର ଓ ପାଠ୍ୟପୁସ୍ତକ ବିକାଶ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷାବର୍ଷରୁ … Read more

ସ୍ୱାମୀ ବିବେକାନନ୍ଦ ଇତିହାସ ନୁହେଁ, ଆଜିର ଆବଶ୍ୟକତା :

by- SUBHASMITA Dt- 12.1.2026 ସ୍ୱାମୀ ବିବେକାନନ୍ଦ କେବଳ ଗୋଟିଏ ନାମ ନୁହେଁ ସେ ଗୋଟିଏ ବିଚାର ଗୋଟିଏ ଚେତନା ଗୋଟିଏ ଯୁଗ କହିଲେ ମଧ୍ୟ ଭୁଲ ହେବନି |ଯେତେବେଳେ ଭାରତକୁ ଦୁର୍ବଳ କୁହାଯାଉଥିଲା ଏବ ଯେତେବେଳେ ଦେଶ ଭୟ, ଦାସ୍ୟତା ଓ ନିରାଶାରେ ଡୁବିଥିଲା,ସେଇ ସମୟରେ ଗେରୁଆ ବସ୍ତ୍ର ପିନ୍ଧି ଗୋଟିଏ ସନ୍ୟାସୀ ସାରା ବିଶ୍ୱ ସାମ୍ନାରେ ଦଣ୍ଡାୟମାନ ହୋଇ କହିଥିଲେ|ଭାରତ ଦୁର୍ବଳ ନୁହେଁ ଭାରତ କେବଳ ତାର ଶକ୍ତିକୁ ଭୁଲିଯାଇଛି।ଉଠ, ଜାଗ ଏହା କେବଳ … Read more

ଓଡ଼ିଆଣୀ ବେଶରେ ଦିବ୍ୟ ରୂପେ ଦର୍ଶନ ଦେଉଛନ୍ତି ଶ୍ରୀରାଧାରାଣୀ:

By -SUBHASMITA 31 oct 2025 ଭୁବନେଶ୍ୱର : ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ଆଜି ହେଉଛି ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପବିତ୍ର ପାଦପଦ୍ମ ଦର୍ଶନ । ଏହି ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କ ମନକୁ ମୋହିତ କରୁଛନ୍ତି । ପ୍ରାତଃକାଳରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଭିଡ଼ କରୁଛନ୍ତି । ‘ଧାତ୍ରୀ ନବମୀ’ ବୋଲି ଜଣାଶୁଣା ଏହି ପବିତ୍ର ତିଥିରେ ଶ୍ରୀରାଧାଙ୍କ ପାଦପଦ୍ମ ଦର୍ଶନରେ ଅନେକ ଭକ୍ତ ମନୋକାମନା … Read more

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ — ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ :

By -SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଭୁବନେଶ୍ଵରର ରାଜୀବ ଭବନରେ ଆଜି ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ, ଜରୁରୀ ସାମଗ୍ରୀ ଓ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି … Read more

ସାନ୍ତାଳୀ ଶାଢ଼ିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ବୁଣା ବସ୍ତ୍ର ପିନ୍ଧିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ :

By -SUBHASMITA ସେପ୍ଟେମ୍ବର 3 2025 ଭୁବନେଶ୍ୱର : ଦେଶର ପାରମ୍ପରିକ ବୟନ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ । ରବିବାର ୧୨୪ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ସଫଳତାର କାହାଣୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରି, ନିଜେମାନଙ୍କ ପାଇଁ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । … Read more