ନଭେମ୍ବର 2025 ରେ ବଜାର ଘାଣ୍ଟୁଛି OnePlus, Realme, iQOO ଭଳି ବଡ଼ ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ ଆସୁଛି :

By -SUBHASMITA 31 oct 2025 ଭୁବନେଶ୍ୱର : ନଭେମ୍ବର ମାସ ଟେକ୍‌ ଲଭରମାନଙ୍କ ପାଇଁ ଏକ ବଡ଼ ଉପହାର ନେଇ ଆସିଛି। OnePlus, Realme, iQOO, OPPO, Motorola ଓ Lava ଭଳି ଶୀର୍ଷ ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ଏହି ମାସରେ ନୂଆ ମଡେଲ ଲଞ୍ଚ କରିବାକୁ ଯାଉଛନ୍ତି। କିଛି flagship ଫୋନ ଥିଲେ, କିଛି budget segment ମଧ୍ୟରେ ଭଲ features ସହିତ ଆସୁଛି। ନଭେମ୍ବରରେ ଲଞ୍ଚ ହେବାକୁ ଥିବା ସ୍ମାର୍ଟଫୋନ ତାଲିକା ନିମ୍ନପରି — … Read more

ସବୁପଟେ ଚାପ ନିଜ ଅଭିଶାପରେ ଡୁବୁଛି ପାକିସ୍ତାନ :

By -SUBHASMITA oct 25 2025 ଭାରତ, ଆଫଗାନିସ୍ତାନ ଓ ଟିଟିପି — ତିନି ମୁହାଁରୁ ଏବେ ଚାପରେ ରହିଛି ପାକିସ୍ତାନ। ଜାତିସଂଘରେ ଭାରତ ପାକିସ୍ତାନକୁ ବେଜ୍ଜିତ କରିବା ପରେ, ଟିଟିପି ଓ ଆଫଗାନିସ୍ତାନର ନୂଆ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ବିପଦ ସଂକେତ ହୋଇଉଠିଛି। ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଜାତିସଂଘରେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଅଧିକୃତ ଭାରତୀୟ ଅଂଚଳରେ ମାନବିକ ଅଧିକାର ଉଲ୍ଲଂଘନ ଘଟୁଛି। ସେଠାରେ ଲୋକମାନେ ଶୋଷଣ, ନିର୍ଯାତନା ଓ ଦମନରେ … Read more

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ — ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ :

By -SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଭୁବନେଶ୍ଵରର ରାଜୀବ ଭବନରେ ଆଜି ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ, ଜରୁରୀ ସାମଗ୍ରୀ ଓ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି … Read more

ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :

By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍‌ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more

ସୁନା-ରୁପା ମୂଲ୍ୟରେ ହ୍ରାସ: କିଣିବା ପୂର୍ବରୁ ଦେଖନ୍ତୁ ଆଜିର ଦାମ

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, 18 ସେପ୍ଟେମ୍ବର 2025 – ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି। ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – … Read more

ବାରବାଟୀରେ ଫଟାଫଟ୍ ଧମାକା:

ବୁଧବାରଠୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍ By-SUBHASMITA ସେପ୍ଟେମ୍ବର 16 2025 କଟକ, ୧୬ ସେପ୍ଟେମ୍ବର: ବାରବାଟୀ ଷ୍ଟାଡିୟମ୍ ପୁଣିଥରେ କ୍ରିକେଟ୍‌ରେ ଦୁଲିବାକୁ ପ୍ରସ୍ତୁତ। ଆସନ୍ତା ବୁଧବାର (୧୭ ସେପ୍ଟେମ୍ବର)ଠାରୁ ଆରମ୍ଭ ହେବ ଓଡିଶା ପ୍ରୋ ଟି-20 ଲିଗ୍, ଯେଉଁଥିରେ ରାଜ୍ୟର ୬ଟି ଦଳ — ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର — କଡା ପ୍ରତିସ୍ପର୍ଧାରେ ମୁହାଁମୁହିଁ ହେବେ। ଲିଗ୍‌ଟି ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବା ସମୟରେ ପ୍ରତିଦିନ ଦୁଇଟି … Read more

ଜିଏସ୍‌ଟି ହ୍ରାସ: ସରକାରଙ୍କ ୪୮ ହଜାର କୋଟି କ୍ଷତି ଆକଳନକୁ ପ୍ରଶ୍ନ, ବିଶେଷଜ୍ଞଙ୍କ ମତ ହାନି ୨ ଲକ୍ଷ କୋଟି ପର୍ଯ୍ୟନ୍ତ :

By -SUBHASMITA ସେପ୍ଟେମ୍ବର 15 2025 ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ କେବଳ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। କିନ୍ତୁ, ବିଶେଷଜ୍ଞମାନେ ଏହାକୁ ‘ଅତ୍ୟଧିକ ଆଶାବାଦୀ’ ବୋଲି କହି, ପ୍ରକୃତ କ୍ଷତି ୧.୫ ଲକ୍ଷରୁ ୨ ଲକ୍ଷ କୋଟି ମଧ୍ୟରେ ହେବାର ସଙ୍କେତ ଦେଇଛନ୍ତି। ଅର୍ଥନୀତିଜ୍ଞ ସୁଭାଷ ଚନ୍ଦ୍ର ଗର୍ଗ ମତାମତ ଦେଇଛନ୍ତି ଯେ ୨୦୨୫-୨୬ ରେ କ୍ଷତିର ପରିମାଣ ୧.୧ ଲକ୍ଷ କୋଟି ଟଙ୍କା … Read more

ଟ୍ରମ୍ପଙ୍କ ବୟାନ :

ଟାରିଫ ସତ୍ତ୍ବେ ମୋଦିଙ୍କ ସହ ଭଲ ସମ୍ପର୍କ ଜାରି ରହିବ! By -SUBHASMITA ସେପ୍ଟେମ୍ବର 6 2025 ଭାରତ ଓ ଆମେରିକା ମଧ୍ୟରେ ଟାରିଫ ନେଇ ଯଦିଓ ଉତ୍ତେଜନା ଚାଲିଛି, ତଥାପି ମୋଦିଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ । ଓଭାଲ ଅଫିସରେ ସେ କହିଛନ୍ତି, “ମୋଦି ଭଲ ବନ୍ଧୁ, ତାଙ୍କ ସହ ସମ୍ପର୍କ ସଦା ସ୍ୱତନ୍ତ୍ର ଓ ମଜବୁତ ରହିବ” । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ମୋଦିଙ୍କୁ ସେ ବହୁତ … Read more

କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍, ଦେଖନ୍ତୁ ଆଜିର ନୂଆ ରେଟ୍ :

By-SUBHASMITA ସେପ୍ଟେମ୍ବର 4 2025 ଭୁବନେଶ୍ୱର, ସେପ୍ଟେମ୍ବର ୪: ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କିଛି ପରିବର୍ତ୍ତନ ଦେଖାଦେଇଛି। କେତେକ ସହରରେ ଦର କମିଥିବାବେଳେ, କେତେକ ସହରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ପ୍ରତି ଲିଟର ୧୦୦.୯୮ ଟଙ୍କା ଓ ଡିଜେଲ୍ ୯୨.୫୬ ଟଙ୍କା ରେ ବିକ୍ରି ହେଉଛି। ଦିଲ୍ଲୀ: ପେଟ୍ରୋଲ୍ ୯୪.୭୭, ଡିଜେଲ୍ ୮.୬୭ ଟଙ୍କା। ମୁମ୍ବାଇ: ପେଟ୍ରୋଲ୍ ୧୦୩.୫୦, ଡିଜେଲ୍ ୯୦.୦୩ ଟଙ୍କା। କୋଲକାତା: … Read more

କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍,

ଦେଖନ୍ତୁ ଆଜିର ନୂଆ ରେଟ୍ By-SUBHASMITA ସେପ୍ଟେମ୍ବର 4 2025 ଭୁବନେଶ୍ୱର, ସେପ୍ଟେମ୍ବର ୪: ଦେଶର ବିଭିନ୍ନ ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଆଜି କିଛି ପରିବର୍ତ୍ତନ ଦେଖାଦେଇଛି। କେତେକ ସହରରେ ଦର କମିଥିବାବେଳେ, କେତେକ ସହରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ପ୍ରତି ଲିଟର ୧୦୦.୯୮ ଟଙ୍କା ଓ ଡିଜେଲ୍ ୯୨.୫୬ ଟଙ୍କା ରେ ବିକ୍ରି ହେଉଛି। ଦିଲ୍ଲୀ: ପେଟ୍ରୋଲ୍ ୯୪.୭୭, ଡିଜେଲ୍ ୮.୬୭ ଟଙ୍କା। ମୁମ୍ବାଇ: ପେଟ୍ରୋଲ୍ ୧୦୩.୫୦, … Read more