ପୋଲିସ ଏବେ ଆକ୍ସନ୍। ମୋଡ଼ରେ :

ଗୋ-ମାଫିଆ ଠିକଣାରେ ପୁଲିସର ରେଡ by-SUBHASMiTA DT-17.1.2026 ଧୀରେଧୀରେ ଖୋଲୁଛି ସରବର ଗୋ ମାଫିଆ ଘରେ ପୋଲିସ ଚଢ଼ାଉ, ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି କେନ୍ଦୁଝର ଓ ଭଦ୍ରକ ପୁଲିସ ହଁ ଆଂଜ୍ଞା ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି ଭଦ୍ରକରେ ଗୋ ଚୋରାଚାଲାଣ ଧନ୍ଦା ଉପରେ ପୋଲିସର ବଡ଼ ଆକ୍ସନ୍। ଦୀର୍ଘଦିନ ଧରି ଚାଲୁଥିବା ଗୋ ମାଫିଆ ନେଟୱର୍କକୁ ନେଇ … Read more

ମୁଁ ସେଇ ଜମିରେ ଝୁଲୁଥିବା ମୃତ ମାଙ୍କଡ :

ମୋ ମୁହଁରେ ଶବ୍ଦ ନାହିଁ, କିନ୍ତୁ ମୋ ଶରୀରର ପ୍ରତ୍ୟେକ ଆଘାତ ଆଜି ଚିତ୍କାର କରୁଛି ମୁଁ କେବେ ମଣିଷକୁ ମାରିନଥିଲି,ମୁଁ କେବେ କାହାର ଘର ଜଳାଇନଥିଲି ମୁଁ କେବେ କାହାର ଧର୍ମ, ଜାତି, ରାଜନୀତି ପଚାରିନଥିଲି |ତଥାପି ମୋ ଶେଷ ଫଳାଫଳ ହେଲା ଫାସ ପ୍ରଥମେ ମୋତେ ମାରିଲେ ହାତରେ ନୁହେଁ,ମଣିଷର ମନରେ ଥିବା ରାକ୍ଷସୀ ଭାବନାରେ ତାପରେ ମୋ ମୃତଦେହକୁ ଝୁଲାଇ ,ନିଜ ନିର୍ମମତାକୁ “ସାହସ” ବୋଲି ପ୍ରଦର୍ଶନ କଲେ । ବା ବା … Read more

ବୋମା ଖାଇ ମାଆ ହେଲା ରକ୍ଷାକବଚ :

By-SUBHASMITA Dt 5.1.2026 କୁନି କୁନି ପିଲାଙ୍କ ଜୀବନ ବଞ୍ଚାଇଲା ଗୋମାତା କିଛି ସମୟର ଅସାବଧାନତା ଓ କିଛି ଅମଣିଷର ଘୃଣ୍ୟ କାର୍ଯ୍ୟ… ଆଉ ସେଇ ମୁହୂର୍ତ୍ତରେ ଦେଖା ଦେଲା ମାଆ ହେବାର ଅସଲ ଅର୍ଥ | ସତରେ ମା ଶଦ୍ଧ ଟି ନିଆରା | ମା ବିନା ଜଗତ ହିଁ ଶୁନ୍ୟ |ଗୋଟେ ମା ପାଇଁ ତା ଛୁଆ ହିଁ ସବୁକିଛି |ସେ ପଶୁ ହଉକି ମାନବ ସମସ୍ତଙ୍କ ମନରେ ଥାଏ ଆଧର ସେହ୍ନ ଓ … Read more

ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ ଅଭିଯୋଗ: ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟ ଗିରଫ :

By SUBHASMITA oct 23 2025 ଭୁବନେଶ୍ବର, ୨୨ ଅକ୍ଟୋବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗୋଟିଏ ଗମ୍ଭୀର ଅଭିଯୋଗ। ଜଣେ ସବ୍‌ ଇନ୍ସପେକ୍ଟର ମହିଳାଙ୍କ ଅଭିଯୋଗରେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ଯଶୋବନ୍ତ ଆଚାର୍ଯ୍ୟ ଦୀର୍ଘଦିନ ଧରି ବିବାହର ପ୍ରତିଶ୍ରୁତି ଦେଇ ସେହି ସବ୍‌ ଇନ୍ସପେକ୍ଟରଙ୍କ ସହିତ ସମ୍ପର୍କ ରଖୁଥିଲେ। ପରେ ସେ ମହିଳା ଗର୍ଭବତୀ ହେବା ପରେ ମଧ୍ୟ, ଗର୍ଭ ନଷ୍ଟ କରିବାକୁ ବାଧ୍ୟ … Read more

ବିଜୟଙ୍କ ରାଲିରେ ଦଳାଚକଟା: ୩୯ ମୃତ, ପରିବାରଙ୍କ ଅସହାୟ ଆକୁଳାର୍ଥନା – “ମୋ ଭଉଣୀକୁ ଫେରେଇ ଦିଅ”

By -SUBHASMITA ସେପ୍ଟେମ୍ବର 29 2025 ଚେନ୍ନାଇ: ତାମିଲନାଡୁର କରୁରରେ ଅଭିନେତା-ନେତା ବିଜୟଙ୍କ TVK ରାଲି ଦଳାଚକଟାରେ ପରିଣତ ହୋଇ ୩୯ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ ବର୍ଷିୟା ବୃନ୍ଦା ଥିଲେ, ଯିଏ ବିଜୟଙ୍କ ଦୃଢ ପ୍ରଶଂସକ । ସେ ତାଙ୍କ ୨ ବର୍ଷର ପୁଅକୁ ଭଉଣୀଙ୍କୁ ଛାଡ଼ି ରାଲିକୁ ଯାଇଥିଲେ, କିନ୍ତୁ ଫେରିଲେ ନାହିଁ । ବୃନ୍ଦାଙ୍କ ଭଉଣୀଙ୍କ ମାର୍ମିକ କଥା, “ଆମେ ଟଙ୍କା ଚାହୁଁନି, … Read more

ପଥର ତଳୁ ଜୀବନର ହକ୍ ୧୨ ଦିନର ପିଲାକୁ ମାରିବା ପ୍ରୟାସ, ତଥାପି ବଞ୍ଚିଲା :

By -SUBHASMITA ସେପ୍ଟେମ୍ବର 24 2025 ମଣିଷ ସମାଜର ନିଷ୍ଠୁରତାକୁ ପ୍ରକାଶ କରୁଥିବା ଏକ ହୃଦୟକମ୍ପାଇବା ଘଟଣା ଘଟିଛି ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାରେ। ମାତ୍ର ୧୨ ଦିନର ନବଜାତ ଶିଶୁକୁ ଅମଣିଷମାନେ ନିର୍ମମ ଭାବରେ ପାଟିରେ ଫେବିକ୍ବିକ୍ ମାରି, ପଥର ତଳେ ପୋତିଦେଇଥିଲେ। କିନ୍ତୁ ଅଶ୍ଚର୍ଯ୍ୟକରଭାବରେ ସେ ପିଲା ଜୀବନରେ ଫେରିଲା। ଘଟଣାଟି ବିଜୌଲିୟା ଉପଖଣ୍ଡର ସୀତାକୁଣ୍ଡ ଜଙ୍ଗଲରେ ଘଟିଥିଲା। କିଛି ଲୋକ ପିଲାର ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଥିଲେ ଏବଂ ପଥର ତଳେ … Read more

ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା, ୪ ମାସର ଲୁଚକାଳି ଖେଳ ପରେ ଆନ୍ଧ୍ର୍ରରୁ ଧରାପଡ଼ିଲେ ପୁଲିସ ଏସଆଇ

ଜଗତସିଂହପୁର: ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ଯ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି। ପ୍ରାୟ ସାଢେ ୩ ମାସ ପରେ … Read more