ପ୍ରଧାନମନ୍ତ୍ରୀଙ୍କ ୭୫ ବର୍ଷ ଜନ୍ମଦିନରେ ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ :

ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା’ ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ … Read more

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଝଟକା :

ଜେଲ ଯିବେ ପିଟିଆଇ ସାଂସଦଙ୍କ ସମେତ ୧୬୬ ସଦସ୍ୟ : ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ କୋର୍ଟ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର କିଛି ସାଂସଦଙ୍କ ସମେତ ୧୬୬ ଜଣ ସଦସ୍ୟଙ୍କୁ ୧୦ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ସେମାନଙ୍କ ବିରୋଧରେ ୯ ମେ’, ୨୦୨୩ରେ ପଞ୍ଜାବ ପ୍ରଦେଶରେ ଆଇଏସଆଇ କୋଠା ଏବଂ ଅନ୍ୟାନ୍ୟ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ମାମଲା … Read more

ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ :

ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସହାୟତା : ଭୁବନେଶ୍ୱର, : ହେଲିକପ୍ଟରରେ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବର୍ତ୍ତମାନ ନଦୀରେ ଜଳସ୍ତର କମୁଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କ୍ଷତିପୂରଣ ସହାୟତା ରାଶି ଦିଆଯିବ।ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ … Read more

ଶୀଘ୍ର ହେବ ଓଟିଇଟି ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ :

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା‌ ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହାର ତଦନ୍ତ ଚାଲିଛି। ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରାଯିବ। ଆଗାମୀ ଦିନରେ କେମିତି ସ୍ୱଛତା ସହ ପରୀକ୍ଷା ହେବ ସେନେଇ ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରିବୁ ବୋଲି ବିଦ୍ୟାଳୟ … Read more

କାହିଁକି ଫେରିଆସିଲା ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ, ଜଣାପଡ଼ିଲା ତାର କାରଣ :

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଛି । ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI2017କୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିବାକୁ ପଡ଼ିଛି । ଏବେ ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଲଣ୍ଡନ ପଠାଇବାର ବ୍ୟବସ୍ଥା କରାଯାଉଛି ।ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ଦିଲ୍ଲୀରୁ ଲଣ୍ଡନ ଯାଉଥିବା … Read more

ଝାରପଡ଼ା ଜେଲ୍‌ ଗଲେ ବିଜେଡି ନେତା ଅମରେଶ ଜେନା :

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ ବିଜୁ ଜନତା ଦଳ (ବିଜେଡି)ରୁ କର୍ପେରେଟର ଅମରେଶ ଜେନା ଜେଲ୍‌ ଯାଇଛନ୍ତି। କୋର୍ଟରେ ଜାମିନ ନାମାଞ୍ଜୁର ପରେ ଅମରେଶ ଜେନାଙ୍କୁ ପୁଲିସ ଝାରପଡ଼ା ଜେଲ୍‌ ପଠାଇ ଦେଇଛି।ଅମରେଶ ଜେନାକୁ ପୁଲିସ ଆଜି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା। ତାକୁ ସେଠାରୁ ଭୁବନେଶ୍ବର ଆଣିଥିଲା। କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମାଞ୍ଜୁର ପରେ ତାଙ୍କୁ ଜେଲ୍‌ … Read more

କାଇଁକି ଅଲୋଡ଼ା ଶିଶୁକନ୍ୟା ||

ଟିଟିଲାଗଡ଼: ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ଅତିକ୍ରମ କରିସାରିଛି। ଆ‌ମରି ସଭ୍ୟତା ଅତ୍ୟାଧୁନିକ ଯୁଗରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଗୁଣଗାନ କରୁଥିବା ବେଳେ ଶିଶୁକନ୍ୟା ଆମ ସମାଜରେ ଅଲୋଡ଼ା ହେଉଛି ଅଥବା ଟଙ୍କା ପାଇଁ ବିକ୍ରି ହେଉଛି। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ୨୦ ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ଅଭିଯୋଗ ଆସିଛି। ଶିଶୁକନ୍ୟାର ବିକ୍ରିର କାରଣ ହେଲା ଦାରିଦ୍ର୍ୟତା ବୋଲି କୁହାଯାଉଛି।ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ନଲ … Read more

ଡାକ୍ତର ହେବ ତ’ ଏମିତି…

କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନାହିଁ !ଡାକ୍ତର ହେବ ତ’ ଏମିତି…: କୁମ୍ଭୀର ଭୟକୁ ଖାତିର ନକରି ବନ୍ୟାପାଣିରେ ପଶି ଗଲେ, ଗର୍ଭବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେରାଜନଗର: ବ୍ରାହ୍ମଣୀର ଦ୍ବିତୀୟ ବନ୍ୟାରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୪ଟି ପଞ୍ଚାୟତର … Read more

ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ବୀମା

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର । ଏନେଇ ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ଘୋଷଣା କଲେ CM । ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଆୟୋଜିତ ଜାତୀୟ କର୍ମଶାଳାରେ … Read more

ସାରା ବିଶ୍ୱରେ ମୋଦିଙ୍କ କ୍ରେଜ୍ ||

ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ମୋଦି, GenZଙ୍କ ମଧ୍ୟରେ ଅନପପୁଲାର ଡୋନାଲ୍ଡ ଟ୍ରମ୍ପଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଷ୍ଟମ ସ୍ଥାନରେ ରହିଛନ୍ତି । ଟ୍ରମ୍ପଙ୍କ ଅନୁମୋଦନ ହାର ରହିଛି ମାତ୍ର ୪୪ ପ୍ରତିଶତ । ଗତ ଜାନୁଆରୀ ମାସରେ କରାଯାଇଥିବା ଏହି ସର୍ଭେରେ ଟ୍ରମ୍ପ ପଞ୍ଚମ ସ୍ଥାନରେ ଥିଲେ । ତାଙ୍କ ଅନୁମୋଦନ ହାର ୫୨ ପ୍ରତିଶତ ଥିଲା । କିନ୍ତୁ ଟ୍ରମ୍ପ ଏବେ ତାଙ୍କର ଲୋକପ୍ରିୟତା ହରାଇଛନ୍ତି ।ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ … Read more