ମାଆ ଦୁର୍ଗାଙ୍କ ଅବତରଣରେ ଭକ୍ତିମୟ ପରିବେଶ, ଆଜି ପୀଠରେ ମହାଅଷ୍ଟମୀ – ମଣ୍ଡପରେ ମହାସପ୍ତମୀ ପାଳନ :
By -SUBHASMITA ସେପ୍ଟେମ୍ବର 29 2025 କଟକ: ନବରାତ୍ର ପୂଜାର ମହାତ୍ମୟ ମଧ୍ୟରେ ଆଜି ପୀଠମାନଙ୍କରେ ମହାଅଷ୍ଟମୀ ଓ ମଣ୍ଡପମାନଙ୍କରେ ମହାସପ୍ତମୀ ପାଳନ ହେଉଛି । ଶକ୍ତିପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିବା ବେଳେ ମାଆଙ୍କ ବିଭିନ୍ନ ବେଶ ଦର୍ଶନ ପାଇ ଭକ୍ତମାନେ ଧନ୍ୟ ହେଉଛନ୍ତି କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଶୋଭିତ । ଆଧ୍ୟାତ୍ମିକ ପରିବେଶରେ ଭକ୍ତମାନେ ମାଆଙ୍କ ଚରଣରେ ପ୍ରାର୍ଥନା … Read more