ନିସାର ମିଶନରୁ ଖୁବଶୀଘ୍ର ପୃଥିବୀର ସବୁଠୁ ସ୍ପଷ୍ଟ ଚିତ୍ର, ନାସା-ଇସ୍ରୋର ଏତିହାସିକ ପଦକ୍ଷେପ :
By- SUBHASMITA ସେପ୍ଟେମ୍ବର 1 2025 ହାଇଦ୍ରାବାଦ, ୦୧ ସେପ୍ଟେମ୍ବର: ନାସା ଓ ଇସ୍ରୋର ସଂୟୁକ୍ତ ପ୍ରୟାସରେ ନିସାର (NASA-ISRO Synthetic Aperture Radar) ମିଶନ ସଫଳତାର ସହିତ ଆଗକୁ ବଢ଼ୁଛି । ବିଶ୍ବର ସର୍ବବୃହତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାରକୁ ଜୁଲାଇ 30 ରେ ଶ୍ରୀହରିକୋଟାରୁ ଉତ୍କ୍ଷେପଣ କରାଯାଇଥିଲା । ମିଶନ ଟିମ୍ ସୂଚନା ଦେଇଛନ୍ତି ଯେ ସାଟେଲାଇଟ୍ର ପ୍ରାରମ୍ଭିକ ସମସ୍ତ ପରୀକ୍ଷା ସଫଳ ହୋଇଛି ଏବଂ ଏହା ଖୁବଶୀଘ୍ର ପୃଥିବୀର ସବୁଠୁ ସ୍ପଷ୍ଟ ଓ … Read more