ସାଲେପୁର : ଜଣଙ୍କ ନାଁରେ ୱାରେଣ୍ଟ । ବନ୍ଧା ହେଲେ ଆଉ ଜଣେ । ମାହାଙ୍ଗା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ସମାନ ନାଁ ପାଇଁ ନିର୍ଦ୍ଦୋଷକୁ ଜେଲ ପଠାଇ ଏବେ ବିବାଦରେ ମାହାଙ୍ଗା ପୋଲିସ l ପୋଲିସର ଏମିତି…
Author: Subhasmita Das
ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ :
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ ରେଡ ଚାଲିଛି । ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ…
ମେସେଜ୍ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ :
କୁଆଡୁ ଆସିଲା ଏତେ ପଇସା :ବିହାର ରାଜ୍ୟର ଜାମୁଇ ଜିଲ୍ଲାର ଏକ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଥିରେ ଜଣେ ଶ୍ରମିକ ହଠାତ୍ ତାଙ୍କ ଆକାଉଣ୍ଟକୁ ସାଢ଼େ ଦଶ ବିଲିୟନ ଟଙ୍କା ଆସିବାରୁ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ସେ ତାଙ୍କ…
ଖୁବ୍ଶ୍ରୀଘ ହେବ ମହାପ୍ରସାଦ ରେଟ୍ ଚାଟ୍ :
ପୁରୀ : ଖୁବ୍ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍ ଚାଟ୍ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ…
ସୋଭନା ମହାନ୍ତିଙ୍କୁ ମହିଳା କମିସନର ବଡ଼ ଦାୟିତ୍ୱ :
ସୋଭନା ମହାନ୍ତି ମହିଳା କମିସନ ଅଧ୍ୟକ୍ଷ, ଶିଶୁ ସୁରକ୍ଷା ଆୟୋଗରେ ବବିତା ପାତ୍ର ଅଧ୍ୟକ୍ଷ ନିଯୁକ୍ତଭୁବନେଶ୍ବର: ରାଜ୍ୟ ସରକାର ସୋଭନା ମହାନ୍ତିଙ୍କୁ ମହିଳା କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି…
ସ୍ୱଧୀନତା ଦିବସ ପାଇଁ ବୌଠକ ପସ୍ତୁତି :
ଭୁବନେଶ୍ୱର: ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ଓ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ ।ସୋମବାର ଅପରାହ୍ନରେ ସୂଚନା ଓ…
ଭାଙ୍ଗିଲେ ରେକର୍ଡ ଅମିତ ଶାହ:
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।ଅଗଷ୍ଟ ୪,…
ବାଦଲଫଟା ବର୍ଷା ଯେଗୁଁ ଆସିଲା ଭୟଙ୍କର ବନ୍ୟା :
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି…
ଏକାଧିକ ସେନା ଯବାନ ନିଖୋଜ :
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲୀ ଗାଁ ନିକଟ ଖୀର ଗଙ୍ଗା ନଦୀର ଉପର ଅଞ୍ଚଳରେ ମଙ୍ଗଳବାର ହୋଇଥିବା ଭୟଙ୍କର ବାଦଲ ଫଟା ବ୍ରଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣାରେ ହର୍ଷିଲ…
ଫେରିବ ମାଧୁରୀ :
ମୁମ୍ବାଇ:ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ନନ୍ଦିନୀ ମଠକୁ ମାଧୁରୀ ଓରଫ ମହାଦେବୀ ହାତୀକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି। ରାଜ୍ୟ ସରକାର ଏହି ମାମଲାରେ ସୁପ୍ରିମକୋର୍ଟଙ୍କର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ,…