SCO ସମ୍ମିଳନୀରେ ଭାରତର କୁଟନୈତିକ ବିଜୟ: ପହଲଗାମ ଆକ୍ରମଣକୁ ନିନ୍ଦା, ଆତଙ୍କବାଦ ବିରୋଧରେ ଏକମତ :
By -SUBHASMITA ସେପ୍ଟେମ୍ବର 1 2025 ଏସସିଓ ସମ୍ମିଳନୀରେ ଭାରତ ଆଉଥରେ ବଡ଼ କୁଟନୈତିକ ସଫଳତା ହାସଲ କଲା । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମସ୍ତ ସଦସ୍ୟ ଦେଶ ଏକ ସ୍ୱରରେ ନିନ୍ଦା କଲେ । ଘୋଷଣାପତ୍ରରେ ପ୍ରଥମଥର ପାଇଁ ଆତଙ୍କବାଦ ବିରୋଧରେ କଡା ଭାବରେ ମତ ପ୍ରକାଶ ହେଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଡା ମେସେଜ୍ରୁ ସମ୍ମିଳନୀରେ ଭାରତର ସ୍ଥିତି ସ୍ପଷ୍ଟ ହୋଇଗଲା । ସେପଟେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର … Read more