ଦୁଷ୍କର୍ମ ମାମଲାରେ ଜେଲରେ ଥିବା ପରେ ବାହାରିଲେ କର୍ପୋରେଟର ଅମରେଶ ଜେନା, ସମର୍ଥକଙ୍କ ଭବ୍ୟ ସ୍ବାଗତ
By- SUBHASMITA Oct 24 2025 ଭୁବନେଶ୍ଵର: ଦୁଇ ମାସରୁ ଅଧିକ ସମୟ ଜେଲରେ ରହିବା ପରେ ଝାରପଡ଼ା କାରାଗାରରୁ ବାହାରିଲେ ଭୁବନେଶ୍ଵରର ବିଜେଡି କର୍ପୋରେଟର ଅମରେଶ ଜେନା। ଜେଲ ଦ୍ୱାରରୁ ବାହାରିବା ସହିତ ତାଙ୍କ ସମର୍ଥକମାନେ ପୁଷ୍ପ ମାଲ୍ୟ ଓ ଆଳତି ସହ ଭବ୍ୟ ସ୍ବାଗତ କରିଥିଲେ। ବାଜା ବଜାଇ ଓ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ “ଅମରେଶ ଜେନା ଜିନ୍ଦାବାଦ” ନାରା ଦେଇ ଅନେକ ଜଣେ ଉତ୍ସବ ମନାଇଥିଲେ। ଜେଲରୁ ବାହାରିଲାପରେ ଅମରେଶ ଜେନା କହିଛନ୍ତି … Read more