“କିସ୍ତୱାଡ଼ରେ ଭୀଷଣ ବାଦଲଫଟା ବର୍ଷା:

ବନ୍ୟାରେ ୧୨ ଜଣଙ୍କ ମୃତ୍ୟୁ ଆଶଙ୍କା, ଉଦ୍ଧାର କାର୍ଯ୍ୟ ଆରମ୍ଭ”By -subhasmita Aug 14 2025କିସ୍ତୱାଡ଼ର ପଡ୍ଡରର ଚିଶୋଟି ଗାଁରେ ମଚୈଲ ମାତା ମନ୍ଦିର ପାଖରେ ବାଦଲ ଫଟିବା ସମୟର ଭୀଷଣ ପରିସ୍ଥିତି।ଜମ୍ମୁ-କାଶ୍ମୀରର କିସ୍ତୱାଡ଼ରେ ଗୁରୁବାରଦି ପ୍ରହରରେ ଭୀଷଣ ବାଦଲଫଟା ବର୍ଷା ଘଟିଛି, ଯାହାରେ ଏକ ହଠାତ୍ ବନ୍ୟା ସୃଷ୍ଟି ହୋଇଛି। ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା ଜଣାଯାଇଛି, ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଭାବରେ ଆରମ୍ଭ ହୋଇଛି। ଏକ କାର ବନ୍ୟାରେ ଫସିଥିବାର … Read more

ରାଇରଙ୍ଗପୁର ହସ୍ପିଟାଲରେ ଡାକ୍ତର ଗାଏବ୍ :

ଚିକିତ୍ସା ପାଇଁ ଲାଇନ୍‌ରେ ଅଟକିଲେ ଶତାଧିକ ରୋଗୀBy -Subhasmita Aug 14 2025ରାଇରଙ୍ଗପୁର୧୪.୦୮.୨୦୨୫ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଧିନସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ନେଇ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି l ଗୁରୁବାର ସକାଳେ ଓପିଡି ବାହାରେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା ଶତାଧିକ ରୋଗୀ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ, କିନ୍ତୁ ୬ଜଣ ଡାକ୍ତରଙ୍କ ସ୍ଥାନରେ କେବଳ ୩ଜଣ ହିଁ ଉପସ୍ଥିତ ଥିଲେ । ବାକି ୩ଟି ସିଟ୍‌ … Read more

ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଧମକ :

ଅପରେସନ ସିନ୍ଦୂର ପରେ ପାକିସ୍ଥାନ ନିଜର ଆତ୍ମ ନିୟନ୍ତ୍ରଣ ହରାଇ ଭାରତ ଉପରେ ବିଭିନ୍ନ ସମୟରେ ଆକ୍ରମଣ କରିବା ପାଇଁ ଧମକ ଦେଉଛି l ପ୍ରଥମେ ପାକିସ୍ଥାନ ସେନାଧ୍ୟକ୍ଷ ଅସୀମ ମୁନିର ଆମେରିକାରେ ରହି ଭାରତ ବିରୁଦ୍ଧରେ ପରମାଣୁ ଆକ୍ରମଣର ଧମକ ଦେବାର କିଛି ସମୟ ପରେ ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟୋ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଲେ ଭାରତ ପାକିସ୍ଥାନ ଯୁଦ୍ଧ ହେବ ବୋଲି ଖୋଲା ଚେତାବନୀ ଦେଇଥିଲେ l ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ … Read more

ଇଣ୍ଡି ମେଣ୍ଟର ନୂଆ ବିତଣ୍ଡା :

By Social Talk TeamPublished 14.08.2025 ବାରଣାସୀ ୧୪.୦୮.୨୫ ନିକଟରେ ଭୋଟ ଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ ଏବେ ନୂଆ ବିତଣ୍ଡା ଆରମ୍ଭ କରିଛି l ବିଶ୍ୱର ସର୍ବାଧିକ ଲୋକ ପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀଠାରେ କିଛି ଅଦ୍ଭୁତ କାଣ୍ଡ କରିଛନ୍ତି ଏହି ଇଣ୍ଡି ମେଣ୍ଟର ସଦସ୍ୟମାନେ l ସାଧାରଣତଃ କୌଣସି ଜନପ୍ରତିନିଧି ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ତାଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱାରା ବିଜୟୀ … Read more

ବିବାଦ ମଧ୍ୟରେ ମୋଦୀ କରିବେ ଗସ୍ତ :

ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଦୈନିକ ନୂଆ ନୂଆ ବୟାନ ଦେବା ସହ ଭାରତର ଆମଦାନୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପାଇଁ କହିବା ସତ୍ତ୍ୱେ ଭାରତ ଏହାର ନୀତିରୁ ଓହରି ନାହିଁ l ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ପରିଷଦ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିବା ନେଇ ସୂଚନା ମିଳିଛି l ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ ୮୦ତମ ଅଧିବେଶନରେ … Read more

ନୂଆ ରୂପରେ ଆସୁଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ :

କମିଟି କରିବ ଅନୁଧ୍ୟାନBy – subhasmita Aug 14 2025ଭୁବନେଶ୍ବର୧୪.୦୮.୨୫ ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପକୁ ନୂଆ ଡିଜାଇନ୍‌ରେ ଗଢ଼ାଯିବାକୁ ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର l ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଦେଇ କହିଛନ୍ତି ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତାବ ରୂପେ ପଠାଯିବ ଏବଂ ଏହାପରେ ପ୍ରକଳ୍ପ ନିମନ୍ତେ ଏକ ନୂଆ କମିଟି ଗଠନ ହେବା ସହ ସେମାନେ … Read more

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ :ସ୍ଥିର ରହିଛି ସ୍ବାସ୍ଥ୍ୟାବସ୍ଥା”

y subhasmita Aug 12 2025 ଭଦ୍ରକ: ସିମୁଳିଆ ଥାନା ଅଞ୍ଚଳରେ ଗୋଟିଏ ନବମ ଶ୍ରେଣୀର ନାବାଳିକା ଟ୍ୟୁସନ୍ ସାରି ସାଇକେଲ୍‌ରେ ଘରକୁ ଫେରୁଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ । ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା!ଭଦ୍ରକ ଏଡିଏମ୍ଓ ମିନତିଲତା ଦାସ କହିଛନ୍ତି ଯେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଘଟଣା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ … Read more

“ଆର୍ଥିକ ସମସ୍ୟାରେ ଦୁଃଖଦ ଅନ୍ତ :

ସ୍ଵାମୀ-ସ୍ତ୍ରୀ କଳହ ପରେ ନିଜକୁ ଅଗ୍ନିଦାହ କଲେ ମହିଳା” By subhasmita Aug 12 2025 ଢେଙ୍କାନାଳ: ଜୀବନରେ ଦୁଃଖ, ଘରେ କଳହ ଏବଂ ଆର୍ଥିକ ଚାପ—ଏହି ତିନୋଟି କାରଣରେ ଗୋଟିଏ ପରିବାରର ଖୁସି ମୁହୂର୍ତ୍ତରେ ଲାଗିଲା ଅନ୍ଧକାର । ଭୁବନ ବିଜ୍ଞାପିତ ଅଞ୍ଚଳର ପୁରୁଣା ଥାନା ସମ୍ମୁଖରେ ରହୁଥିବା ପ୍ରେମଲତା ବେହେରା (ସ୍ଵାମୀ — ଅଜୟ ବେହେରା) ନିଜ ଶାଢୀରେ ନିଆଁ ଲଗାଇ ପୋଡ଼ିଗଲେ ।ସୂଚନା ଅନୁସାରେ, ଅଜୟ ପୂର୍ବରୁ ଅଟୋ ଚଳାଉଥିଲେ, କିନ୍ତୁ ସେଥିରୁ … Read more

ଆଉ ହେବନି ‘ହରିଜନ’ ଶବ୍ଦ :

ଏସସି/ଏସଟି ବିଭାଗ ଜାରି କଲା କଡା ନିର୍ଦ୍ଦେଶBy subhasmita Aug 13 2025ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ “ହରିଜନ” ଶବ୍ଦ ପ୍ରୟୋଗ କରାଯିବ ନାହିଁ। ଏସସି/ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏହି ବିଷୟରେ କଡା ନିର୍ଦ୍ଦେଶ ଜାରି ହୋଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, “ହରିଜନ” ଶବ୍ଦ କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସରକାରୀ ସ୍ଥାନରେ ବ୍ୟବହୃତ ହେବ ନାହିଁ।ସମ୍ବିଧାନର ଧାରା ୩୪୧ … Read more

ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା:

ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୁଣି କ୍ରାଇମ୍‌ବ୍ରାଞ୍ଚ ଜେରାBy subhasmita Aug – 13 2025କଟକ : ଓଡିଶା ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ସହଯୋଗୀ ବିଜୟ ମିଶ୍ରଙ୍କୁ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଫେରି ଜେରା କରିଛି। ରିମାଣ୍ଡ ସମୟରେ ପେନ୍‌ଡ୍ରାଇଭ୍ ଯାହାରେ ଲାପ୍‌ଟପ୍‌ରୁ ନକଲ କରାଯାଇଥିବା ପ୍ରଶ୍ନପତ୍ର ଓ ଉତ୍ତର ସଂରକ୍ଷିତ ଥିଲା, ତାହାକୁ ଜବତ କରିବା ପାଇଁ ତନାଘନା ତଦନ୍ତ ଆରମ୍ଭ ହୋଇଛି।ଜିତନ ଓ … Read more