ସୁଜାତା ବବିଙ୍କ ଗଡ଼ରେ ରାଜ୍ କରୁଛନ୍ତି, ୨୯ ନିର୍ବାଚନରେ ପ୍ରାର୍ଥୀ ହେବା ସ୍ପଷ୍ଟ :
By – SUBHASMITA ସେପ୍ଟେମ୍ବର 25 2025 ଯାଜପୁର: ବିଜେଡିର ପୂର୍ବତନ ବିଧାୟକ ବବି ଦାସଙ୍କ ଗଡ଼ରେ ଏବେ ସୁଜାତାଙ୍କ ନିୟନ୍ତ୍ରଣ ବଢିଛି। ୨୪ ନିର୍ବାଚନରେ ବିଜେପି ଚକ୍ମା ଦେଲା ସତ୍ତ୍ୱେ, ବବିଙ୍କ ଗଡ଼ରେ ସୁଜାତା ଧୀରେ ଧୀରେ ପ୍ରଭାବଶାଳୀ ହେଉଛନ୍ତି। ୨୯ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ିବାକୁ ଇଚ୍ଛୁକ ଥିବା ସ୍ପଷ୍ଟ ହୋଇଛି। ସୁଜାତା ନିଜର ସଂଗଠନକୁ ମଜବୁତ କରି, ବବିଙ୍କୁ ସାଇଡ୍ କରି ନିଜ ପୁରା ରଣନୀତି ତିଆରି କରୁଛନ୍ତି। ତାଙ୍କ … Read more