ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ, ଶାନ୍ତି ଶୃଙ୍ଖଳାର ସହ ହେଉଛି ପାଳିତ

By – SUBHASMITA ସେପ୍ଟେମ୍ବର 30 2025 ଭୁବନେଶ୍ବର: ଭିନ୍ନ ଭିନ୍ନ ଥିମ୍ ରେ ଝଲସୁଛି ରାଜଧାନୀର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଭୁବନେଶ୍ବର ନୟାପଲ୍ଲୀ ଦୁର୍ଗାପୂଜା ପୂଜା ମଣ୍ଡପରେ ମଧ୍ୟ ମାଆଙ୍କ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ତୋରଣ କରାଯାଇଛି । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ କେରଳର କୁଚିପୁଡ଼ି ମୁଖ୍ୟ ଆକର୍ଷଣ ରହିଛି । ପ୍ରତି ଥର ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପାଳିତ … Read more

ମାଆ ଦୁର୍ଗାଙ୍କ ଅବତରଣରେ ଭକ୍ତିମୟ ପରିବେଶ, ଆଜି ପୀଠରେ ମହାଅଷ୍ଟମୀ – ମଣ୍ଡପରେ ମହାସପ୍ତମୀ ପାଳନ :

By -SUBHASMITA ସେପ୍ଟେମ୍ବର 29 2025 କଟକ: ନବରାତ୍ର ପୂଜାର ମହାତ୍ମୟ ମଧ୍ୟରେ ଆଜି ପୀଠମାନଙ୍କରେ ମହାଅଷ୍ଟମୀ ଓ ମଣ୍ଡପମାନଙ୍କରେ ମହାସପ୍ତମୀ ପାଳନ ହେଉଛି । ଶକ୍ତିପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିବା ବେଳେ ମାଆଙ୍କ ବିଭିନ୍ନ ବେଶ ଦର୍ଶନ ପାଇ ଭକ୍ତମାନେ ଧନ୍ୟ ହେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଶୋଭିତ । ଆଧ୍ୟାତ୍ମିକ ପରିବେଶରେ ଭକ୍ତମାନେ ମାଆଙ୍କ ଚରଣରେ ପ୍ରାର୍ଥନା … Read more

ପୂଜା ଆରମ୍ଭରୁ ଜାମ୍‌ରେ ଅଟକିଲା ଭୁବନେଶ୍ୱର, ସନ୍ଧ୍ୟାହେଲେ ରାଜଧାନୀର ପ୍ରମୁଖ ରାସ୍ତା ହେଉଛି ‘ଜାମ୍‌ସ୍ପଟ୍’

By -SUBHASMITA ସେପ୍ଟେମ୍ବର 29 2025 ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍‌ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍‌ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି । ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍‌ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ … Read more

ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :

By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍‌ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more

ସୁନା-ରୁପା ମୂଲ୍ୟରେ ହ୍ରାସ: କିଣିବା ପୂର୍ବରୁ ଦେଖନ୍ତୁ ଆଜିର ଦାମ

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, 18 ସେପ୍ଟେମ୍ବର 2025 – ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି। ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – … Read more

୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ, ବିଶ୍ୱ ରେକର୍ଡ ସୃଷ୍ଟି କଲା ଓଡିଶା

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, ୧୮/୯: ପରିବେଶ ସୁରକ୍ଷା ଓ ସବୁଜ Odisha ଗଠନରେ ଇତିହାସ ଗଢିଲା ରାଜ୍ୟ । “ଏକ ପେଡ୍‌ ମା କେ ନାମ” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ବୁଧବାର ମାତ୍ର ୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ କରି ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ‌ରେ ନାମ ଲେଖାଇଲା ଓଡିଶା । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ହୋଇଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ୭୫ … Read more

ବାରବାଟୀରେ ଫଟାଫଟ୍ ଧମାକା:

ବୁଧବାରଠୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍ By-SUBHASMITA ସେପ୍ଟେମ୍ବର 16 2025 କଟକ, ୧୬ ସେପ୍ଟେମ୍ବର: ବାରବାଟୀ ଷ୍ଟାଡିୟମ୍ ପୁଣିଥରେ କ୍ରିକେଟ୍‌ରେ ଦୁଲିବାକୁ ପ୍ରସ୍ତୁତ। ଆସନ୍ତା ବୁଧବାର (୧୭ ସେପ୍ଟେମ୍ବର)ଠାରୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍, ଯେଉଁଥିରେ ରାଜ୍ୟର ୬ଟି ଦଳ — ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର — କଡା ପ୍ରତିସ୍ପର୍ଧାରେ ମୁହାଁମୁହିଁ ହେବେ। ଲିଗ୍‌ଟି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ସମୟରେ ପ୍ରତିଦିନ ଦୁଇଟି … Read more

4ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା; 20 ଜିଲ୍ଲାରେ ଆଜି ୟେଲୋ ୱାର୍ଣ୍ଣିଂ

By -SUBHASMITA ସେପ୍ଟେମ୍ବର 16 2025 ଭୁବନେଶ୍ୱର: ଟ୍ରଫ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାଭାସ ଅନୁସାରେ ଆଜିଠୁ ଆଗାମୀ 4ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଗଞ୍ଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ … Read more

ଜିଏସ୍‌ଟି ହ୍ରାସ: ସରକାରଙ୍କ ୪୮ ହଜାର କୋଟି କ୍ଷତି ଆକଳନକୁ ପ୍ରଶ୍ନ, ବିଶେଷଜ୍ଞଙ୍କ ମତ ହାନି ୨ ଲକ୍ଷ କୋଟି ପର୍ଯ୍ୟନ୍ତ :

By -SUBHASMITA ସେପ୍ଟେମ୍ବର 15 2025 ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ କେବଳ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। କିନ୍ତୁ, ବିଶେଷଜ୍ଞମାନେ ଏହାକୁ ‘ଅତ୍ୟଧିକ ଆଶାବାଦୀ’ ବୋଲି କହି, ପ୍ରକୃତ କ୍ଷତି ୧.୫ ଲକ୍ଷରୁ ୨ ଲକ୍ଷ କୋଟି ମଧ୍ୟରେ ହେବାର ସଙ୍କେତ ଦେଇଛନ୍ତି। ଅର୍ଥନୀତିଜ୍ଞ ସୁଭାଷ ଚନ୍ଦ୍ର ଗର୍ଗ ମତାମତ ଦେଇଛନ୍ତି ଯେ ୨୦୨୫-୨୬ ରେ କ୍ଷତିର ପରିମାଣ ୧.୧ ଲକ୍ଷ କୋଟି ଟଙ୍କା … Read more

Amazon Great Indian Festival: iPhone 15 ଓ Samsung S24 Ultra ମିଳିବ ଶସ୍ତାରେ, 80% ପର୍ଯ୍ୟନ୍ତ ରିହାତି :

By -SUBHASMITA ସେପ୍ଟେମ୍ବର 13 2025 ଭୁବନେଶ୍ୱର: ଇ-କମର୍ସ ଜାଇଆଣ୍ଟ୍ ଆମାଜନ୍ ଆଣୁଛି ବର୍ଷର ସବୁଠାରୁ ବଡ଼ ସେଲ୍ – ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭ୍ । ଏହା ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ, ଯଦିକି ପ୍ରାଇମ୍ ସଦସ୍ୟମାନେ ୨୨ ସେପ୍ଟେମ୍ବରରୁ ଏହାର ଆକ୍ସେସ୍ ପାଇପାରିବେ । କମ୍ପାନି ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଘରୋଇ ଉପକରଣ, ଫ୍ୟାଶନ୍ ସାମଗ୍ରୀ ଉପରେ ଭାରୀ ରିହାତି ଘୋଷଣା କରିଛି । ସ୍ମାର୍ଟଫୋନ୍‌ଗୁଡ଼ିକ ୪୦% ପର୍ଯ୍ୟନ୍ତ ଡିସକାଉଣ୍ଟରେ, ଫ୍ୟାଶନ୍ ସାମଗ୍ରୀ ୮୦% ପର୍ଯ୍ୟନ୍ତ ରିହାତିରେ … Read more