କାହିଁକି ରାଗିଗଲେ ମୁଖ୍ୟମନ୍ତ୍ରୀ :

ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନଧରିବାକୁ ତାଗିଦ୍ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଦୁଃଖ ଶୁଣାଇବାକୁ ପହଞ୍ଚିଥିଲେ ପୂର୍ତ୍ତ ବିଭାଗରେ ୪୦ ବର୍ଷ ଧରି ପିଅନ କାମ କରୁଥିବା ଜଗବନ୍ଧୁ । ହାତ ଟେକା ଦରମାରେ ବର୍ଷ ବର୍ଷ ଧରି କାମ କରିଆସୁଛନ୍ତି । ହେଲେ ଏପର୍ଯ୍ୟନ୍ତ ସ୍ଥାୟୀ ଚାକିରି ହୋଇପାରିଲା ନାହିଁ । ଆଜି … Read more

ଏଥର ଜଗିବ Ai ||

ସଚିବସ୍ତରୀୟ ବୈଠକ;୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ : ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ । ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା … Read more

୫ ସାମ୍ବାଦିକ ମୃତ :

ସାମ୍ବାଦିକ ନୁହେଁ ବରଂ ଆତଙ୍କୀ ବୋଲି କହିଛି ଇଦଫା : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ଇସ୍ରାଏଲ ଏବଂ ହମାସ ଆକ୍ରମଣରେ ୫ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଲ-ଶିଫା ହସ୍ପିଟାଲ ନିକଟରେ ପ୍ରେସ୍ ପାଇଁ ହୋଇଥିବା ଏକ ତମ୍ବୁକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିଥିଲା ।ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗାଜାର ଅଲ୍-ଶଫା ହସ୍ପିଟାଲର ମୁଖ୍ୟ ଗେଟ୍ ବାହାରେ ଥିବା ତମ୍ବୁ ଉପରେ ଇସ୍ରାଏଲ ଆକ୍ରମଣ … Read more

ବିଜେଡିର ୧୨ ଘଣ୍ଟିଆ ହରତାଳ ||

ଭୁବନେଶ୍ୱର : ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତ୍ୟୁକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି ।ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରୁଛି ବିଜେଡି । ଏହା ସହିତ ରାଇଘର ନର୍ସିଂ ପୀଡ଼ିତାକୁ ୧ କୋଟି ଟଙ୍କା … Read more

ପେନ୍ଡ୍ରାଇଭ୍‌ରେ ଆପଣଙ୍କ ଡାଟା କିପରି ସଂରକ୍ଷିତ ହୁଏ?

By – subhasmita Aug- 11 2025 ନୂଆଦିଲ୍ଲୀ: ଆଜିକାଲି ଡାଟା ଷ୍ଟୋରେଜ୍ ଓ ଟ୍ରାନ୍ସଫର ପାଇଁ ପେନ୍ଡ୍ରାଇଭ୍‌ ବ୍ୟବହାର ଖୁବ୍ ଲୋକପ୍ରିୟ। ଅନଲାଇନ୍ କ୍ଲାଉଡ୍ ସେବା ବଢ଼ିଥିବା ସତ୍ତ୍ୱେ, ପେନ୍ଡ୍ରାଇଭ୍‌ ଆଜିଓ ଅନେକ କାମରେ ଉପଯୋଗ ହେଉଛି।ପ୍ରାଚୀନ କାଳରେ ଫାଇଲ୍ ସଂରକ୍ଷଣ ପାଇଁ ଫ୍ଲପି ଡିସ୍କ ବ୍ୟବହାର ହୁଏଥିଲା, ଯାହାର ସ୍ଥାନ ପରେ CD ଓ DVD ଆସିଥିଲେ। ବର୍ତ୍ତମାନ ପେନ୍ଡ୍ରାଇଭ୍ ଓ ମେମୋରୀ କାର୍ଡ ୨ ଟେରାବାଇଟ୍ ପର୍ଯ୍ୟନ୍ତ ଡାଟା ସଂରକ୍ଷଣ କରିପାରେ।ପେନ୍ଡ୍ରାଇଭ୍‌ରେ ଥିବା … Read more

280 କୋଟିରେ ନିର୍ମିତ ୬୫୦ ଶଯ୍ୟା ଚିକିତ୍ସାଳ ||ବିକାଶ ଧାରାରେ କୋରାପୁଟ

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। କୋରାପୁଟ ବଡ଼ଡାକ୍ତରଖାନାରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ ହେବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଥିଲେ, ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟବାସୀଙ୍କୁ ଆଉ ଦୂରକୁ ଯିବାକୁ ପଡ଼ିବ … Read more

ବାଇକ୍ ଚୋରଙ୍କ ଅନନ୍ୟ ଆଚରଣ:

ଚୋରି କରିଥିବା ବାଇକ୍‌କୁ ନମ୍ର ଭାବେ ସ୍ନେହ ଦେଲେ : By Subhasmita Aug 11, 2025 କଟକ:ଥାନା ସାମ୍ନାରେ ପୋଲିସଙ୍କ ହାତରେ ପଡ଼ିଥିବା ଏକ ବାଇକ୍ ଚୋର ଆଖିରେ ଆସୁଥିବା ଲୁହକୁ ନିଜ ହାତରେ ପୋଛୁଥାଏ ଏବଂ ନିଜେ ଚୋରି କରିଥିବା ବାଇକ କୁ ନମ୍ର ଭାବେ ସ୍ନେହରେ ଚୁମା ଦେଇ କହିଲା“ସାର୍, ଏହି ଗାଡି ଆପଣଙ୍କ ପାଇଁ ଥିଲା।”ଏହି ଦୃଶ୍ୟ ଦେଖି ଥାନା ସମ୍ମୁଖରେ ଉପସ୍ଥିତ ସମସ୍ତଙ୍କ ମନ ଭରି ହୋଇଗଲା। କଟକ ମଙ୍ଗଳାବାଗ … Read more

ପେଟ୍ରୋଲ ରେ ଜଳିଲେ ଆଉ ଏକ ନାବାଳିକା :

ଆତ୍ମହତ୍ୟା ଉଦ୍ୟମ , : କାରଣ ଅସ୍ପଷ୍ଟବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି।ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା … Read more

ପୁଣି ଥର ମୁହାଁମୁହିଁ ହେବେ ଭାରତ ପାକିସ୍ତାନ ||

ଆଜିଠୁ ଦୁଇ ଦେଶର ନୌସେନାର ସମରାଭ୍ୟାସଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶ। ଆଜିଠୁ ଦୁଇ ନୌସେନାର ସମରାଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ। ନିଜ ନିଜର ଜଳ ସୀମାରେ ରାହି ସମରାଭ୍ୟାସ କରିବେ ଦୁଇ ଦେଶର ନୌସେନାସମରାଭ୍ୟାସ ପୂର୍ବରୁ ନୋଟାମ ଜାରି କରିଛି ପାକିସ୍ତାନ। ପୂର୍ବରୁ ପହଲଗାମ ଆକ୍ରମଣ ପରେ ଶକ୍ତି ପ୍ରଦର୍ଶନ କରିଥିଲେ ଦୁଇ ନୌସେନା । ଆରବ ସାଗରରେ କରିଥିଲେ ସମରାଭ୍ୟାସ। ଏପ୍ରିଲ ୩୦ରୁ ମେ ୩ ତାରିଖ ପର୍ଯ୍ୟନ୍ତ … Read more

ଅଭିଯୁକ୍ତ ପ୍ରମୋଦକୁ ଆଜି ରିମାଣ୍ଡରେ ଆଣିପାରେ ପୋଲିସ :

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପ୍ରମୋଦକୁ ରିମାଣ୍ଡରେ ଆଣିପାରେ ପୋଲିସ । ଗତକାଲି ଡାକ୍ତରୀ ମାଇନା ପରେ କୋର୍ଟ ହାଜର କରିଥିଲା ପଟ୍ଟାମୁଣ୍ଡାଇ ପୋଲିସ । ଗିରଫ ଅଭିଯୁକ୍ତ ବୟ ଫ୍ରେଣ୍ଡ ପ୍ରମୋଦ ବେହେରା ମୋବାଇଲରୁ ମିଳିଛି ୫୦ ରୁ ଅଧିକ ଅଶ୍ଳୀଳ ଭଡିଓ ।ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ସେ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ … Read more