ଭୁବନେଶ୍ୱର : ୧୩ରେ ଲଘୁଚାପ। ତିନି ଦିନ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ ଓ ସଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହୋଇଯିବ ।ତିନି ଦିନ ଯାଏ ରାଜ୍ୟର…
Author: Subhasmita Das
ଶୋଇଥିଲେ ଡ୍ରାଇଭର :
ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ୧୦୮ ଆମ୍ବୁଲାନ୍ସ ଭିତରେ ରୋଗୀ ଥିବା ବେଳେ…
ଏମିତି ବି ହେଇପାରେ :
ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଦୌଡୁଥିବା ବେଳେ ହଠାତ୍ ହୋଇଗଲେ ଅସୁସ୍ଥ :ଖୋର୍ଦ୍ଧା: ହୋମ୍ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ ।…
ଗିରଫ ହେଲେ କ୍ରିକେଟ ର :
ପାକିସ୍ତାନୀ କ୍ରିକେଟ ହାଇଦର ଅଲ୍ଲୀଙ୍କୁ ଦୁଷ୍କର୍ମ ମାମଲାରେ ୟୁକେ ପୋଲିସ ଗିରଫ କରିଛି । ତାଙ୍କୁ ଇଂଲଣ୍ଡରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ଏବଂ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି ।ପାକିସ୍ତାନ…
ଗୋହତ୍ୟା ଶେଷ :
ରାଜ୍ୟରେ ହୋଇପାରିବନି ଗୋହତ୍ୟା । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦ କଡ଼ାକଡ଼ି ହେବ । କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ…
କୀଟ ପାଳିଲା ‘କ୍ରିତନ୍ତୁଜା’ :
ଭୁବନେଶ୍ୱର : ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସ।ହିତ କରିବା ପାଇଁ ଆଜି କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୫ ଉଦ୍ଘାରଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଗୋବର୍ଦ୍ଧନ…
ତାଣ୍ଡବ ରଚିବ ବର୍ଷା :
ଆଜି ପୂରା ଓଡ଼ିଶାରେ ଘଡ଼ଘଡ଼ି ବର୍ଷା, ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ଭୁବନେଶ୍ୱର : ଆଜି ଭିଜିବ ସାରା ଓଡ଼ିଶା । ଆଜି ପାଇଁ ପୂରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସମଗ୍ର…
ଫେରିବେ ରଜନୀକାନ୍ତ :
ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆକ୍ସନ ଥ୍ରିଲର ’କୁଲି’ ଫିଲ୍ମରେ ତାଙ୍କ ଦମଦାର ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି । ତାମିଲ ଭାଷାର ଏହି ଫିଲ୍ମଟି ଲୋକେଶ କନାଗରାଜଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବାବେଳେ କଳାନିଥି ମାରନଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଅଗଷ୍ଟ…
ଚିଙ୍କୁଡ଼ି ଯିବନି ଆମେରିକା :
ଭୁବନେଶ୍ୱର : ଓଡ଼ିଶା ଚିଙ୍ଗୁଡି ଯିବନି ଆମେରିକା । ବନ୍ଦ ହେବ ସି ଫୁଟ୍ ରପ୍ତାନୀ । ଓଡ଼ିଶାରେ ଟ୍ରମ୍ପ ଟାରିଫ ପ୍ରଭାବ। ରାଜ୍ୟର ସି ଫୁଡ୍ ସେକ୍ଟର ଭୟଙ୍କର ପ୍ରଭାବିତ ହେବାକୁ ଯାଉଛି । ଏହା କହିଛନ୍ତି ଶିଳ୍ପପତି ତାରା…
ଟ୍ରମ୍ପ ଙ୍କୁ ବଡ଼ ଝଟକା :
ନୂଆଦିଲ୍ଲୀ: ଭାରତ ଅଗଷ୍ଟ ୨୦୨୫ ସୁଦ୍ଧା ଆମେରିକା ସହ ହୋଇଥିବା ଛଅଟି ଅତିରିକ୍ତ ବୋଇଙ୍ଗ ପି-୮ଆଇ ମାରିଟାଇମ୍ ପାଟ୍ରୋଲ ବିମାନ କ୍ରୟକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତି ଆମେରିକା ସରକାରଙ୍କ ଦ୍ୱାରା ଭାରତୀୟ ରପ୍ତାନୀ ଉପରେ ୨୫% ଅତିର୍କିତ ଟାରିଫ ଲଗାଇବା…