ରାଜଧାନୀ ରେ ମେଟ୍ରୋ କରାଯିବ :
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତିବିଜେଡି ମିଛ କହୁଛି ! ଆମେ କହିଛୁ କେନ୍ଦ୍ରର ସହାୟତାରେ ମେଟ୍ରୋ କରାଯିବ! ସେଥିପାଇଁ କମିଟି ନିଷ୍ପତ୍ତି ନେଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଦାୟିତ୍ୱ ଦେଇଛନ୍ତି । ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ମେଟ୍ରୋର ଆବଶ୍ୟକତା ଅଛି । ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ବଢିଛି! ଏହାର … Read more