(ବିଏମ୍ସି) କାର୍ଯ୍ୟାଳୟରେ ସୋମବାର ରେ ଘଟିଥିବା ଘଟଣାକୁ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ । ଓଏଏସ୍ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି…
Author: Subhasmita Das
ଆଜି ପୁରୀ ଗସ୍ତ ରେ ଯାଇ ସେବାୟତ ଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଆଜି ପୁରୀ ଗସ୍ତ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ପରିସ୍ଥିତି ଯୋଗୁଁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା।…
ଜୁଲାଇ ୧୪ରେ ଓଡିଶା ଆସିବେ ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଆସିବେ ଓଡିଶା |୧୪ରେ ଭୁବନେଶ୍ବର AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏହା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।…
ଅଭିନେତ୍ରୀ ଶେଫାଳି ସୁନ୍ଦର ଦିଶିବା ପାଇଁ ଖାଉଥିବ ଔଷଧ ନେଇଛି ଜାବନ
କାଳ ହେଲା ମେଡିସିନ୍ । ସୁନ୍ଦର ଦିଶିବା ପାଇଁ ଖାଉଥିବା ମାତ୍ରାଧିକ ଔଷଧ ନେଇଛି ଜାବନ । ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ତାଙ୍କ ଘରୁ ଜବତ ବାକ୍ସରୁ ମିଳିଛି ସାଂଘାତିକ…
୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ବିଜେପି ସଭାପତି
ବିଏମସିର ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି | ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଆଧାରରେ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ…
୧୫ ବର୍ଷ ର ପୁରୁଣା ଗାଡ଼ି ପାଇଁ ଏବେ ନା ମିଳିବ ପେଟ୍ରୋଲ ନା ମିଳିବ ଡିଜେଲ
ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ଏବେ ନାହିଁ ତେଲ । ନୂଆ ମାସ ରୁ ନୂଆ ନିୟମ କରାଯାଇଛି ଆଜିଠାରୁ ପୁରୁଣା ଯାନ ବାହନ ବ୍ୟବହାରକୁ ବନ୍ଦ କରାଯିବ | ପୁରୁଣା ଗାଡିକୁ ରୋକିବା ପାଇଁ ଦିଲ୍ଲୀରେ ଲାଗୁ ହୋଇଛି…
ପାଞ୍ଚ ଜଣ ଯୁବକ ଚାମ୍ବରକୁ ଭାଙ୍ଗି ମାଡ଼ ମାରିଲେ ରତ୍ନାକର ସାହୁଙ୍କୁ
ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ସେ ଭିତରେ ୫ ଜଣ ଯୁବକ ଆସ ରତ୍ନାକରଙ୍କ ଚାମ୍ବରକୁ ଭାଙ୍ଗି ପଶିଥିଲେ। ଏବଂ…
ପୁରୀ ଦଳାଚକଟା ଘଟଣା କୁ ନେଇ ରାଜ୍ୟ ମାନବାଧିକାର କମିସନ ନୋଟିସ କଲେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ
ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ କରିଛନ୍ତି ରାଜ୍ୟ ମାନବାଧିକାର କମିସନ | ପୁରୀ ଶରଧାବାଲିରେ କଳାଠାକୁରଙ୍କୁ ଦର୍ଶନ ପାଇଁ ଶନିବାର ବିଳମ୍ବିତ ରାତିରେ ଭକ୍ତଙ୍କ ମଧ୍ୟରେ ଠେଲାପେଲାରୁ ଯେଉଁ ଅଘଟଣ ଘଟିଲା ସାରା ରାଜ୍ୟକୁ ଦୁଃଖିତ କରିଛି। ଏହାକୁ କେହି…
ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି ପାଇଁ ଗର୍ଜିଲା କଂଗ୍ରେସ
ଚଳିତ ଥର ରଥଯାତ୍ରା ସମୟରେ ଏମିତି କିଛି ଘଟଣା ଘଟିଛି ତାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବାସ ଭବନସମ୍ମୁଖରେ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀରେ ଯୁବ କଂଗ୍ରେସ ଗର୍ଜନ କରିଛି | କାହିଁକି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଗଡ଼ିପାରିଲା…
ଏମିତି ଅ’ଣ ପାଇଁ କହିଲେ ଆଇନ ମନ୍ତ୍ରୀ ବିରୋଧୀ ଦଳର ନେତକୁ
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଗତକାଲି ପୁରୀରେ ରଥ ଟଣାରେ ବିଳମ୍ବ ସହ ପ୍ରଭୁ ଜଗନ୍ନାଥଙ୍କ ନନ୍ଦଘୋଷ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବୟନ ଉପରେ ରାଜ୍ୟ…