ଏଥର ବାଧା ସାଜିବନୀ ପ୍ରେମ । ଏବେ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟ ପାଇଁ ସୁରକ୍ଷା ଚିନ୍ତା। ଗୋପାଳପୁର ବିଚରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ସରକାରଙ୍କୁ ଏବେ ଘାରିଛି କେମିତି ଦିଆଯିବ ଲଭର୍ସ ପଏଣ୍ଟକୁ ସୁରକ୍ଷା । ରାଜ୍ୟରେ ଥିବା…
Author: Subhasmita Das
ବର ବେଶରେ ସଜେଇ ହୋଇ ଡଙ୍ଗାରେ ଗଲେ କନ୍ୟା ଆଣି
ଜଳମଗ୍ନ ଗାଁ ଭିତରେ ନିଜ ମନର ମଣିଷକୁ ପାଇବା ପାଇଁ ବର ବେଶରେ ବାହାରିଛି ଯୁବକ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମର ଦୃଶ୍ୟ । ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ…
ଓଡ଼ିଶା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ ମୋଦି
ଓଡ଼ିଶା ଆସିବା ପାଇଁ ଆମେରିକା ଯିବାକୁ ମନା କଲେ ମୋଦି । ତାଙ୍କପାଇଁ ଆମେରିକାଠୁ ଅଧିକ ଜରୁରୀ ଥିଲା ଜଗନ୍ନାଥ ଧାମ ଯିବା ସେଥିପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ଜଣାଇଥିଲେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ସିଧା ସିଧା ମନା କରିଦେଇଥିଲେ ମୋଦି…
ଡାଇରିଆ ସ୍ଥିତି କୁ ନେଇ ମୁଖ୍ୟମନ୍ତ୍ରୀ କରିବେ ଆଜି ଉଚ୍ଚସ୍ତରୀୟ ବୈଠକ
ଡାଇରିଆ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ କରିବେ । ସ୍ବାସ୍ଥ୍ୟବିଭାଗ ସହ ସିଏମଙ୍କ ବଡ଼ ଆଲୋଚନା । ଲୋକସେବା ଭବନରେ ବସିବାକୁ ଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଅନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ । ମୁଖ୍ୟ ଶାସନ…
ଏୟାର ଇଣ୍ଡିଆ ଉପରେ DGCA ର କଡ଼ା କାର୍ଯ୍ୟାନୁଷ୍ଠାନ
ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଆକ୍ସନ ମୁଡ୍ରେ DGCA । ଏୟାର ଇଣ୍ଡିଆ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । କଠୋର ଆଭିମୁଖ୍ୟ ସ୍ୱରୁପ କ୍ରୁ ସିଡଲ୍ୟୁିଂ ବିଭାଗର ୩ ଜଣ ବରିଷ୍ଠ…
ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୋବେଲ ମୋହ
ଆମେରିକା ରାଷ୍ଟ୍ରପତି ବିଭିନ୍ନ ଦେଶରେ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରୁଥିବା ଦାବି । ଏଥିପାଇଁ ଭାରତ-ପାକ୍ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବି କରିଛନ୍ତି ।…
ଜନ୍ମଦିନରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି
ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର 66ତମ ଜନ୍ମ ଦିବସ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ମୁର୍ମୁ ଉତ୍ତରାଖଣ୍ଡର ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଜନ୍ମ ଦିନର ଶୁଭେଚ୍ଛା…
ବୌଦ୍ଧ ରେ ହେବ ଆଜି ରେଳ ସେବା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଆଜିଠାରୁ ଭାରରତ ରେଳ ମାନଚିତ୍ରରେ ସାମିଲ ହେବ ବୌଦ୍ଧ । ବୌଦ୍ଧ ଜିଲ୍ଲାରେ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ୭୩ କିଲୋମିଟର ଲମ୍ବାର ନୂତନ ରେଳ ଲାଇନର ଉଦଘାଟନ କରିବେ ପ୍ରଧାମନ୍ତ୍ରୀ ମୋଦି । ସୋନପୁର-ପୁରୁଣାକଟକ ସେକ୍ସନରେ ପ୍ରଥମ…
ଇଣ୍ଡିଗୋ ବିମାନ ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ବେଳେ ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି
ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ । ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା…
ଅପରେସନ ସିନ୍ଧୁ ଜରିଆରେ ଇରାନରୁ ଦିଲ୍ଲୀ ଫେରିଲେ ୧୧୦ ଭାରତୀୟ
ଅପରେସନ ସିନ୍ଧୁ ଲୋକଙ୍କୁ ଘରକୁ ଫେରାଇ ଆଣୁଛି। ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଇରାନ ଥରୁଥିବା ବେଳେ ଅପରେସନସିନ୍ଧୁ ଅଧୀନରେ ଇରାନରୁ ଉଦ୍ଧାର କରାଯାଇଥିବା ୧୧୦ ଜଣ ଭାରତୀୟ ଛାତ୍ର ଆର୍ମେନିଆର ୟେରେଭାନରୁ ଏକ ସ୍ୱତନ୍ତ୍ର ବିମାନରେ ସୁରକ୍ଷିତ ଭାବରେ…