ବନ୍ୟଜନ୍ତୁଙ୍କୁ ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି :

୨୦୦୬ରେ କେନ୍ଦୁଝର ର ଗୁପ୍ତଗଙ୍ଗା ରେ ୨୦ ରୁ ୨୫ ଯୁଆଙ୍ଗ ଆଦିବାସୀ ଙ୍କୁ ଗିରଫ କରି ୧୦୦ ରୁ ଅଧିକ ଦିନ ଜେଲ ରେ ରଖା ଯାଇଥିଲା ।୨୦୦୬ରେ କେନ୍ଦୁଝର ର ଗୁପ୍ତଗଙ୍ଗା ରେ ୨୦ ରୁ ୨୫ ଯୁଆଙ୍ଗ ଆଦିବାସୀ ଙ୍କୁ ଗିରଫ କରି ୧୦୦ ରୁ ଅଧିକ ଦିନ ଜେଲ ରେ ରଖା ଯାଇଥିଲା । କେତେବଡ ଅପରାଧ ସେମାନଙ୍କ ର ଥିଲା ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି … Read more

ଚିର ନିଦ୍ରା ରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ :

ନୂଆଦିଲ୍ଲୀ: ପରଲୋକରେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଦିନ ପ୍ରାୟ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାମ୍ନାକୁ ଆସିଛି।ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ … Read more

ଓଟିଇଟି ପ୍ରଶ୍ନପତ୍ର ମାମଲା:

ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚକଟକ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ଵଢିଵ ବୋଲି କୁହାଯାଉଛି। ଏଣେ ଏନେଇ ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ। ଗିରଫ ଓ ସନ୍ଦେହରେ ଥିଵା ଅଭିଯୁକ୍ତଙ୍କ ଆର୍ଥିକ କାରବାରର ଛାନଭିନ ଚାଲିଛି ।ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ … Read more

ଚର୍ଚ୍ଚା ଜୋର୍‌ ଧରିଲା:

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୃଥକ୍‌ ଭାବେ ଶାହ ମଧ୍ୟ ଆଜି ଜମ୍ମୁ କାଶ୍ମୀରର କିଛି ବରିଷ୍ଠ ନେତା ସହ ଏକ ବୈଠକ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଙ୍ଗଳବାର ଏନ୍‌ଡିଏ ସାଂସଦମାନଙ୍କର ଏକ ବୈଠକ … Read more

ତଥ୍ୟ ମାଗିଲେ ସରକାର :ବିଦା ହେବେ କି ଅପାରଗ ?

ଅପାରଗ ବାବୁଙ୍କ ତଥ୍ୟ ମାଗିଲେ ସରକାର । କେଉଁ ବିଭାଗରେ କେତେ ଅପାରଗ ବାବୁ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ଏହାର ଟିକନିକ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସବୁ ବିଭାଗକୁ ରିପୋର୍ଟ ଦେବାକୁ କହିଛନ୍ତି, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । କେମିତି ଚାଲିଛି କାମ, ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ଏନେଇ ସଚିବଙ୍କୁ ତଥ୍ୟ ମାଗିଲେ … Read more

ରାଜସ୍ବ କାର୍ଯ୍ୟାଳୟରେ ଲାଗୁହେବ ବାୟମେଟ୍ରିକ :

ଭୁବନେଶ୍ବର: ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ବାୟମେଟ୍ରିକ ଉପସ୍ଥାନ ଲାଗୁ ହେବ। ଏହାଫଳରେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚିବେ ବୋଲି ଆଶା କରାଯାଉଥିବା ଏହି ଚିଠିରେ କୁହାଯାଇଛି।ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ … Read more

ଛାତ୍ରଛାତ୍ରୀଙ୍କୁ ମିଳିବ ‘ଡିଜିଟାଲ୍ ହେଲଥ୍ କାର୍ଡ’:

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଖୁବ୍ ଶୀଘ୍ର ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ‘ଡିଜିଟାଲ୍ ହେଲଥ୍ କାର୍ଡ’ ବଣ୍ଟନ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଉତ୍ତମ ତଦାରଖ ଏବଂ ଚିକିତ୍ସା ସୁନିଶ୍ଚିତ କରିବା ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ସୋମବାର ସୂଚନା ଦେଇଛନ୍ତି।ଏହି ପଦକ୍ଷେପ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ବିକଶିତ କରାଯାଉଛି ଏବଂ ଏହା … Read more

କାହିଁକି ଡିଜିଟାଲ ଭାରତ ସ୍ୱପ୍ନ ଅଧୁରା :

ବାରିପଦା: ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ଟେଲିକମ୍‌ ସେବା କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ଉପାନ୍ତ ଅଞ୍ଚଳର ଏମିତି ଶତାଧିକ ଗ୍ରାମ ଅଛି, ଯେଉଁଠି ମୋବାଇଲ୍‌ ନେଟ୍‌ୱର୍କ ପହଞ୍ଚିପାରିନି। ଫଳରେ ଲୋକେ ଇଣ୍ଟର୍‌ନେଟ୍‌ ବ୍ୟବହାର ତ ଦୂର, ମୋବାଇଲ୍‌ରେ କଥା ପଦେ ବି ହୋଇ ପାରୁନାହାନ୍ତି।ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ତଥ୍ୟ ଅନୁସାରେ ଜିଲ୍ଲାର ୩୭୫୧ଟି ରାଜସ୍ବ ଗ୍ରାମରୁ ୩୦୫ଟି ଗ୍ରାମରେ ନେଟ୍‌ୱର୍କ ନାହିଁ। ସେହିପରି ୧୨ ଶହରୁ ଅଧିକ ଗ୍ରାମରେ ୫-ଜି ସେବା ଉପଲବ୍ଧ … Read more

ଆଉ ନାହାନ୍ତି ଦୁଇ ଟଙ୍କିଆ ଡାକ୍ତର :

୨ ଟଙ୍କିଆ ଡାକ୍ତର ନାମରେ ବେଶ୍ ପରିଚିତ ଚିକିତ୍ସକ କେରଳର ଏ.କେ ରାୟରୁ ଗୋପାଳଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର । ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବାର ସୂଚନା ମିଳୁଛି । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ପରିବାର କହିଲେ ତାଙ୍କର ଧର୍ମପତ୍ନୀ , ଗୋଟିଏ ପୁଅ … Read more

ଓଡିଶା ଛାଡି ଯିବନି ବର୍ଷା :

୧୩ରେ ଘୂର୍ଣ୍ଣିବଳୟ ସମ୍ଭାବନା, ୧୭ ପର୍ଯ୍ୟନ୍ତ ବର୍ଷ !ଭୁବନେଶ୍ୱର : ଆସୁଛି ଆଉ ଏକ ବଡ଼ ଲଘୁଚାପ । ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ପରବର୍ତ୍ତୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ । କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ମଧ୍ୟମ … Read more