ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ…
Author: Subhasmita Das
ଭାରତ ମୁଣ୍ଡ ନୁଆଇଁବନି :
ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ମିଶିବା ପରେ ଭାରତ…
ଏଣିକି ନେଇପାରିବେ ନାହିଁ ଛୁଟି :
CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି…
୧୬ ଦେଶକୁ ବ୍ୟାପିଲା ନୂଆ ଭୂତାଣୁ :
ବିଶ୍ୱର ଅନେକ ସ୍ଥାନରେ ଚିକନଗୁନିଆ ଭାଇରସ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ଯାତ୍ରା…
ଦେଶ ପାଇଁ ଖୁସି ଖବର :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ମିଳିଥିବା ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ…
କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ :
ଭୁବନେଶ୍ବର : କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ । ତିବ୍ବତୀୟ ୱେମେନ୍ସ ଆସୋସିଏସନର ପ୍ରାୟ ୬୦ଜଣ ବୌଦ୍ଧ ସନ୍ନ୍ୟାସିନୀ ଆଜି କ୍ୟାମ୍ପସ ପରିଦର୍ଶନ କରିଥିଲେ। ବୌଦ୍ଧ ସନ୍ନ୍ୟାସିନୀମାନେ କିସ ପିଲାଙ୍କ ଗହଣରେ ଦୀର୍ଘ ସମୟ ବିତାଇବା ସହ…
ଦୁର୍ଘଟଣା ନେଲା ଯବାନଙ୍କ ଜୀବନ।
ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତଶ୍ରୀନଗର: ଦୁର୍ଘଟଣା ନେଲା ଯବାନଙ୍କ ଜୀବନ। ଅପରେସନ ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ଯମ। ଓଲଟିଲା ଯବାନମାନଙ୍କୁ ନେଇ ଆସୁଥିବା ବସ୍। ସହିଦ୍ ହେଲେ ୩ଯବାନ। ଜମ୍ମୁ କଶ୍ମୀରର…
ବେପାର ‘ନୋ ପାର୍କିଂ’ରେ ଗାଡ଼ି :
ଭୁବନେଶ୍ବର: ସୂଚନା ଫଳକରେ ଲେଖାଯାଇଛି ‘ନୋ ଭେଣ୍ଡିଂ ଜୋନ୍’ ଓ ‘ନୋ ପାର୍କିଂ’। ଅର୍ଥାତ୍ ସେହିଜାଗାରେ ବେପାର କରିବା ଓ ଗାଡ଼ି ରଖିବା ମନା। କିନ୍ତୁ ମାନୁଛି କିଏ! ବିଏମ୍ସି କର୍ତ୍ତୃପକ୍ଷ ଲେଖିଦେଲେ, ଗଲେ। ଅମାନିଆ ବେପାରୀ ପସରା ଖୋଲି ବସିଲେ…
ମୋ ବସ୍ ରେ ସ୍ଥିତି ନିୟନ୍ତ୍ରଣ କରିବେ ?
ସପ୍ତାହକୁ ଦୁଇ ଦିନ ‘ଆମ ବସ୍’ରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀଭୁବନେଶ୍ୱର: ‘ଆମ ବସ୍’ ସେବାର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିବା ସହ ଏହି ସେବାକୁ ଆହୁରି ଉନ୍ନତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କ୍ରୁଟ୍ ପରିଚାଳନା ନିର୍ଦେଶକ ଡ. ଏନ୍. ଥିରୁମାଲା ନାୟକ।…
ବର୍ବରତା ଶେଷ ସୀମା :
କୁଆମରା : ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଜଣେ ଆଦିବାସୀ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛି। ପୃଥକ୍ ସମୟରେ ୩ ଜଣ ଅଭିଯୁକ୍ତ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ୨ ଦିନ ତଳେ…