ଜମ୍ମୁର ବୈଷ୍ଣୋଦେବୀରେ ଭୂସ୍ଖଳନ :

ବନ୍ୟାରେ ଭୟାବହ ସ୍ଥିତି; ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ BY- SUBHASMITA Aug 28 2025 ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ବୈଷ୍ଣୋଦେବୀ ଯାତ୍ରାପଥ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁକୁ ସାକ୍ଷୀ ହୋଇଛି। ଅର୍ଧକୁମାରୀ ନିକଟରେ ଘଟିଥିବା ବଡ଼ ଭୂସ୍ଖଳନରେ ଏପର୍ଯ୍ୟନ୍ତ ୩୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ବୋଲି ଆଧିକାରିକ ସୂଚନା। ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବୈଷ୍ଣୋଦେବୀ ଯାତ୍ରାକୁ ତତ୍କାଳ ବନ୍ଦ କରାଯାଇଛି। ଫସିଥିବା ଯାତ୍ରୀମାନଙ୍କୁ ବାହାର କରିବା ପାଇଁ … Read more

ସୋସିଆଲ୍ ମିଡିଆରେ “ଭାଇରାଲ୍” ହେବାର ଆସକ୍ତି:

ଜୀବନକୁ ବିପଦରେ ପକାଉଛି ଯୁବପିଢ଼ି By -SUBHASMITA Aug 26 2025 ଭୁବନେଶ୍ୱର, 26 ଅଗଷ୍ଟ 2025: ସୋସିଆଲ୍ ମିଡିଆରେ ପ୍ରସିଦ୍ଧି ପାଇବା ପାଇଁ ଯୁବମାନେ ଯେତେଷ୍ଟ ଜୁଆଁ ଖେଳୁଛନ୍ତି, ସେଥିରେ କେବେକେବେ ଅମୂଲ୍ୟ ଜୀବନ ହାରାଇଯାଉଛି। ନିକଟରେ ଦୁଇଟି ଦୁର୍ଭାଗ୍ୟଜନକ ଘଟଣା ଏହାର ସ୍ପଷ୍ଟ ଉଦାହରଣ ହୋଇଛି। ଡୁଡୁମା ଜଳପ୍ରପାତରେ ୨୨ ବର୍ଷୀୟାଙ୍କ ନିଖୋଜ କୋରାପୁଟର ଡୁଡୁମା ଜଳପ୍ରପାତରେ ବ୍ରହ୍ମପୁରର ସାଗର ଟୁଡୁ (୨୨) ନିଜର YouTube ଚ୍ୟାନେଲ ପାଇଁ ଭିଡିଓ ଧାରଣ କରୁଥିବାବେଳେ ପାଣିରେ … Read more

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ :

ରତ୍ନଭଣ୍ଡାର ଗଣତି ପାଇଁ ପଥ ସ୍ପଷ୍ଟ By- SUBHASMITA 27 Aug 2025 ପୁରୀ, 26 ଅଗଷ୍ଟ 2025: ବହୁ ଅପେକ୍ଷା ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୋଟ ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଓ … Read more

ନୂଆଖାଇ:

କୃଷକ ସଂସ୍କୃତିର ପର୍ବ, ଓଡ଼ିଆ ସମାଜର ଗର୍ବ By -SUBHASMITA Aug 26 -2025 ଓଡ଼ିଶାର ସଂସ୍କୃତିରେ “ନୂଆଖାଇ” ପର୍ବର ଅଲଗା ସ୍ଥାନ ରହିଛି। ଏହା କେବଳ ଧାର୍ମିକ କିମ୍ବା ପାରମ୍ପରିକ ଆଚାର–ବିଚାରର ପର୍ବ ନୁହେଁ, ବରଂ ଏହା କୃଷକଙ୍କ ଅସ୍ତିତ୍ୱ, ଖେତରେ ଲାଗିଥିବା ପରିଶ୍ରମର ଫଳ, ଓଡ଼ିଆ ସମାଜର ସାମୁଦାୟିକ ସମ୍ବନ୍ଧର ପ୍ରତୀକ। ପର୍ବର ଅର୍ଥ “ନୂଆଖାଇ” ଶବ୍ଦଟି “ନୂଆ” (ନୂତନ) ଓ “ଖାଇ” (ଭୋଜନ) ମିଶିତିଆରି। ଅର୍ଥାତ୍, ନୂଆ ଧାନର ନୂଆ ଚାଉଳ ପ୍ରଥମେ … Read more

ଚିଲିକାରେ ଆସୁଛି ସି’ପ୍ଲେନ୍‌ :

ହେଲିଟ୍ୟାକ୍ସିରେ ବୁଲିବେ ପର୍ଯ୍ୟଟକ By – SUBHASMITA | Aug 25, 2025 | Bhubaneswar ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ସରକାର ନୂତନ ପ୍ରସ୍ତାବ ନେଇଆସିଛି । ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ସି’ପ୍ଲେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଚିଲିକା ଓ ହୀରାକୁଦ‌ରେ ସି’ପ୍ଲେନ୍‌ ଚାଲୁ କରିବା ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେଥିପାଇଁ ପର୍ଯ୍ୟଟକଙ୍କୁ ସହଜ ଓ ଶସ୍ତା ଯାତ୍ରା ସୁବିଧା ଦେବାକୁ ହେଲିଟ୍ୟାକ୍ସି ଯୋଜନା ମଧ୍ୟ … Read more

ଇସ୍ରୋର ବିରାଟ ସ୍ୱପ୍ନ

ମହଲା ଉଚ୍ଚତା ବିଶିଷ୍ଟ ରକେଟ୍, ୭୫ ଟନ୍‌ର ପେଲୋଡ୍ କକ୍ଷପଥକୁ By- SUBHASMITA Aug 20 2025 ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପୁଣିଥରେ ଇତିହାସ ରଚିବାକୁ ପ୍ରସ୍ତୁତ। ସଂଗଠନ ଏବେ ଏକ ବିଶାଳ ରକେଟ୍‌ର ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଯାହାର ଉଚ୍ଚତା ୪୦ ମହଲା କୋଠା ସମାନ ହେବ। ଏହି ରକେଟ୍ ୭୫ ଟନ୍ (୭୫,୦୦୦ କିଲୋଗ୍ରାମ୍) ପେଲୋଡ୍‌କୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବାରେ ସକ୍ଷମ ହେବ।ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ … Read more

ଗୋପାଳପୁର ଅତିକ୍ରମ କଲା ଅବପାତ, ଉତ୍ତରପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ମୁହାଁ ହେବ !

By – subhasmita Aug 19 2025ଭୁବନେଶ୍ବର: ଗୋପାଳପୁର ଅତିକ୍ରମ କଲା ଅବପାତ। ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ଅବପାତରେ ପରିଣତ ହୋଇଥିଲା। ମଙ୍ଗଳବାର ମଧ୍ୟାହ୍ନ ସହ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହା ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ବୋଲି ଜଣାଯାଇଛି।ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି … Read more

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଶ୍ରୀରାମଙ୍କୁ ବିଶ୍ବାମିତ୍ରଙ୍କ ଅସ୍ତ୍ରଦାନ

ତ୍ରିକାଳଦର୍ଶୀ ବିଶ୍ବାମିତ୍ର ଜାଣିଥିଲେ, ସ୍ବୟଂ ଭଗବାନ ବିଷ୍ଣୁ ଅଯୋଧ୍ୟାରେ ଶ୍ରୀରାମଚନ୍ଦ୍ର ରୂପରେ ଜନ୍ମଗ୍ରହଣ କରିଛନ୍ତି। ମନୁଷ୍ୟ ରୂପରେ ମର୍ତ୍ତ୍ୟାବରଣ କରିଥିବା ଭଗବାନ ବିଷ୍ଣୁଙ୍କୁ ମାୟାବୀ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବାକୁ ହେଲେ ସମସ୍ତ ମାୟାଭେଦ କୌଶଳ ଶିକ୍ଷା କରିବାକୁ ହେବ। ପର୍ଶୁରାମ ଏ ସମସ୍ତ ବିଦ୍ୟାର ଜ୍ଞାତା ହେଲେ ମଧ୍ୟ ସେ କ୍ଷତ୍ରିୟବିରୋଧୀ ହୋଇଥିବା ହେତୁ ରାମଙ୍କୁ ଶିକ୍ଷା ଦେବେ ନାହିଁ। ତେଣୁ ବିଶ୍ବାମିତ୍ର ନିଶ୍ଚିତ କରିଥିଲେ ଯେ ସେ ରାମଚନ୍ଦ୍ରଙ୍କୁ ସମସ୍ତ ଅସ୍ତ୍ରବିଦ୍ୟା ଶିକ୍ଷା ଦେବେ। … Read more

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ ।

ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ପ୍ରବଚନ … Read more

ପ୍ରେମାନନ୍ଦ ମହାରାଜଏମିତି କାହିଁକି କହିଲେ !

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । … Read more